OSSC ପିଏସଙ୍କ କାରନାମା: ଭିଜିଲାନ୍ସ ଚଢାଉରେ ଘରୁ ମିଳିଲା ପୁଳା ପୁଳା ଟଙ୍କା, ଗଣି ଗଣି ହାଲିଆ ହେଲେଣି ଅଧିକାରୀ
ଭୁବନେଶ୍ୱର : ଚାକିରି ଦେବା ନାଁରେ ଅର୍ଥ ଆଦାୟ କରି ମାଲାମାଲ ହେଉଥିଲେ ପିଏସ୍ । ଭିଜିଲାନ୍ସ ଚଢାଉ ପରେ ଖୋଲିଲା ଓଏସଏସସି ସଦସ୍ୟଙ୍କ ପିଏସଙ୍କ କାରନାମା । ଘରୁ ଏତେ ଟଙ୍କା ମିଳିଲା ଯେ, ତାକୁ ଗଣି ଗଣି ହାଲିଆ…