ଏମିତି ୧୦ ଦେଶ ଯାହାଙ୍କ ପାଖରେ ନାହିଁ ସେନା, ନିଜ କ୍ଷମତାରେ ନିଜର କରୁଛନ୍ତି ସୁରକ୍ଷା
ନୂଆଦିଲ୍ଲୀ: ଦେଶର ଏକ ଜରୁରୀ ଅଙ୍ଗ ହେଉଛି ସେନା । ସେନାର କ୍ଷମତା କେତେ ତାକୁ ଦେଖି ହିଁ କୌଣସି ଦେଶର ଶକ୍ତିକୁ ଆକଳନ କରାଯାଇପାରେ । କୁହାଯାଏ ଯେଉଁ ଦେଶର ସେନା ଯେତେ ଶକ୍ତିଶାଳୀ ସେହି ଦେଶର ଶକ୍ତି ସେତେ ଅଧିକ ।…