ରାଜୀବ ଶୁକ୍ଲାଙ୍କ ବଡ ବୟାନ୍: କହିଲେ- ୧୫ ଏପ୍ରିଲ ପରେ ବି ହେବନାହିଁ IPL !

ନୂଆଦିଲ୍ଲୀ,୧୦ ।୪: କରୋନା ଭାଇରସ୍ କାରଣରୁ ଇଣ୍ଡିଆନ୍ ପ୍ରିମିୟମ ଲିଗକୁ ପୂର୍ବରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ,…

ବିରାଟଙ୍କୁ ବ୍ରେକ୍ ,ଷ୍ଟୋକ୍ସ ଲିଡିଂ କ୍ରିକେଟର ଇନ ଦ ୱାର୍ଲ୍ଡ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ବିଗତ ୩ ବର୍ଷ ଧରି ଚାଲି ଆସୁଥିବା ଦବଦବାକୁ ଶେଷ କରିଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ୱିସଡେନ କ୍ରିକେଟର ଅଫ ଦି ଇୟର ହେବାର ସୌଭାଗ୍ୟ…

ପୃଥିବୀ ଉପରେ ଆଉ ଏକ ବଡ ବିପଦ: ଓଜୋନ ସ୍ତରରେ ବଡ ଛିଦ୍ର, ହୋଇପାରେ ଅଘଟଣ

କରୋନା ଭାଇରସରେ ବିଶ୍ୱ ଲଢୁଥିବା ବେଳେ ପୃଥିବୀ ଉପରେ ଆଉ ଏକ ବିପଦ ବଢିବାରେ ଲାଗିଛି । ରିପୋର୍ଟ ମୁତାବକ, ଉତ୍ତର ଧ୍ରୁବରେ ଆର୍କଟିକା ଉପରେ ଥିବା ଓଜୋନ ସ୍ତରରେ ବହୁତ ବଡ ଛିଦ୍ର ରହିଛି । ବୈଜ୍ଞାନିକଙ୍କ କହିବା…

ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ ନହେଲେ ଖୁବଶୀଘ୍ର ହେବେ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):କରୋନା ଭାଇରସରୁ ବଂଚିବାକୁ ସଫାସୁତୁରା ରହିବା ସହ କିଛି ପୁରୁଣା ଅଭ୍ୟାସ ଆପଣଙ୍କୁ ଛାଡିବାକୁ ପଡିବ । ନହେଲେ ଆପଣ ସଂକ୍ରମିତ ହେବା ନିଶ୍ଚିତ । ମେଡିକାଲ ଏକ୍ସପଟଙ୍କ ଅନୁଯାୟୀ…

କରୋନା ଭାଇରସ୍: ଭାରତରେ ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯୯କୁ ବୃଦ୍ଧି ପାଇଛି । ଏହାସହ…

କଳାହାଣ୍ଡିରେ ଦ୍ୱିତୀୟ କରୋନା ଭାୟା କ୍ରିକେଟ୍

କଳାହାଣ୍ଡି,୧୦.୪(ଓଡ଼ିଶା ଭାସ୍କର):ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏଥିମଧ୍ୟରୁ ଜଣେ ପଜେଟିଭ କଳାହାଣ୍ଡିର ।ଏହାକୁ ମିଶାଇ…

୨୫ ଦେଶକୁ କରୋନା ସଂଜୀବନୀ ଦେବ ଭାରତ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର): କରୋନା ଭଳି ବିପତ୍ତି ସମୟରେ ବିଶ୍ୱକୁ ଭାରତ ଦେବ କରୋନା ସଂଜୀବନୀ । ଏଥିପାଇଁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । କରେନା ଚିକିତ୍ସାରେ ସହାୟକ ହେଉଥିବା ହାଇଡ୍ରୋକ୍ଳୋରୋକୁଇନ…

କରୋନାରେ ଇଟାଲୀ ସ୍ଥିତି ଭୋଗିବ ଭାରତ !

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):କରୋନା ରେ ଇଟାଲୀ ସ୍ଥିତି ଭୋଗିବ ଭାରତ !ଭାରତରେ କରୋନା ରେ ଏପର୍ଯ୍ୟନ୍ତ ୫ହଜାର ୭୩୪ ଜଣ ଲୋକ ଆକ୍ରାନ୍ତ ହେଲେଣି । ମୃତ୍ୟୁସଂଖ୍ୟା ୧୬୬ ଡେଇଁଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ…

ମାସ୍କ ନପିନ୍ଧିଲେ ମିଳିବନି ସଉଦା କି ପେଟ୍ରୋଲ

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଗତ କାଲିଠୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି ରାଜ୍ୟ ସରକାର । ମାସ୍କ ନ ପିନ୍ଧିଲେ ପ୍ରଥମ ୩ ଥର ୨୦୦ ଟଙ୍କା ଲେଖାଏଁ ଫାଇନ୍ କରାଯିବ । ଚତୁର୍ଥ ଭୁଲରେ ୫୦୦ ଟଙ୍କା…

ଲକ ଡାଉନ ପାଇଁ ମହାରାଷ୍ଟ୍ର ରୁ ସାଇକେଲ ରେ ଯାଜପୁର

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଦେଶ ସାରା ଲକ ଡାଉନ ରାଜ୍ୟ ସୀମା ସିଲ । ପେଟ ପାଇଁ ନିଜ ଗାଁ ଯାଜପୁର ରୁ ମହାରାଷ୍ଟ୍ର କୋଲାବ ଯାଇଥିଲେ ଯୁବକ । ହେଲେ ଲକ ଡାଉନ ପାଇଁ ବନ୍ଦ ହେଲା କମ୍ପାନୀ । ସେପଟେ ଚାଲିବା ପାଇଁ…