fbpx

ରାଶିଫଳ (୮ା୭ା୨୦୨୦, ବୁଧବାର)

ମେଷ -ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।…

କଟକ ସହରରେ ସଟ୍‌ଡାଉନ ଅବଧି ବୃଦ୍ଧି

କଟକ, ୭/୭(ଓଡିଶା ଭାସ୍କର): କଟକ ସହର ସଟ୍‌ଡାଉନ ଅବଧି ବଢ଼ାଇଲା ସିଏମସି। ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ସଟ୍‌ଡାଉନ୍‌। ଏନେଇ ଟ୍ୱିଟ୍‌ରେ ସୂଚନା ଦେଇଛି କଟକ ମହାନଗର ନିଗମ । ଉଲ୍ଲେଖ ଯୋଗ୍ୟ…

ଜାରି ହେଲା ଗାଇଡ଼ଲାଇନ, ନୂଆ ଚାକିରି ଓ ନୂଆ ଗାଡ଼ି ମନା

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ସବୁ ବିଭାଗକୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗ ସଚିବ ଅଶୋକ ମୀନା । ସେ ଚିଠିରେ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଗାଇଡ଼ଲାଇନ ଜାରି କରାଯାଇଛି । ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ…

ପୁରୀ ସ୍ୱର୍ଗଦ୍ୱାରରେ ଲାଗିଲା କଟକଣା, ଜିଲ୍ଲା ବାହାର ଲୋକଙ୍କୁ ଶବଦାହ ପାଇଁ ନାହିଁ ଅନୁମତି

ପୁରୀ, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଭିନ୍ନ ଭିନ୍ନ ପ୍ରୟାସ ଜାରି ରଖାଯାଇଛି । ଏହାରି ମଧ୍ୟରେ…

ବଢ଼ିଲା ଗାଡ଼ି ଟିକସ ପଇଠ ଅବଧି

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କରୋନା ମୁକାବିଲା କରିବା ପାଇଁ ଲକଡାଉନ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ଲକଡାଉନ ଦୃଷ୍ଟିରୁ ରାଜ୍ୟରେ ଗାଡ଼ି ଟିକସ ପଇଠ ଅବଧି…

ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ସରକାରୀ କର୍ମଚାରୀଙ୍କ ଉପରେ ସୋସିଆଲ ମିଡ଼ିଆ କଟକଣା ଲାଗୁ ହୋଇଛି । ଚାକିରି ସମ୍ବନ୍ଧୀୟ ସମସ୍ୟା ସୋସିଆଲ ମିଡ଼ିଆରେ କେହି ବି ଆଲୋଚନା କରିପାରିବେନି । କାର୍ଯ୍ୟକ୍ଷେତ୍ରରେ ସମସ୍ୟା…