ପରିବାରିକ କଳହରୁ ଆତ୍ମହତ୍ୟା: ମଦ ପଇବାକୁ ବାରଣ କରିବାରୁ ନିଜ ମୁଣ୍ଡକୁ ଗଳି ମାରି ଟଳିପଡିଲେ ଯୁବକ

ବ୍ୟାସନଗର(ଭାସ୍କର ନ୍ୟୁଜ୍‌): ଟମକା ଥାନାର ଟୁଙ୍ଗେଇଶୁଣି ଗ୍ରାମରେ ଯୁବକ ନିଜେ ବନ୍ଧୁକରୁ ଗୁଳିମାରି ପରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ହେଲେ କିଆଝର ପଞ୍ଚାୟତର ଟୁଙ୍ଗେଇ ସୁଣି…

‘ଓଡ଼ିଶା ଭାସ୍କର’ର ପ୍ରଭାବ: ସାନପଦର ରେଳବାଇ ଫ୍ଳାଏ ଓଭର ବ୍ରିଜ୍‌ରେ ମରାମତି ହେଲା ଫାଟ

ବୋଲଗଡ଼(ଭାସ୍କର ନ୍ୟୁଜ୍‌) :ଗତ ୨୨ ତାରିଖ ଦିନ ସାନପଦର ସ୍ଥିତ ରେଳ ବାଇ ଫ୍ଲାଇ ଓଭର ବ୍ରିଜ୍‌ରେ ଫାଟ ଓ ଗାତ ଶୀର୍ଷକ ସମ୍ବାଦ ଦୈନିକ ଖବର କାଗଜ"ଓଡ଼ିଶା ଭାସ୍କର" ରେ ପ୍ରକାଶ ପାଇଥିଲା । ସମାଜର ପ୍ରଭାବ ଯୋଗୁଁ ରେଳ…

ବଧୂ ନିର୍ଯାତନାର ବୀଭତ୍ସ ଘଟଣା, ଜଙ୍ଗଲକୁ ଟେକି ନେଇ ଉଲଗ୍ନ କରିଦେଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: କମୁନି ଯୌତୁକ ଜନିତ ନିର୍ଯାତନା ଘଟଣା। ଦେଶରେ ନିଇତି ଆଖି ବୁଜି ଦେଉଛନ୍ତି ଅନେକ ବଧୂ। ନିର୍ଯାତନାର ବର୍ବରତା, ବୀଭତ୍ସ ଆଉ ଅମାନବିକାର ସେହି ସବୁ ଲୋମଟାଙ୍କୁରା ଘଟଣା ସଭ୍ୟ ସମାଜ ପ୍ରତି…

ଏହି ଜିଲ୍ଲାରେ ମଙ୍ଗଳବାର ବନ୍ଦ ରହିବ ଟିକାକରଣ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଙ୍ଗଳବାର ରାଜ୍ୟରେ ୨୯ ଟି ଜିଲ୍ଳାରେ ଟିକାକରଣ ହେବାକୁଭ ଥିବା ବେଳେ କେବଳ ଗୋଟିଏ ଜିଲ୍ଲାରେ ଏହାକୁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର କୋରାପୁଟ ଜିଲ୍ଲାରେ…

ବୟସ ମାତ୍ର ୧୩; ଅଲିମ୍ପିକ୍ସରେ ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଜଣେ ୧୩ ବର୍ଷୀୟ ବାଳିକା ଇତିହାସ ରଚିଛନ୍ତି । ମାତ୍ର ୧୩ ବର୍ଷ ବୟସରେ ବରିଷ୍ଠଙ୍କ ପାଇଁ ଉଦ୍ଦିଷ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୋମବାର ଅନୁଷ୍ଠିତ ସ୍କେଟ ବୋର୍ଡିଂ…

ହରିୟାଣାର ଯୁବକ କରିଦେଖାଇଲେ କମାଲ୍, ଗୁଗଲ ଦେଲା ୧.୮ କୋଟିର ଚାକିରି

ହରିୟାଣାର ଚରଖୀ ଜିଲ୍ଲାର ସମସପୁର ଗ୍ରାମର ଜିତେନ୍ଦ୍ର ଫୋଗାଟ(ଜିତୁ)ଙ୍କୁ ଗୁଗଲ ୧.୮ କୋଟି ପ୍ରତିବର୍ଷ ପ୍ୟାକେଜର ଚାକିରି ଦେଇଛି । ଯାହାକୁ ନେଇ ଖୁବ୍ ଖୁସି ଅଛନ୍ତି ଜିତେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ ।…

କଏଦୀଙ୍କ ପାଇଁ ଆରମ୍ଭ ହେଲା ଇ ମୁଲାକାତ; ଜାଣନ୍ତୁ କଣ ମିଳିବ ସୁବିଧା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଇ ମୁଲାକାତ ସେବା । ଭୁବନେଶ୍ୱର ଓ ଚୌଦ୍ୱାରରେ ପାଇଲଟ ପ୍ରୋଜେକ୍ଟ ଭାବରେ ଏହା ଆରମ୍ଭ ହୋଇଛି । ପ୍ରଥମ ଦିନରେ ୬ ଜଣ କଏଦୀ ଏହି ସୁବିଧାର ଲାଭ…

ମାମାଙ୍କ ହାତ ଧରିଲେ ଗୁଡୁ; ବାନ୍ଧବୀଙ୍କୁ ଜୀବନ ବନ୍ଧନ ପରେ ଦୁହେଁ ଖୁସ୍

ଓଡ଼ିଶା ଭାସ୍କର ବ୍ୟୁରୋ:  ହାସ୍ୟଭିନେତା ଗୁଡୁ ହାତକୁ ଚାରିହାତ ହୋଇଛନ୍ତି। ଅର୍ଥାତ୍ ନିଜର ଦୁଇ ହାତ ସହ ସେ ଜୀବନ ସାଥୀଙ୍କ ଦୁଇ ହାତ ପାଇଛନ୍ତି। ନିଜ ବାନ୍ଧବୀ ମାମାଙ୍କ ସହ ସଂସାର ଆରମ୍ଭ କରିଛନ୍ତି ଗୁଡୁ।…

ମାଲ୍ୟା ହେଲେ ଦେବାଳିଆ; ସମ୍ପତ୍ତି ବିକି ଋଣ ଆଦାୟ କରିବ ଏସବିଆଇ

ନୂଆଦିଲ୍ଲୀ: ଦେଶ ଛାଡି ପଳାୟନ କରିଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରାଯାଇଛି । ସୋମବାର ୟୁକେର ଏକ କୋର୍ଟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି । ଏସବିଆଇ ଏବଂ ଅନ୍ୟାନ୍ୟ ଭାରତୀୟ ବ୍ୟାଙ୍କରୁ…

ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜେଇଇ ଆଡଭାନ୍ସଡ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଟ୍ୱିଟ କରି ଶିକ୍ଷାମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସମସ୍ତ କୋଭିଡ କଟକଣା ସହିତ…