UGC ପକ୍ଷରୁ ବଡ଼ ଘୋଷଣା: ଆସନ୍ତା ଶିକ୍ଷା ବର୍ଷରୁ UG, PG କୋର୍ସ ପାଇଁ ଆରମ୍ଭ ହେବ ସାଧାରଣ ପ୍ରବେଶିକା ପରୀକ୍ଷା (CET)
ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଣ୍ଡର ଗ୍ରାଜୁଏଟ ଓ ଗ୍ରାଜୁଏଟ ପାଠ୍ୟକ୍ରମ ପାଇଁ ସାଧାରଣ…