ଆବାସିକ କଲେଜରେ ୩୩ ଶିକ୍ଷାର୍ଥୀ କୋଭିଡ ପଜିଟିଭ, ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା
ଢେଙ୍କାନାଳ ଆବାସିକ ଯୁକ୍ତ ଦୁଇ କଲେଜରେ ୩୩ ଶିକ୍ଷାର୍ଥୀ ପଜିଟିଭ । ୨ ନଂ ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଥିବା କଲେଜ ଛାତ୍ରଛାତ୍ରୀ ପଜିଟିଭ । କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା ।…