CHARIDHAM

ରାଜ୍ କୁନ୍ଦ୍ରାଙ୍କୁ ମିଳିଲାନି ବେଲ୍, ବଢୁଛି ଅଡୁଆ

ମୁମ୍ବାଇ: ଅଶ୍ଲୀଳ ଫିଲ୍ମ ମାମଲାରେ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ଆବେଦନ ବୁଧବାର କୋର୍ଟରେ ଖାରଜ ହୋଇଛି । ପୂର୍ବରୁ ମଙ୍ଗଳବାର ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ୧୪ ଦିନ ପାଇଁ…

ଡେଣା ମେଲାଉଛି ଡେଙ୍ଗୁ; ରାଉରକେଲାରୁ ୭ ଆକ୍ରାନ୍ତ ଚିହ୍ନଟ

ରାଉରକେଲା (ଓଡ଼ିଶା ଭାସ୍କର): ରାଜ୍ୟରେ ଡେଙ୍ଗୁ ଦିନକୁ ଦିନ ଆତଙ୍କିତ ପରସ୍ଥିତି ସୃଷ୍ଟି କରୁଛି । କରୋନାର ଭୟାବହତା ଶେଷ ହୋଇନଥିବା ବେଳେ ଡେଙ୍ଗୁ ଏହାର କାୟା ବିସ୍ତାର କରିବାରେ ଲାଗିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ…

ହାଇଦର ମୃତ୍ୟୁ ପରେ ବି ପୋଲିସ ରୁଜୁ କଲା ମାମଲା, ସାଧାରଣରେ ଅନେକ ପ୍ରଶ୍ନ

ବାଲେଶ୍ୱର(ଓଡ଼ିଶା ଭାସ୍କର): ସତ ହେଉ କି ମିଛ ଏନକାଉଣ୍ଟର, ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟିଛି । ଆଉ ମୃତ୍ୟୁର ୬ ଘଣ୍ଟା ପରେ ପୋଲିସ ହାଇଦର ନାଁରେ ଆଉ ଏକ ମାମଲା ରୁଜୁ କରିଛି । ଯେତେବେଳେ ହାଇଦରର…

TOKYO ୨୦୨୦: ଦମଦାର ବିଜୟ ସହିତ କ୍ୱାର୍ଟରରେ ପୂଜା ରାଣୀ

ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳାଙ୍କ ଦବଦବା ଜାରି ରହିଛି । ବୁଧବାର ମହିଳା ବକ୍ସର ପୂଜା ରାଣୀ ନିଜ ଓଜନ ବର୍ଗର ମୁକାବିଲାରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଦିନରୁ ମୀରାବାଇ ଚାନୁ…

୧୩ ମାସରେ ୩ ଥର କୋଭିଡ୍ ପଜିଟିଭ୍ ହେଲେ ଡାକ୍ତର: ନେଇସାରିଥିଲେ ଭ୍ୟାକ୍ସିନର ଦୁଇ ଡୋଜ୍

ନୂଆଦିଲ୍ଲୀ: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଜଣେ ଡାକ୍ତର ୧୩ ମାସ ମଧ୍ୟରେ ୩ ଥର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୨୬ ବର୍ଷୀୟା ଡାକ୍ତର ପୂର୍ବରୁ କରୋନାର ୨ଟି ଯାକ ଡୋଜ୍…

ଶୁଭସ୍ମିତାଙ୍କ ବାପା କହିଲେ- ‘ଝିଅକୁ ଡାକିନେଇ ପୋଡିଦେଲା ତା ପ୍ରେମିକ’

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ପ୍ରେମବ୍ୟାପାରକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧିନ ପାତ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନୃଶଂସ ପ୍ରେମିକ ପ୍ରଥମେ ପ୍ରତାରଣା କରିବା ପରେ ପ୍ରେମିକାକୁ…

ସବୁ ଝିଅଙ୍କ ଖୋଲିବି ଗୁମର… ଗେହନା କହିଲେ ଏମତି

ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ମାମଲାକୁ ନେଇ ଅଭିନେତ୍ରୀ ଗେହନା ବଶିଷ୍ଠ ଅଲଗା ପ୍ରକାର ମତ ଦେଇଛନ୍ତି । ତାଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ନୋଟିସ୍ କରାଯାଇଥିବା ବେଳେ ସେ ଠିକଣା ସମୟରେ…

ହାଇଦରର ବଡ଼ପୁଅ ମୁନ୍ନାର ଜାମିନ ଆବେଦନ ଖାରଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଏହି ଘଟଣାକୁ କିଛି ଦିନ ବିତିଯାଇଥିବା ବେଳେ ଏବେ ଖବର ମିଳିଛି ଯେ, ହାଇଦରର ବଡ଼ପୁଅ ସେକ କାଦିର ଓରଫ ମୁନ୍ନାର ଜାମିନ…

ବ୍ରହ୍ମପୁରରେ କେବେ ମିଳିବ ବିଶୁଦ୍ଧ ଜଳ? ୨ ବର୍ଷ ହେଲା ସରୁନି କାମ

ଓଡ଼ିଶା ଭାସ୍କର ବ୍ୟୁରୋ: ପୁରୀରେ ବିଶ୍ୱସ୍ତରୀୟ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଶୁଭାରମ୍ଭ ହୋଇଯାଇଛି । ଏହାକୁ ନେଇ ପୁରୀ ସମେତ ଓଡ଼ିଶାରେ ଖୁସି ପ୍ରକାଶ ପାଇଛି । ତେବେ ଏହି ପ୍ରକଳ୍ପ ହେବା ପୂର୍ବରୁ ବ୍ରହ୍ମପୁର…

କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଆଉ ବାହାରୁ କିଣା ଯିବନି ଅକ୍ସିଜେନ୍ । କ୍ୟାପିଟାଲ ହସପିଟାଲରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ । ଅଗଷ୍ଟ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଏଭଳି ସୂଚନା ମିଳିବା ପରେ ରାଜଧାନୀ ସମେତ…