ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି: ବାଚସ୍ପତିଙ୍କ ପୋଡିୟମକୁ କଳା ଗାମୁଛା ଫିଙ୍ଗିଲେ ବିରୋଧୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେରଙ୍କ ପ୍ରସଙ୍ଗରେ ବିରୋଧୀ ନଛୋଡ଼ବନ୍ଧା ନୀତି ଆପଣାଇବାରୁ ଗୃହ ଅଚଳ ହୋଇପଡ଼ିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଡ଼ି ବସିଛନ୍ତି ବିରୋଧୀ…