ଖୁସି ଖବର! ୧୨.୧୧ କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନ ନିଧିକୁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଆସିଛି ଖୁସି ଖବର । ୨୦୦୦ ଟଙ୍କାର କିସ୍ତି ପାଇଁ ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଅଗଷ୍ଟ ମାସରେ ଯେକୌଣସି ଦିନ…