fbpx
Browsing Tag

corona virus

କରୋନାର ନୂଆ ଲକ୍ଷଣ; ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ

ହାଇଦ୍ରାବାଦ: କରୋନା ଭାଇରସର ପରିବର୍ତ୍ତିତ ରୂପ ଦିନକୁ ଦିନ ଭୟର ମାହୋଲ ସୃଷ୍ଟି କରିଛି । ଏହାର ବିଭିନ୍ନ ଭାରିଆଣ୍ଟରେ ନୂତନ ଲକ୍ଷଣ ମାନ ପ୍ରକାଶ ପାଉଥିବା ବେଳେ ଏକ ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ ହୋଇଛି । କରୋନା…

ଆଉ ଲୋଡ଼ା ନାହିଁ କୋୱିନ୍ ରେଜିଷ୍ଟ୍ରେସନ୍, ସମସ୍ତେ ନେଇପାରିବେ ଟିକା

ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍ । ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଚିନ୍ତା ଦୂର ହୋଇଯାଇଛି । ୧୮ବର୍ଷରୁ ଉର୍ଦ୍ଧ୍ୱ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ…

ଡୋଜ ପିଛା ୧୫୦ ଟଙ୍କା ମୂଲ୍ୟରେ ‘କୋଭାକ୍ସିନ୍’ ଯୋଗାଣ ଦୀର୍ଘ ସମୟ ପର୍ୟ୍ୟନ୍ତ ସମ୍ଭବ ନୁହେଁ: ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଦୀର୍ଘ ଦିନ ଧରି ଡୋଜ୍ ପିଛା ୧୫୦ ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାରଙ୍କୁ କୋଭାକ୍ସିନ୍ ଟିକା ଦେବାରେ ସମର୍ଥ ହୋଇପାରିବ ନାହିଁ । ଟିକା କମ୍ପାନୀ ପକ୍ଷରୁ…

ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।…

କଟକଣା ତାଲା ଖୋଲିବ କେମିତି? ICMR ମହାନିର୍ଦ୍ଦେଶକ ରଖିଲେ ୩ ସର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ କଲବଲ ହେଉଛି ଦେଶ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସମେତ ବିଭିନ୍ନ ରାଜ୍ୟ ସରକାର ଲଗାଇଛନ୍ତି କଡ଼ା କଟକଣା । ପ୍ରାୟତଃ ସବୁ ରାଜ୍ୟ ସରକାର…

ଉହାନ୍ ଲ୍ୟାବରୁ ହିଁ ସୃଷ୍ଟି ହୋଇଥିଲା କରୋନା ଭାଇରସ୍, ମିଳିଲା ୟୁନିକ୍ ଫିଙ୍ଗରପ୍ରିଣ୍ଟ୍, ଜାଣନ୍ତୁ ନୂଆ ଅଧ୍ୟୟନର ଦାବି…

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ସନ୍ଦେହଘେରରେ ରହିଥିବା ଚୀନର ଅସଲ ରୂପ ଖୁବ୍ ଶୀଘ୍ର ବିଶ୍ୱ ସାମ୍ନାକୁ ଆସିବ । ମହାମାରୀ ଭୂତାଣୁର ସୃଷ୍ଟିକୁ ନେଇ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆମେରିକା ଓ…

ଭାରତରେ ଲଞ୍ଚ୍ ହେଲା କରୋନା ଆଣ୍ଟିବଡି କକଟେଲ୍, ଦର ଜାଣିଲେ ଘୂରି ଯାଉଛି ମଥା…

ନୂଆଦିଲ୍ଲୀ: ଦେଶରେ କରୋନା ବଡ଼ ସଂକଟମୟ ସ୍ଥିତି ସୃଷ୍ଟି କରିଛି । ଏଥିସହ ଟିକାକରଣ ପ୍ରକ୍ରିୟା ମଧ୍ୟ ଚାଲୁରହିଛି । ଏଇ ନିକଟରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଆଣ୍ଟି କୋଭିଡ୍ ମେଡିସିନ୍…

ଭାଇରସ୍ ବ୍ୟାପିବା ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିଲେ ଉହାନ ଲ୍ୟାବର ୩ ଗବେଷକ

ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ବିଭାଗ କରିଛି ଏକ ବଡ଼ ପର୍ଦ୍ଦାଫାସ । ଖୋଲିଛି ଚୀନର ଗୁମର । ସାରା ବିଶ୍ୱକୁ କଲବଲ କରୁଥିବା କରୋନା ଭାଇରସ୍ ଚୀନର ଉହାନ ଲ୍ୟାବରୁ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଥିବାବେଳେ ଆମେରିକାର…

କରୋନାରୁ ପିଲାଙ୍କୁ ସୁରକ୍ଷା ଦେବ ଭାରତର ସ୍ୱଦେଶୀ ନାଜାଲ୍ ଭାକ୍ସିନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ପାଇଁ ଚିନ୍ତା ବଢ଼ି ଯାଇଛି । ଏପରିକି ତୃତୀୟ ତରଙ୍ଗ ଆସିବା ନେଇ କେତେକ ମହଲରେ ଆଶଙ୍କା କରାଯାଉଛି । ତେବେ ଏହି ଆଶଙ୍କା କରାଯାଉଥିବା ତୃତୀୟ ତରଙ୍ଗ ପିଲାଙ୍କ ପାଇଁ…

ଇଣ୍ଡିଆନ୍ ଭାରିଆଣ୍ଟ ଏକ ଗୁଜବ, ଜାଣନ୍ତୁ କ’ଣ କହିଲେ IT ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗରୁ ମୁକ୍ତି ପାଇଁ ଲଢ଼େଇ ଜାରି ରଖିଛି ସମଗ୍ର ଦେଶ । ବାରମ୍ବାର ରୂପ ବଦଳାଉଥିବା କରୋନା ଭୂତାଣୁକୁ ନେଇ ବିଶେଷଜ୍ଞ ମହଲରେ ମଧ୍ୟ ଚିନ୍ତା ବଢ଼ିଯାଇଛି । ତେବେ କରୋନା ଭାଇରସର…