କାଶ୍ମୀରର ବାନ୍ଦିପୋରାରେ ଆତଙ୍କୀ ଆକ୍ରମଣ, ଦୁଇ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଆତଙ୍କବାଦୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ହମଲାରେ ଦୁଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ପୋଲିସ ଦଳ ବାନ୍ଦିପୋରା ଜିଲ୍ଲା ସ୍ଥିତ…

ବିରାଟ କୋହଲିଙ୍କଠୁ କଣ ଅଧିକ ଦରମା ପାଇବେ ଦିନିକିଆ ଓ ଟି-୨୦ ଅଧିନାୟକ ରୋହିତ ଶର୍ମା ?

ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ କାନ୍ଧରେ ଏବେ ଭାରତୀୟ କ୍ରିକେଟ୍ ଦଳର ଭବିଷ୍ୟତ । ମୁମ୍ବାଇର ଏହି ଷ୍ଟାର ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରାଯାଇଛି । ରୋହିତ ଶର୍ମା…

୩୦ ବର୍ଷ ପରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଛୁଇଁ ପାରିବନି କୌଣସି ରୋଗ

ସାଧାରଣତଃ ୩୦ ବର୍ଷରେ ପହଞ୍ଚିବାବେଳକୁ ଆମ ଶରୀର ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ ହୋଇଯାଏ । ଏହାଛଡ଼ା ଦ୍ରୁତ ବେଗର ବଦଳୁଥିବା ଜୀବନଶୈଳୀ ଯୋଗୁଁ ଏକ ମୁଖ୍ୟ କାରଣ ପାଲଟିଛି । ଫଳରେ ୩୦ ବର୍ଷ ପରେ କେତେବେଳେ ହାଡ଼ କମଜୋର…

୨୦ ଦିନ ଆଗରୁ ସରିଲା ଶୀତ ଅଧିବେଶନ; ଗୋଟିଏ ଦିନ ବି ଚାଲିପାରିଲାନି ସ୍ୱାଭାବିକ

ଭୁବନେଶ୍ୱର: ୨୦ ଦିନ ଆଗରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ମୁଲତବି ଘୋଷଣା । ଗୋଟିଏ ଦିନ…

ସିଡିଏସ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହେଲେ ୪ ପଡୋଶୀ ଦେଶର ଟପ୍ କମାଣ୍ଡର

ନୂଆଦିଲ୍ଲୀ : ପଞ୍ଚଭୂତରେ ବିଲୀନ ହେଲେ ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ । ତାଙ୍କର ଶେଷ କୃତ୍ୟରେ ହଜାର ସଂଖ୍ୟକ ଲୋକ ସାମିଲ୍ ହୋଇଛନ୍ତି । କାମକାଜ ମାର୍ଗରୁ ଆରମ୍ଭ ହୋଇଥିବା ତାଙ୍କର…

୮ ଦିନର ଛୁଟି ନେଇ ଫେରାର ହେଲେ ଡାକ୍ତର ସୁମିତ : ସୂଚନା ଦେଲେ ତପସ୍ୱିନୀଙ୍କ ଓକିଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ-ସୁମିତଙ୍କ ଏକାଠି ହେବାକୁ ଉପରେ ପୁଣି ଘୋଟିଛି ସଙ୍କଟର କଳାବାଦଲ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ୭ ଦିନ ଧରି ଏକାଠି ରହିଥିଲେ । ଏକାଠି ରହିବା ପରେ ପୁରୁଣା ପ୍ରେମ…

ମାହାଙ୍ଗା ଡବଲ୍ ମର୍ଡର: ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ଆଇଆଇସି

ମାହାଙ୍ଗା ଡବଲ୍ ମର୍ଡର ଘଟଣା, ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ଆଇଆଇସି । ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ମାହାଙ୍ଗା ଆଇଆଇସି । ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସାଲେପୁର ଜେଏମଏଫସି…

ଉପସ୍ଥାପିତ ହେଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ । ୨୦୨୦-୨୧ର ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ । ସିଏଜି ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ । ସାଧାରଣ, ସାମାଜିକ ଓ ରାଜସ୍ୱ କ୍ଷେତ୍ରର ରିପୋର୍ଟ…

ପଞ୍ଚଭୂତରେ ବୀଲିନ ହେଲେ CDS ବିପିନ ରାୱତ

ନୂଆଦିଲ୍ଲୀ: ଚପର କ୍ରାସରେ ପ୍ରାଣ ହରାଇଥିବା ଭାରତର ସେନା ପ୍ରମୁଖ(ସିଡିଏସ୍)ଙ୍କ ଅନ୍ତିମ ସଂସ୍କାର ସମାପ୍ତ ହୋଇଛି । ସିଡିଏସ୍ ବିପିନ ରାୱତଙ୍କ ସହିତ ପତ୍ନୀ ମଧୁଲିକାଙ୍କର ମଧ୍ୟ ଅନ୍ତିମ ସଂସ୍କାର ହୋଇଛି । ଦୁଇ ଝିଅ…

ଦେଶରେ ୨୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ଲବ୍ ଅଗ୍ରୱାଲ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ପ୍ରେସମିଟ୍ ରେ ଓମିକ୍ରନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଲବ୍ ଅଗ୍ରୱାଲ । ଯୁଗ୍ମ ସଚିବ କହିଛନ୍ତି…