ଦୁର୍ବଳ ହେଉଛି ବାତ୍ୟା “ଜୱାଦ’: ଆଜି ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟବର୍ତ୍ତୀ ଅଞ୍ଚଳରେ ଘଷି ହୋଇଯିବ, ପ୍ରବଳ ବର୍ଷିବ, କମ୍ ପବନ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଉପକୂଳବାସୀଙ୍କ ପାଇଁ ଆଶ୍ୱାସନାର ଖବର । ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା "ଜୱାଦ' ।  ଶନିବାର ସଂନ୍ଧ୍ୟା ସାଢ଼େ ୫ଟା ବେଳେ ଗଭୀର ଅବପାତ ବା ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇସାରିଛି…

Instagramରେ ନିଆଁ ଲଗେଇଲେ ନୋରା ଫତେହି: ବ୍ଲୁ ବିକିନିର ରିଲ୍ ହେଉଛି viral

ନୂଆଦିଲ୍ଲୀ: ବଲିଉଡ୍ ସେକ୍ସ ସାଇରନ ନୋରା ଫତେହି ପୁଣି ଥରେ ଚର୍ଚ୍ଚାରେ। ନୋରା ନିଜର ଏକ instagram ରିଲ ଶେୟାର କରିଥିବା ବେଳେ ଏହା ବେଶ viral ହୋଇଛି। ନୋରା ଏକ ବ୍ଲୁ ବିକିନୀ ପିନ୍ଧି ମାତ୍ର ୪ ସେକେଣ୍ଡ ପାଇଁ…

ମହଙ୍ଗା ପଡିଲା ଫ୍ରି ଖାଇବା: ଅନଲାଇନ ଅର୍ଡରରେ ଲୁଟି ନେଲେ ୮୯ ହଜାର

ନୂଆଦିଲ୍ଲୀ: ଅନଲାଇନ୍ ଖାଇବା ଅର୍ଡର କରିବା ଆଜିକା ସମୟରେ ସଭିଏଁ ପସନ୍ଦ କରନ୍ତି। Swiggy ଓ Zomato ପରି ଆପ ରହିଥିବା ବେଳେ କିଛି ଲୋକପ୍ରିୟ ହୋଟେଲର ନିଜସ୍ଵ ଆପ ମଧ୍ଯ ଅଛି। ଏପରିକି ସୋସିଆଲ ମିଡିଆରେ ମଧ୍ଯ ଏମିତି…

ଅଶ୍ୱିନ ଓ ସିରାଜଙ୍କ ଘାତକ ବୋଲିଂ: ୬୨ ରନରେ ସୀମିତ ନ୍ୟୁଜିଲାଣ୍ଡ

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଦୃଢ଼ ସ୍ଥିତିରେ ରହିଛି ଭାରତ। ଭାରତ ପ୍ରଥମ ଇନିଂସରେ ୩୨୫ ରନ କରିଥିବା ବେଳେ ଭ୍ରମଣକାରୀ ଦଳ ମାତ୍ର ୬୨ ରନରେ ଅଲ ଆଉଟ୍ ହୋଇ ୨୬୩ ରନ ପଛରେ…

ବିନା ଗ୍ୟାରେଣ୍ଟିରେ କୃଷକଙ୍କୁ ମିଳିବ ୧.୬ ଲକ୍ଷ ଟଙ୍କାର ଲୋନ୍: ଜାଣନ୍ତୁକଣ ରହିଛି ପ୍ରସେସ

ନୂଆଦିଲ୍ଲୀ: କୃଷକ ମାନଙ୍କ ଉତ୍ଥାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂତନ ନିୟମ ଲାଗୁ କରାଯାଇଛି। ଏହି ନିୟମ ଅନୁସାରେ ଏଣିକି କୃଷକ ମାନଙ୍କୁ ୧.୬ ଟଙ୍କାର ଋଣ ବିନା ଗ୍ୟାରେଣ୍ଟିରେ ପ୍ରଦାନ କରାଯିବ। କେନ୍ଦ୍ର…

Drugs ନିଶାରେ ଭଉଣୀକୁ ଆକ୍ରମଣ କଲା ଭାଇ; ୨୦ ବର୍ଷର ପୁଅକୁ ତଣ୍ଟି ଚିପି ମାରି ଦେଲା ମା

ନୂଆଦିଲ୍ଲୀ: ୨୦ ବର୍ଷର ପୁଅକୁ ଗଳା ଦବାଇ ହତ୍ୟା କଲା ମା। ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ ଏମିତି କିଛି କରିବାକୁ ବାଧ୍ୟ ହୋଇଥିଲା ମା। ଯୁବକ ଜଣଙ୍କ drugs ନିଶାରେ ଭଉଣୀକୁ ଆକ୍ରମଣ କରିବା ପରେ ଏମିତି ପଦକ୍ଷେପ…

ଜୁନିୟର ହକି ବିଶ୍ୱକପ୍‌ରେ ପଶିଲା କରୋନା, ଜଣେ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗତ ମାସ ୨୪ ତାରିଖରୁ ଶୁକ୍ରବାର ପର୍ଯ୍ୟନ୍ତ ଅତି ଶୃଙ୍ଖଳିତ ଭାବେ ଜୁନିୟର ହକି ବିଶ୍ୱକପ ଅନୁଷ୍ଠିତ ହୋଇ ଆସିଥିବା ବେଳେ ଜନୈକ ସୋସିଆଲ ମିଡିଆ ଟିମ୍‌…

ପିସ୍ତଲ ଦେଖାଇ ଦୋକାନ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌, ୨ ଅଭିଯୁକ୍ତଙ୍କ ଟେର୍ ପାଇବାରେ ବିଫଳ ପୋଲିସ୍

ଢେଙ୍କାନାଳ, (ଭାସ୍କର ନ୍ୟୁଜ) : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ରାସ୍ତାରେ କିଛି ଦୁର୍ବୃତମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର୍‌ ହୋଇ ଯାଇଥିବାର ସୂଚନା ମିଳିଛି । ସୂଚନା…

ପକ୍ଷୀ ମାଂସ ଝୋଳ ଖାଇବାକୁ ଚାଲିଥିଲା ରୋଷେଇ, ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ: ଜଣେ ଶୀକାରୀ ଗିରଫ

ଟାଙ୍ଗୀ (ଭାସ୍କର ନ୍ୟୁଜ): ଚିଲିକାରୁ ବିଦେଶୀ ପକ୍ଷୀ ଶିକାର କରିବା ପରେ ସେହି ପକ୍ଷୀର ମାଂସକୁ ରୋଷେଇ ପାଇଁ କରାଯାଉଥିଲା ପ୍ରସ୍ତୁତି । ହେଲେ ମାଡି ବସିଲେ ପକ୍ଷୀ ସୁରକ୍ଷା ବାହିନୀ । ଶୀତ ଦିନେ ଚିଲିକାକୁ ସୁଦୂର…

ବାତ୍ୟା “ଜୱାଦ’ ପ୍ରଭାବ: ଆଜି-କାଲି ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ବାରିପଦା(ଭାସ୍କର ନ୍ୟୁଜ୍‌): ବାତ୍ୟା "ଜୱାଦ'କୁ ଦୃଷ୍ଟିରେ ରଖି ଶନିବାରଠାରୁ ଦୁଇଦିନ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ବାତ୍ୟାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି ।…