ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ନୂଆ ଯାନ ସ୍କ୍ରାପେଜ ପଲିସି ଲଞ୍ଚ କରିଛନ୍ତି । ଏହି ପଲିସି ମାଧ୍ୟମରେ ଆପଣ ନୂଆ ଯାନ କିଣିବା ଓ ପୁରୁଣା ଯାନ ବ୍ରିକି ଉପରେ ବହୁତ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ବଜାରରେ…

ଅଫଗାନ୍ ମହିଳାଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଛି ତାଲିବାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅଧିକାଂଶ ସହରରେ ତାଲିବାନୀ ମାନେ କବଜା କରିଥିବା ବେଳେ ଏବେ ଲୋକମାନଙ୍କ ଉପରେ ସେମାନଙ୍କ ଘୃଣ୍ୟ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଅଫଗାନ୍ ମହିଳା ମାନଙ୍କୁ ଆତଙ୍କବାଦୀଙ୍କ ସହ ବିବାହ…

ଭାଇରାଲ୍ ହେଉଛନ୍ତି ଅକ୍ଷୟଙ୍କ ଫିମେଲ୍ ଭର୍ସନ୍, ଆପଣ ମାନେ ବି କନଫ୍ୟୁଜ୍ ହୋଇଯିବେ; ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ଗାୟକ ବାଦଶାହଙ୍କ ନୂଆ ଟ୍ରାକ୍ "ବାୱଲା" ସୋସିଆଲ୍ ମିଡିଆରେ ଧମାକା କରୁଛି । ଅନେକ ୟୁଜର୍ ଏହି ଗୀତକୁ ନେଇ ଇନଷ୍ଟାଗ୍ରାମରେ ରିଲ୍ସ କରୁଛନ୍ତି । ହେଲେ କଣ ଆପଣ ଜାଣିଛନ୍ତି କି ଏହି ଗୀତକୁ ଗାଇଥିôବା…

CM ଯୋଗୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ପୂର୍ବତନ IPS ଅମିତାଭ ଠାକୁର

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କାରଣ ସମଗ୍ର ଭାରତବର୍ଷରେ ୟୁପି ହେଉଛି…

ମଣିଷଙ୍କ ଭଳି ‘କିସ୍’ କରିଥାନ୍ତି ଏହି ପଶୁ, ଦେଖନ୍ତୁ କିଛି ଫଟୋ

ଯେବେ ଆମେ କାହାକୁ 'କିସ୍' କରୁ, ସେବେ ପାଖାପାଖି ୮ କୋଟି ବ୍ୟାକ୍ଟେରିଆର ଆଦାନ ପ୍ରଦାନ ହୋଇଥାଏ । କୁହାଯାଏ ଯେ, ଏହା ପ୍ରଥମେ ପାଶ୍ଚାତ୍ୟ ସମାଜରେ ଚାଲିଥିଲା, କିନ୍ତୁ ଧୀରେ ଧୀରେ ଏହା ବିଶ୍ୱର ଅନେକ ଦେଶରେ…

ଯୁକ୍ତ ୨ କଳାରେ ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ, ରେଜଲ୍ଟରେ ଅସନ୍ତୁଷ୍ଟ ଥିଲେ ଅଭିଯୋଗ କରି ପାରିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର : ପ୍ରକାଶ ପାଇଲ ଯୁକ୍ତ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଚଳିତ ବର୍ଷ କରୋନା କାରଣରୁ ପରୀକ୍ଷା ହୋଇନଥିବା ବେଳେ କଳା ରେଗୁଲାରରେ ପାସ ହାର ୯୮.୫୮ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍ ହାର ୮୬.୦୨…

ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ: ପୋଲିସ ଛାନଭିନ୍ କରିବା ପରେ ଫ୍ରିଜ୍ ଭିତରୁ ମିଳିଲା ଜଣେ ବୃଦ୍ଧଙ୍କ ଶବ

ନୂଆଦିଲ୍ଲୀ: ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ଏକ ବର୍ବରୋଚିତ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ତାଙ୍କର ବୃଦ୍ଧ ଦାଦାଙ୍କ ଶବ ଫ୍ରିଜରେ ରଖିଥିଲା । ତେବେ ପରେ ପୋଲିସ ଶବକୁ ଜବତ କରିବ ପୋଷ୍ଟମର୍ଟମ ପାଇଁ ପଠାଇବା…

ଭ୍ୟାକ୍ସିନ ନେଇ ନାହାନ୍ତି ତ ପଞ୍ଜାବରେ ନୋ ଏଣ୍ଟ୍ରି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଘୋଷଣା

ନୂଆଦିଲ୍ଲୀ : କରୋନାର ପ୍ରକୋପ ଏ ପର୍ଯ୍ୟନ୍ତ ଥମିନାହିଁ । ଏହା ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଏବେ ପଞ୍ଜାବରେ ସେହିମାନଙ୍କୁ ପ୍ରବେଶ ମିଳିବ ଯାହାଙ୍କ ପାଖରେ…

ପାକିସ୍ତାନ ଇତିହାସରେ ପ୍ରଥମ, ମହିଳା ଜଷ୍ଟିସ୍ ଆୟଶା ମଲ୍ଲିିକ ହେବେ ମୁଖ୍ୟବିଚାରପତି

ଇସଲାମବାଦ: ପାକିସ୍ତାନ ଏପରି ଏକ ଦେଶ, ଯେଉଁଠାରେ ମହିଳାଙ୍କୁ ବୁର୍ଖା ନପିନ୍ଧିବାର ସ୍ୱାଧିନତା ନାହିଁ । ଏଭଳି ଦେଶରେ ପ୍ରଥମଥର ପାଇଁ ଜଣେ ମହିଳା ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି । ତେବେ ଜଷ୍ଟିସ୍ ଆୟଶା ମଲ୍ଲିକ…

୭ ମାସରେ ନିବେଶକଙ୍କ ଅର୍ଥରାଶି ଡବଲ୍, ବାର୍ଷିକ ୩୦୦ ପ୍ରତିଶତ ରିଟର୍ଣ୍ଣ ଦେଉଛି ଏହି ଶେୟାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶେୟାର ମାର୍କେଟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଏକ ମିଡକ୍ୟାପ୍ ଆଇଟି କମ୍ପାନୀର ଶେୟାର ବାର୍ଷିକ ୩୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଉଥିବା ଦେଖାଯାଉଛି ।…