ଗ୍ୟାସ୍ ସିଲିଣ୍ଡର ବୁକିଂ, ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଇବା, ଟ୍ରେନର ସମୟ ସାରଣୀ; ଏହିସବୁ କ୍ଷେତ୍ରରେ ଆଜିଠାରୁ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ଲଗାତର ଭାବରେ ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ପେଟ୍ରୋଲ-ଡିଜେଲ୍ ଠାରୁ ଆରମ୍ଭ କରି ଗ୍ୟାସ୍, ପନିପରିବା ଆଦିର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଇତି ମଧ୍ୟରୁ ଆଜିଠାରୁ ଅର୍ଥାତ୍ ନଭେମ୍ବର ୧…