Breaking News ଯୁବକଙ୍କୁ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା Sushreejyoti Routray Jul 27, 2021 ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗୋବିନ୍ଦତଲା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।…
Breaking News ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ Manas Pradhan Jul 27, 2021 ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ…
Featured ପୁଣି ଏଲ୍ଏସି ବିବାଦ; ଡେମ୍ଚୋକ୍ରେ ଚୀନ୍ ସେନାର ଟେଣ୍ଟ୍, ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଲା ଭାରତୀୟ ସେନା Abinash Kumar Dhal Jul 27, 2021 ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) : ଭାରତ-ଚୀନ୍ ସୀମାନ୍ତ ଲାଇନ୍ ଅଫ୍ ଆକଚ୍ୟୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ନିକଟରେ ପୁଣି ଉଭୟ ଦେଶ ମଧ୍ୟରେ ବିବାଦ ଦେଖା ଦେଇଛି । ଭାରତ ଅଧିକୃତ ଥିବା ଡେମ୍ଚୋକ୍ରେ ପୁଣି…
Breaking News ବିଜୟଙ୍କୁ ବଡ଼ ଝଟ୍କା: ବିଶ୍ୱସ୍ତରରେ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ Abinash Kumar Dhal Jul 27, 2021 ଲଣ୍ଡନ୍,(ଭାସ୍କର ନ୍ୟୁଜ୍): ଭାରତର ବିଭିନ୍ନ ବ୍ୟାଙ୍କଠାରୁ ଋଣନେଇ ପରିଶୋଧ ନକରି ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ସୋମବାର ବଡ଼ ଝଟ୍କା ଲାଗିଛି । ଲଣ୍ଡନ୍ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିବା…
Breaking News କାଲି ଆସୁଛି ଲଘୁଚାପ! ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ଛେଚିବ Sushreejyoti Routray Jul 27, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ବର୍ଷା ହେବାର…
Breaking News କରୋନା ଔଷଧର ବେଆଇନ କ୍ରୟ ଏବଂ ବିତରଣ ମାମଲା: ଗମ୍ଭୀରଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା Abinash Kumar Dhal Jul 27, 2021 ନୂଆଦିଲ୍ଲୀ(ଭାସ୍କର ନ୍ୟୁଜ୍) : କୋଭିଡ୍-୧୯ ଔଷଧର ବେଆଇନ କ୍ରୟ ଏବଂ ବିତରଣ କରିବା ମାମଲାରେ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ମଧ୍ୟ ନିସ୍ତାର…
Breaking News ଆଜି ରାଜ୍ୟର ୨୯ ଜିଲ୍ଲାରେ ଟିକାଦାନ Sushreejyoti Routray Jul 27, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୨୯ଟି ଜିଲ୍ଲାର ପ୍ରାୟ ୧୧୯୭ଟି କେନ୍ଦ୍ରରେ ଟିକାଦାନ ହେବ । କୋରାପୁଟ ଜିଲ୍ଲାରେ ଆଜି…
Astrology ରାଶିଫଳ (ମଙ୍ଗଳବାର ,୨୭ ଜୁଲାଇ,୨୦୨୧) Odisha Bhaskar Bureau Jul 27, 2021 ମେଷ - ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ ।…
Featured ଭାରତର ସୁନା ଝିଅକୁ ଚାକିରୀ ଅଫର୍: ଚାନୁଙ୍କୁ ପୋଲିସ ବିଭାଗର ଅତିରିକ୍ତ ସୁରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ Abinash Kumar Dhal Jul 27, 2021 ଇମ୍ଫାଲ( ଭାସ୍କର ନ୍ୟୁଜ୍): ମହିଳା ୱେଟଲିଫ୍ଟର ସାଇଖୋମ ମିରାବାଇ ଚାନୁ ଚଳିତ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଅର୍ଜନ କରି ଦୋର ଗୌରବ ବଢ଼ାଇଥିବା ବେଳେ ମଣିପୁର ସରକାର ତାଙ୍କୁ ରାଜ୍ୟ ପୋଲିସ ବିଭାଗର ଅତିରିକ୍ତ…
Featured ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି : ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବ ଘରୋଇ ଟିମ୍ Abinash Kumar Dhal Jul 27, 2021 କଲମ୍ବୋ,(ଭାସ୍କର ନ୍ୟୁଜ୍):ଆଜି ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ୍ରେ ଭାରତ ୩୮ ରନ୍ରେ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଭୁବନେଶ୍ୱର…