fbpx
Browsing Tag

Australia

ଭାରତ-ଅଷ୍ଟ୍ରେଲିଆ ମଧ୍ୟରୁ କିଏ ବେଶି ଶକ୍ତିଶାଳୀ: ୨୦୦୩ ଓ ୨୦୨୩ ବିଶ୍ୱକପର ଦୁଇ ଟିମ୍ ମଧ୍ୟରେ ତଫାତ୍ କ’ଣ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ବିଶ୍ୱର ଦୁଇ ପ୍ରମୁଖ ଶକ୍ତିଶାଳୀ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ । ୨୦୦୩ ବିଶ୍ୱକପରେ ପରେ ଦୀର୍ଘ ୨୦ ବର୍ଷ ପରେ ଏହି ଦୁଇ ଟିମ୍ ପୁଣି ଥରେ ଫାଇନାଲରେ…

ଅଷ୍ଟ୍ରେଲିଆ ଫାଇନାଲକୁ ଗଲେ ଭାରତ ଚାମ୍ପିୟନ ହେବାର ସମ୍ଭାବନା ଅଧିକ: ୧୯୮୩ରୁ ୨୦୨୩ ମଧ୍ୟରେ ଆସୁଛି ୩ଟି ବିରଳ ସଂଯୋଗ

ନୂଆଦିଲ୍ଲୀ: ଘରୋଇ ମାଟିରେ ଚାଲିଥିବା ଦିନିକିଆ ବିଶ୍ୱକପରେ ପ୍ରଥମ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିବା ପରେ ଏବେ ପ୍ରଥମ ଦଳ ଭାବେ ଫାଇନାଲରେ ମଧ୍ୟ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ…

(Video) ‘ଗ୍ଲେନ୍ ମାକ୍ସୱେଲ ଜଣେ ମାନବ ନୁହନ୍ତି’: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ବିଧ୍ୱଂସୀ ଦ୍ୱିଶତକ ପରେ ଇଣ୍ଟରନେଟ୍ ବି ପାଗଳ ହୋଇଗଲା

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୨୦୧ ରନର ଐତିହାସିକ ଇନିଂସ ଖେଳିବା ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସୱେଲଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ମାକ୍ସୱେଲଙ୍କୁ…

ଆଜି ଶୁବମନ ଖେଳିବେ କି ନାହିଁ: ଭାରତର ଟେନସନ୍ ବଢ଼ାଇବେ ଅଷ୍ଟ୍ରେଲିଆର ୫ ଜଣ ଖେଳାଳି

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପର ପଞ୍ଚମ ମ୍ୟାଚରୁ ଭାରତ-ଅଷ୍ଟ୍ରେଲିଆ ସେମାନଙ୍କର ଯାତ୍ରା ଆରମ୍ଭ କରିବେ । ସେଥିପାଇଁ ଦୁଇ ଅଧିନାୟକ ରୋହିତ ଶର୍ମା ଓ ପ୍ୟାଟ କମିନ୍ସ ସେମାନଙ୍କର ବାହିନୀଙ୍କୁ ପ୍ରସ୍ତୁତ…

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲ ମ୍ୟାଚ ଚାଲିଥିବା ବେଳେ ଆସନ୍ତା ୨୨ ତାରିଖରୁ ଭାରତ ପୁଣି ଏକ ନୂଆ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ । ଭାରତ ବିପକ୍ଷ ତିନି ଦିନିଆ ସିରିଜ ପାଇଁ ଅଷ୍ଟ୍ରେଲିଆର ତା’ର ୧୮ ଜଣିଆ ଦଳ…

WTC Final 2023: ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ, ଭାରତୀୟ ବୋଲରଙ୍କ ବୋଲିଂ ଫିକା

ନୂଆଦିଲ୍ଲୀ: ଆଜିଠାରୁ ଲଣ୍ଡନର ଓଭାଲ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟଟିସି) । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ବାହାନଗା ରେଳ…

ମାଟି ଭିତରୁ ବାହାରିଲା ୪ କେଜିର ସୁନା ଖଣ୍ଡ: ପୂର୍ବରୁ ବାହାରିଥିଲା ୬୬ କେଜିର ସୁନା, ବଢ଼ିଲା ରହସ୍ୟ

ନୂଆଦିଲ୍ଲୀ: ପୃଥିବୀର ଭୂପୃଷ୍ଠ ତଳେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଗଚ୍ଛିତ ହୋଇ ରହିଛି । ଅନେକ ସମୟରେ ମାଟି ତଳୁ ସୁନା, ରୁପା ପରି କିଛି ମୂଲ୍ୟବାନ ଧାତୁ ମିଳିଥାଏ । ଏହି ଘଟଣା ଖୁବ୍ ବିରଳ ହୋଇଥିବା ବେଳେ…

ବର୍ଡର-ଗାଭାସ୍କର ଟ୍ରଫି: ତିନି ଜଣ ବ୍ୟାଟ୍ସମ୍ୟାନ ଶୂନରେ ଆଉଟ୍, ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ୍

ନୂଆଦିଲ୍ଲୀ: ପ୍ରଥମ ଟେଷ୍ଟ ମ୍ୟାଚରେ ଏକତରଫା ବିଜୟ ହାସଲ କରିବା ପରେ ଆଜି ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଆଧିପତ୍ୟ ବିସ୍ତାର କରିଛି । ମାତ୍ର ୨୬୩ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଯାଇଛି । ଚଳିତ…

ଚାରିଆଡ଼େ ମାଡ଼ିଯିବ କ୍ୟାନସର ବିମାରୀ! Radioactive Capsule ଗାଏବକୁ ନେଇ ହଡ଼କମ୍ପ, ଜାରି ହେଲା ରେଡିଏସନ ଆଲର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ରେଡିଓଆକ୍ଟିଭ କ୍ୟାପସୁଲ ଗାଏବ ହୋଇଯାଇଛି । ଏହାକୁ ନେଇ ସାରା ବିଶ୍ୱରେ ହଡ଼କମ୍ପ ମଚିଯାଇଛି । ଏନେଇ ପଶ୍ଚିମ ଅଷ୍ଟ୍ରେଲିଆର କିଛି ସ୍ଥାନରେ ରେଡିଏସନ ଆଲର୍ଟ ଜାରି କରାଯାଇଛି ।…

ପିଅନ-ସ୍ୱିପରଙ୍କୁ ୮ ଲକ୍ଷ ଦରମା, ଜାଣନ୍ତୁ କେଉଁଠି ମିଳୁଛି ଏଭଳି ଚାକିରି

ଅନେକ ଲୋକ ସଫେଇ କାମ ବା ସ୍ୱିପର ଏବଂ ପିଅନ କାମକୁ ଛୋଟ ବୋଲି ଭାବନ୍ତି  । ସ୍ୱିପର କାମ ପାଇଁ ଦରମା ମଧ୍ୟ ବହୁତ କମ୍ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ସ୍ୱିପର…