ବଢିଲା ଅଡୁଆ: ଆଉ ଜଣେ କୋଚ୍ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ଅଲିମ୍ପିକ୍ସ ଆୟୋଜିତ ହେବାକୁ ଯାଉଥିବା ବେଳେ ଆଉ ଜଣେ କୋଚ୍ କରୋନା ସଂକ୍ରମିତ ହୋଇଛନ୍ତି । ଅଲିମ୍ପିକ୍ସ ଭିଲେଜରୁ ଚିହ୍ନଟ ହୋଇଛନ୍ତି ଚତୁର୍ଥ କରୋନା ଆକ୍ରାନ୍ତ । ରବିବାର ଚିହ୍ନଟ…

ଇଦକୁ ନେଇ ଅଡୁଆରେ କେରଳ ସରକାର : ସୁପ୍ରିମକୋର୍ଟ ଯିବ IMA

ନୂଆଦିଲ୍ଲୀ : କେରଳର ପିନରାୟୀ ବିଜୟନ ଏବଂ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହୋଇଛି । ବକରୀ ଇଦକୁ ନେଇ ଉଭୟ କେରଳ ସରକାର ଏବଂ ଆଇଏମଏ ମୁହାଁମୁହିଁ ହୋଇଛନ୍ତି ଏପରିକି ଆଇଏମଏ…

ଭାରତ ସମ୍ମୁଖରେ ରନର ୨୬୩ ବିଜୟ ଲକ୍ଷ୍ୟ

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ସମ୍ମୁଖରେ ୨୬୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶ୍ରୀଲଙ୍କା । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯…

ଭାରତୀୟଙ୍କ ସହିତ କର ଏମିତି କାମ; ତାଲିବାନୀ ଆତଙ୍କୀଙ୍କୁ ମିଳିଲା ଆଦେଶ

କାବୁଲ: ଆଫଗାନିସ୍ତାନରେ ତାଲିବାନୀ ସେନାଙ୍କ ଗୃହଦାହ ଲାଗି ରହିଥିବା ବେଳେ ସେଠାରେ ଅବସ୍ଥିତ ଭାରତୀୟଙ୍କ ପାଇଁ ଅଡୁଆ ପରସ୍ଥିତି ସୃଷ୍ଟି ହୋଇଛି । ଆମେରିକୀୟ ସେନା ପାକିସ୍ତାନ ଛାଡିବାକୁ ମାତ୍ର ଦୁଇ ସପ୍ତାହ ମଧ୍ୟରେ…

ଗାଇଡଲାଇନ୍ ଜାରି କଲା ବିଏମସି; ନମାନିଲେ ବନ୍ଦ ହେବ ଅଫିସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଥିବା ବେଳେ ଶତ ପ୍ରତିଶତ କ୍ଷମତା ସହିତ ଅଫିସ ଚଳାଇବା ନିମନ୍ତେ ଅନୁମତି ମିଳିଛି । ରବିବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀର…

୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ କାର୍ଗିଲ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ କୋବିନ୍ଦ; ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯିବେ । ଆସନ୍ତା ଜୁଲାଇ ୨୫-୨୭ ତାରିଖ ମଧ୍ୟରେ ରାଷ୍ଟ୍ରପତି ଜମ୍ମୁ କଶ୍ମୀର ଗସ୍ତ କରିବେ ବୋଲି ଜଣାପଡିଛି । ତିନି ସେନାର ସର୍ବମୁଖ୍ୟ…

ଏହି ୧୭ ଜିଲ୍ଳାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ୧୭ଟି ଜିଲ୍ଲା ପାଇଁ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସୋମବାର ସକାଳ ଯାଏଁ ଏହି ୧୭ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କ ସୂଚନାର ୟେଲୋ…

ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଲେ ୫ ଲକ୍ଷ; ଓଓଏର ବଡ ଘୋଷଣା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ(ଓଓଏ) । ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ…

ଭୁବନେଶ୍ୱରରେ ଗର୍ଭବତୀଙ୍କୁ ମିଳିବ ଟିକା; ଜାଣନ୍ତୁ କେବେ ଓ କେଉଁଠି

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଆସନ୍ତା ୨୧ ତାରିଖରୁ…

ଦେଢ଼ କୋଟି ଟପିଲା ଟିକାକରଣ; ଏମିତି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ ଟିକାକରଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରବିବାର ରାଜ୍ୟରେ ଟିକାକରଣ ସଂଖ୍ୟା ଦେଢ କୋଟି ଅତିକ୍ରମ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି…