Featured ଭଡ଼ାଟିଆ ମାତୃତ୍ୱର କଥା; ୪ ଦିନ ଆଗୁଆ ଡେଲିଭରୀ Abinash Kumar Dhal Jul 26, 2021 ମୁମ୍ବାଇ: ଭଡ଼ାଟିଆ ମାତୃତ୍ୱ ବା ସରୋଗେସୀର କାହାଣୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ମିମି ୪ ଦିନ ଆଗରୁ ପରଦାକୁ ଆସିଯାଇଛି । ପୂର୍ବରୁ ଏହି ଫିଲ୍ମଟି ଜୁଲାଇ ୩୦ରେ ରିଲିଜ୍ ହୋଇଥାନ୍ତା । ମାତ୍ର ୪ ଦିନ ପୂର୍ବରୁ…
Featured ଆସାମ-ମିଜୋରାମ ହିଂସା: ୬ ପୋଲିସ ଶହୀଦ Abinash Kumar Dhal Jul 26, 2021 ନୂଆଦିଲ୍ଲୀ: ଦୁଇ ଭାରତୀୟ ରାଜ୍ୟ ଆସାମ ଓ ମିଜୋରାମ ମଧ୍ୟରେ ଦେଖା ଦେଇଥିବା ସଂଘର୍ଷ ଭୟଙ୍କର ରୂପ ନେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ହିଂସାରେ ଆସାମ ପୋଲିସର ୬ ଜଣ ଯବାନ ଶହୀଦ ହୋଇଛନ୍ତି । ଆସାମ…
Featured ପେଗାସସ୍ ସ୍ୱାଏଓୟାରର ଅନୁସନ୍ଧାନ କରିବାକୁ ପ୍ୟାନେଲ୍ ଗଠନ କଲା ପଶ୍ଚିମବଙ୍ଗ Sushreejyoti Routray Jul 26, 2021 ନୂଆଦିଲ୍ଲୀ: ପେଗାସସ୍ ସହାୟତାରେ ଜାସୁସି ଅଭିଯୋଗର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ଦୁଇ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ଗଠନ କରିଛନ୍ତି । ସୋମବାର ସରକାରଙ୍କ ଦ୍ୱାରା କମିଶନ ଗଠନ…
Featured ଦିବ୍ୟାଙ୍ଗଙ୍କ ପାଇଁ ସ୍ଥଗିତ ରହିଲା ମାଟ୍ରିକ ପରୀକ୍ଷା; ଏମିତି କହିଲେ ମାନବାଧିକାର କମିଶନ Abinash Kumar Dhal Jul 26, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଆସନ୍ତା ଜୁଲାଇ ୩୦ ତାରିଖରେ ହେବ ମାଟ୍ରିକ ପରୀକ୍ଷା । ଅସନ୍ତୁଷ୍ଟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ତେବେ ଦିବ୍ୟାଙ୍ଗ…
Breaking News କୋଭିଡ୍ କଟକଣା ମଧ୍ୟରେ ଆୟୋଜନ ହେବ ‘ସ୍ୱାଧୀନତା ଦିବସ’ Odisha Bhaskar Bureau Jul 26, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଜାତୀୟ ପତାକା…
Featured ମାଙ୍କଡ଼ ପଶିଲା ସ୍କୁଲରେ, ପ୍ରିନ୍ସପାଲଙ୍କ ଚେଆର୍ ଛାଡ଼ିଲାନି Odisha Bhaskar Bureau Jul 26, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ସ୍କୁଲ୍ ଚାଲିଥିଲା ଆଉ ଖୋଲା ଥିଲା ପ୍ରିନ୍ସପାଲଙ୍କ ରୁମ୍ । ସ୍କୁଲ୍ ପରିସରରେ ବି ଥିଲା କିଛି ଗାଡ଼ି । ଆଉ କେତେକ ଷ୍ଟାଫ୍ ବି ଥିଲେ । ହେଲେ ହଠାତ୍ ପଶିଆସିଲେ ମର୍କଟ ବାହିନୀ । ପୂରା କବ୍ଚା…
Featured ଭାରତୀୟ ମହିଳାଙ୍କ ଆଉ ଏକ ପରାଜୟ; ୨-୦ରେ ହରାଇଲା ଜର୍ମାନୀ Abinash Kumar Dhal Jul 26, 2021 ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି ଭାରତୀୟ ମହିଳା ହକି ଦଳ । ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡସ ନିକଟରୁ ପରାଜିତ ହୋଇଥିବା ଭାରତୀୟ ମହିଳା ଦଳ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ…
Featured ପୁଣିଥରେ ବଢ଼ିଲା OJEE ଅବଧି; ଜାଣନ୍ତୁ କେବେ ହେବ ପରୀକ୍ଷା Abinash Kumar Dhal Jul 26, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଓଜେଇଇ ୨୦୨୧ର ଅବଧି ପୁନର୍ବାର ବୃଦ୍ଧି କରାଯାଇଛି । ବି ଟେକ୍ ବ୍ୟତିତ ଅନ୍ୟ ସମସ୍ତ କୋର୍ସ ପାଇଁ ଫର୍ମ ପୂରଣ ଅବଧି ଜୁଲାଇ ୩୦ ଯାଏଁ ବଢାଇ ଦିଆଯାଇଛି ।…
Breaking News ରାଜ୍ କୁନ୍ଦ୍ରା ସହ ଫ୍ଲୋରାଙ୍କ ଲିଙ୍କ୍? ରାଗିଗଲେ ଅଭିନେତ୍ରୀ, କହିଲେ… Odisha Bhaskar Bureau Jul 26, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ରାଜ କୁନ୍ଦ୍ରାଙ୍କ ଅଶ୍ଲୀଳ ଫିଲ୍ମ କାରବାର ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଏଥିସହ ସମ୍ପୃକ୍ତ ଅନେକ ଲୋକଙ୍କ ବିଷୟରେ ମଧ୍ୟ ଗୁମର ଫିଟିବାରେ ଲାଗିଛି । ତେବେ ନିକଟରେ…
Featured ଭାରତ ଫେରିଲେ ମୀରାବାଇ ଚାନୁ; ଏମିତି ଉପହାର ଦେଲେ ମଣିପୁର ସରକାର Abinash Kumar Dhal Jul 26, 2021 ଇମ୍ଫାଲ: ଟୋକିଓ ଅଲିମ୍ପିକ୍ସରେ ଦେଶକୁ ଗୌରବାନ୍ୱିତ କରିଥିବା ଭାରୋତ୍ତଳିକା ମୀରାବାଇ ସାଇଖୋମ ଚାନୁ ଭାରତ ଫେରିଛନ୍ତି । ଭାରତ ଫେରିବା ପରେ ମୀରାବାଇଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନୂଆଦିଲ୍ଲୀ…