Breaking News ରାଜ୍ୟରେ ବନ୍ୟାସ୍ଥିତିକୁ ନେଇ ଆଜି କ’ଣ କହିଲେ ଏସଆରସି, ଜାଣନ୍ତୁ Sushreejyoti Routray Sep 17, 2021 ଭୁବନେଶ୍ୱର,(ଓଡିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ବନ୍ୟା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।…
Breaking News ଖାଦ୍ୟ ପାଇବାକୁ ଟିଭି, ଫ୍ରିଜ୍, ସୋଫା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଫଗାନିସ୍ତାନ ନାଗରିକ Odisha Bhaskar Bureau Sep 17, 2021 ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନି ମାନେ ଆଫଗାନୀ ମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛନ୍ତି । ସେମାନଙ୍କ ମନମାନୀ ଶାସନ ଚଳାଇଛନ୍ତି । ଦୀର୍ଘ ଦିନ ଧରି ଯୁଦ୍ଧ ପରିସ୍ଥିତି ଲାଗି…
Featured ମୂର୍ତ୍ତି ବିବାଦ: ପୂଜା କମିଟିକୁ ବଡ ଝଟକା, ଉଚ୍ଚତା ବୃଦ୍ଧି ଆବେଦନ ହାଇକୋର୍ଟରେ ଖାରଜ Abinash Kumar Dhal Sep 17, 2021 କଟକ : ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କମିଟିଗୁଡିକୁ ଲାଗିଛି ବଡ ଝଟକା । ମୂର୍ତ୍ତି ଉଚ୍ଚତା ବୃ୍ଦ୍ଧି କରାଯାଇ ପାରିବ ନାହିଁ ବୋଲି ଶୁକ୍ରବାର ଶୁଣାଣିରେ କହିଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ…
Featured ଆତଙ୍କୀ ବେଶରେ ନଜର ଆସିଲେ ବାଇଡେନ୍, ପୋଷ୍ଟରରେ ଲେଖା ହୋଇଛି- ‘ମେକିଙ୍ଗ ତାଲିବାନ ଗ୍ରେଟ୍ ଏଗେନ’ Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଖୁବ୍ ସମାଲୋଚନା କରାଯାଉଛି । ଖୋଦ୍ ଆମେରିକାବାସୀ ମଧ୍ୟ ଆଫଗାନରୁ କାହିଁକି ତରବରିଆ ଭାବେ ସୈନ୍ୟ ପ୍ରତ୍ୟାହାର…
Featured କ’ଣ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ? ଜିଏସଟି ପରିଷଦ ବୈଠକରେ ଆଜି ହୋଇପାରେ ବଡ ନିଷ୍ପତ୍ତି Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ଆଜି ଲଖନଉରେ ବସ୍ତୁ ଓ ସେବା କର(ଜିଏସଟି) ପରିଷଦର ବୈଠକ ପୂର୍ବାହ୍ନ ୧୧ଟାରୁ ଜାରି ରହିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ…
Featured ୬ ମାସ ପୂର୍ବରୁ ହିଁ ବିରାଟ କୋହଲି ଓ ବିସିସିଆଇ ମଧ୍ୟରେ ଲଢେଇ ଜାରି ରହିଥିଲା ! ଏବେ ସାମ୍ନାକୁ ଆସିଲା ରେଜଲ୍ଟ Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମାତ୍ର ଏହାର ପ୍ରସ୍ତୁତି ଅନେକ ମାସ ପୂର୍ବରୁ ଚାଲିଥିଲା । କୋହଲି ଅତ୍ୟଧିକ କାର୍ଯ୍ୟଭାରର ଚାପ କଥା କହି ଟି-୨୦ ବିଶ୍ୱ…
Featured ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ପଦରୁ ହଟାଇବାକୁ ଚାହୁଁଥିଲେ କୋହଲି, ଏହି ଖେଳାଳିଙ୍କୁ ଦେବାକୁ ଚାହୁଁଥିଲେ ଦାୟିତ୍ୱ Abinash Kumar Dhal Sep 17, 2021 ନୂଆଦିଲ୍ଲୀ : ବିରାଟ କୋହଲି ଟି-୨୦ ବିଶ୍ୱ କପ୍ ପରେ ଟି-୨୦ ଅଧିନାୟକ ପଦରୁ ହଟିଯିବେ । ତାଙ୍କ ଇସ୍ତଫା ପରେ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବିରାଟ କୋହଲି ରୋହିତ ଶର୍ମାଙ୍କୁ ଉପ…
Breaking News ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ମିଳିବ ୫ ହଜାର ପୁରସ୍କାର, ଜାଣନ୍ତୁ କେଉଁଠି ଲାଗୁହେଲା Manas Pradhan Sep 17, 2021 ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଜନସାଧାରଣଙ୍କ ପାଇଁ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ । ଏଥିସହିତ ଉକ୍ତ…
Breaking News ଗୁଜୁରାଟ ମଡେଲ୍ ଦେଖିବେ, ଓଡ଼ିଶାରେ ସକ୍ସେସ ପାଇଁ ଚେଷ୍ଟା କରିବେ Odisha Bhaskar Bureau Sep 17, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କର ନେତୃତ୍ୱରେ ରାଜ୍ୟ ବିଜେପି ସଂଗଠନର ଏକ ବିଶେଷ ଦଳ ଗୁଜୁରାଟ ଗସ୍ତ କରୁଛନ୍ତି । ଏହି ଅବସରରେ ଗୁଜୁରାଟରେ ଆଗାମୀ ୩…
Breaking News ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଥିଲେ ଆଜି ବିଶ୍ୱକର୍ମା ପୂଜାରେ କରନ୍ତୁ ନାହିଁ ଏହି ଭୁଲ, ହୋଇଯିବ ବଡ଼ କ୍ଷତି Sushreejyoti Routray Sep 17, 2021 ଦେବଶିଳ୍ପୀ ବିଶ୍ୱକର୍ମା ସମସସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା । ବିଶ୍ୱକର୍ମା ପୂଜା ପ୍ରତ୍ୟେକ ବର୍ଷ କନ୍ୟା ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇଥାଏ । ଆଜିର ବିଶ୍ୱକର୍ମା ଦିବସ ଅବସରରେ ସମଗ୍ର ଦେଶରେ ବିଶ୍ୱକର୍ମାଙ୍କ…