ମା’ ହେବାକୁ ଯାଉଛନ୍ତି କମେଡି କୁଇନ୍ ଭାରତୀ, ଭିଡିଓ ସେୟାର କରି ଦେଲେ ଖୁସିଖବର
ନୂଆଦିଲ୍ଲୀ: ବଲିଉଡର କମେଡି କୁଇନ୍ ଭାରତୀ ସିଂ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସେ ନିଜ ସାଙ୍ଗମାନଙ୍କ ସହିତ ଏକ ଫଟୋ ସେୟାର କରି ଗର୍ଭବତୀ ଥିବା ଖବରକୁ ସ୍ପଷ୍ଟ କରିଛନ୍ତି । ସ୍ୱାମୀ ହର୍ଷ ଲିମ୍ବାଚିୟା, ଜସ୍ମିନ୍…