Breaking News ଆରମ୍ଭ ହେଲା ପତିତପାବନ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ Sushreejyoti Routray Jul 9, 2021 ପୁରୀ(ଓଡ଼ିଶା ଭାସ୍କର): ପୁରୀରେ ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ ଆରମ୍ଭ ହୋଇଛି । ୧୫ ଦିନ ପରେ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି ଦଶାବତାର ପଟିଦିଅଁ । ଏହା ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କରୋନା କଟକଣା…
Breaking News ଆସିଫାକୁ ନିର୍ଯାତନା ଘଟଣା: ବାପା, ସାବତ ମା’ ଗିରଫ Odisha Bhaskar Bureau Jul 9, 2021 ବାଲିପାଟଣା: ବାଲିପାଟଣା ଥାନା ଅଞ୍ଚଳରେ ନାବାଳିକାଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ ଆଜି ପୁଲିସ୍ ପଦକ୍ଷେପ ନେଇଛି । ଏହି ପରିପ୍ରେକ୍ଷୀରେ ଆଜି ପୁଲିସ୍ ନାବାଳିକାର ବାପା,ସାବତ ମାଆଙ୍କୁ ଗିରଫ କରିଛି । ନିର୍ଯାତନାର…
Breaking News ଖାତାରୁ କଟିଯାଉଛି କିନ୍ତୁ ଏଟିଏମରୁ ବାହାରୁନି ଟଙ୍କା, ତେବେ ଏହି ଉପାୟରେ ଫେରିପାଆନ୍ତୁ….. Odisha Bhaskar Bureau Jul 9, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ଅନେକ ସମୟରେ ଲୋକ ମାନେ ବ୍ୟାଙ୍କକୁ ନଯାଇ ଟଙ୍କା ଉଠାଇବା ପାଇଁ ଏଟିଏମ୍ ର ସହାୟତା ନେଇଥାନ୍ତି । କିନ୍ତୁ ଏଥିରେ ଅନେକ ସମୟରେ ଦେଖିବାକୁ ମିଳେ ଯେ, ଏଟିଏମ୍ ମେସିନ୍ ରେ କିଛି ଯାନ୍ତ୍ରିକ…
Featured ଚାଦରରେ ଦେହ ଲୁଚାଉଛନ୍ତି ଜ୍ୟାକଲିନ୍, ଭାଇରାଲ୍ ହେଲା ଫଟୋ Odisha Bhaskar Bureau Jul 9, 2021 ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣି ଖୋଲାଦେହରେ ଫଟୋ ଶୁଟ୍ କଲେ ସୁନ୍ଦରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । ତାଙ୍କର ଏହି ଟପ୍ ଲେସ୍ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବଲିଉଡ୍ ର ଖ୍ୟାତନାମା ଫଟୋଗ୍ରାଫର ଡବୁ…
Breaking News ୨୦୨୧-୨୨ ସିଜନ୍ ପାଇଁ ନୂଆ ନିୟମ: ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପାଇଁ PhD ଓ NET ବାଧ୍ୟତାମୂଳକ Odisha Bhaskar Bureau Jul 9, 2021 ନୂଆଦିଲ୍ଲୀ: ୨୦୨୧-୨୨ ଏକାଡେମିକ୍ ଅଧିବେଶନର ନୁତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ଏବଂ ନେଟ୍ (NET) କୁ ବାଧ୍ୟତାମୂଳକ । ତେବେ ଏହି ନିୟମ ୨୦୧୮ରେ ପ୍ରବର୍ତ୍ତିତ…
Breaking News ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ Manas Pradhan Jul 9, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମତେ ଏହି ନିର୍ଦ୍ଧାରିତ ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ…
Breaking News ବିଜେପି ନେତା ଶୁଭେନ୍ଦୁଙ୍କ ବିରୋଧରେ ମାମଲା ରୁଜୁ, ଆତ୍ମହତ୍ୟା ସହ ଜଡ଼ିତ ଥିବା ଅଭିଯୋଗ Sushreejyoti Routray Jul 9, 2021 କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୦୧୮ ମସିହାରେ ଜଡ଼ିତ ଏକ ମାମଲାରେ ବିଜେପି ନେତାଙ୍କ ବିରୋଧରେ ପୁଣି ଥରେ ଯାଞ୍ଚ ଆରମ୍ଭ ହୋଇଛି । ଏହି ମାମଲା…
Breaking News ମୋଦୀଙ୍କ ଟିମରେ ପଶ୍ଚିମବଙ୍ଗରୁ ୪ ନୂଆ ମୁହଁ, ବଢ଼ିବ ମମତାଙ୍କ ଟେନସନ୍ Manas Pradhan Jul 9, 2021 ନୂଆଦିଲ୍ଲୀ: ପଶ୍ଚିମଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ବିଜେପି ଓ ଓ ଟିଏମସି ମଧ୍ୟରେ ଯୁଦ୍ଧ ଅବ୍ୟାହତ ରହିଛି ଓ ଏହା ଆଗକୁ ବୋଧହୁଏ ଜାରି ରହିବ । ଦୁଇଦିନ ତଳେ ପୁନର୍ଗଠିତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Breaking News ବ୍ରାହ୍ମଣଛାଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ ଗିରଫ, ତନାଘନା ଚଳାଇଛି ପୋଲିସ୍ Odisha Bhaskar Bureau Jul 9, 2021 ହିଞ୍ଜିଳିକାଟୁ(ଓଡ଼ିଶା ଭାସ୍କର): ଗତ ୬ ତାରିଖ ରାତିରେ ବ୍ରାହ୍ମଣଛାଇ ଗ୍ରାମରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ପ୍ରେମୀ ଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେବା ପ୍ରସଙ୍ଗକୁ କେନ୍ଦ୍ର କରି ଗାଁରେ ଗୋଷ୍ଠୀ ସଂଘର୍ଷ…
Breaking News ଖୁବଶୀଘ୍ର ହୁ’ ପକ୍ଷରୁ କୋଭାକ୍ସିନକୁ ମିଳିବ ମଞ୍ଜୁରୀ! ମୁଖ୍ୟ ବିଶେଷଜ୍ଞ କହିଲେ, ଶେଷ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳ Odisha Bhaskar Bureau Jul 9, 2021 ନୂଆଦିଲ୍ଲୀ: ଦେଶୀ ଭାକସିନ୍ କୋଭାକ୍ସିନ୍ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପାଇଁ ଖୁସି ଖବର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରୀର ଅପେକ୍ଷାରେ ଥିବା କମ୍ପାନୀ ଭାରତ ବାୟୋଟେକ୍ କୁ ହୁ' ର ମୁଖ୍ୟ ବିଶେଷଜ୍ଞ…