CHARIDHAM

କଟକଣା ହଟିଲେ ପୁଣି ମାଡ଼ିଯିବ କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରକୁ ନେଇ ବଡ଼ ଆକଳନ କରିଛି କାନପୁର ଆଇଆଇଟି । ବିଶେଷଜ୍ଞଙ୍କ…

ନିଜ ସ୍ତ୍ରୀ ଓ ବାପାଙ୍କର ଅବୈଧ ସମ୍ପର୍କକୁ ନେଇ ହତ୍ୟାକାରୀ ପାଲଟିଲା ପୁଅ, ଅସଞ୍ଜତ ଅବସ୍ଥାରେ ଥିବା ଦେଖି କୁରାଢ଼ିରେ ହାଣିଦେଲା

ଜବଲପୁର: ବୋହୁ ରଖିଥିଲା ଶ୍ୱଶୁରଙ୍କ ସହିତ ଅବୈଧ ସମ୍ପର୍କ । ଯାହାର ପ୍ରମାଣ ପାଇବା ପରେ ହତ୍ୟାକାରୀ ସାଜିଲା ପୁଅ । ଏହି ଅବୈଧ ସଂପର୍କ ଲାଗି ନିଜ ପତ୍ନୀ ଓ ବାପାଙ୍କୁ କୁରାଢ଼ିରେ ମାରି ହତ୍ୟା କରିଦେଇଛି ପୁଅ । ଏଭଳି…

ଅର୍ଜୁନ ରଣତୁଙ୍ଗାଙ୍କୁ ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା, ଶ୍ରୀଲଙ୍କା ଟିମର ଏମିତି କ୍ଲାସ୍ ନେଲେ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତର ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଆକାଶ ଚୋପ୍ରା ମୁହଁତୋଡ ଜବାବ ଦେଇଛନ୍ତି।…

ଭଉଣୀକୁ ମାଡ଼ମାରି ଅଧମରା କଲେ ଭାଇ, ଗୋଟିଏ ଦିନ ନଜାଉଣୁ ପୁଣି ଆଉ ଗୋଟିଏ ନାରୀ ନିର୍ଯ୍ୟାତନାର ଦୃଶ୍ୟ

ଭୋପାଳ: ଗୋଟିଏ ଦିନ ନଯାଉଣୁ ନାରୀ ନିର୍ଯ୍ୟାତନାର ଆଉ ଗୋଟିଏ ହୃଦୟ ଥରା ଚିତ୍ର ସାମନାକୁ ଆସିଲା । ମଧ୍ୟପ୍ରଦେଶର ଧାର ଜିଲ୍ଲାର ଟାଣ୍ଡା ଥାନା ଅଧୀନସ୍ଥ ଏକ ଗାଁରୁ ଜଣେ ଯୁବତୀଙ୍କୁ ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍…

ଖୁସି ଖବର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେବାକୁ ପଡ଼ିବ ନାହିଁ ଟେଷ୍ଟ, ଜୁଲାଇରୁ ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । କାହିଁକି ନା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡ୍ରାଇଭିଂ…

ହଟିବେ ଅଧୀର ରଞ୍ଜନ ଚୌଧୁରୀ ? ଥରୁର କିମ୍ବା ମନିଷ ତିଓ୍ଵାରୀ ହୋଇ ପାରନ୍ତି ଲୋକସଭାରେ କଂଗ୍ରେସର ଦଳୀୟ ନେତା

ନୂଆଦିଲ୍ଲୀ : ପଞ୍ଜାବ ଓ ରାଜସ୍ଥାନରେ ଜାରି ଅନଃକନ୍ଦଳ ମଧ୍ୟରେ କଂଗ୍ରେସର ଅନ୍ତରୀଣର ସଭାପତି ସୋନିଆ ଗାନ୍ଧୀ ବଡ ପଦକ୍ଷେପ କ୍ରମେ ଶୀଘ୍ର ଲୋକସଭାରେ ପାର୍ଟି ନେତା ପରିବର୍ତ୍ତନ କରି ପାରନ୍ତି। ଜାରି କଳ୍ପନା ଜଳ୍ପନା…

ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୯୫୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ବକେୟା ବିଜୁଳି ବିଲ୍ ପ୍ରସଙ୍ଗରେ ସିଦ୍ଧୁଙ୍କ ପତ୍ନୀ ଦେଲେ ଜବାବ୍, କହିଲେ- ‘ସମ୍ମାନରୁ ଅର୍ଜନ କରିଥିବା ରୁଟି ଖାଉଛୁ’

ଚଣ୍ଡିଗଡ: କିଛି ଦିନ ତଳେ ବିଜୁଳି ବିଲ୍ ସଂକଟକୁ ନେଇ ନବଜୋତ୍ ସିଦ୍ଧୁ, କ୍ୟାପଟେନ୍ ଅମରିନ୍ଦର୍ ସିଂଙ୍କୁ ପରାମର୍ଶ ଦେଇଥିଲେ । ଏହାର କିଛି ଦିନ ପରେ ଖୋଦ୍ ସିଦ୍ଧୁଙ୍କ ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ବିଲ୍ ପେଣ୍ଡିଂ ଥିବା…

ରାଫେଲ୍ ଡିଲର ତଦନ୍ତ ଆରମ୍ଭ, ମୋଦୀଙ୍କ ଫଟୋ ସେୟାର କରି ରାହୁଲ ଲେଖିଲେ- ‘ଚୋରର ଦାଢି’

ନୂଆଦିଲ୍ଲୀ : ପୁଣି ଥରେ ମୁଖରିତ ହୋଇ ଉଠିଛି କଥିତ ରାଫେଲ ଦୁର୍ନୀତି ମାମଲା। ଫ୍ରାନ୍ସରେ ଲଢୁଆ ରାଫେଲ ବିମାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଉପରେ ତଦନ୍ତ ପାଇଁ ଜଜଙ୍କ ନିଯୁକ୍ତି କରାଯାଇଛି। ଏହା ପରଠୁ ଭାରତ…

୨୦୨୨ରେ ପୁରୀରୁ ଗଡ଼ିବ ବିମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ୨୦୨୨ରେ ପୁରୀରୁ ଗଡ଼ିବ ବିମାନ । ରାଜ୍ୟରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପୂର୍ବରୁ ବିଜୁ…