ମଡ଼ର୍ଣ୍ଣା ଟିକା ଆମଦାନୀ ପାଇଁ ସିପ୍ଲାକୁ ଡିସିଜିଆଇ ଅନୁମତି, କୋଭିଡ୍ ଲଢ଼େଇରେ ଗେମ୍‌ ଚେଞ୍ଜର ହେବ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : କୋଭାକ୍ସିନ, କୋଭିସିଲ୍ଡ ଏବଂ ସ୍ପୁଟନିକ୍‌- ଭି ପରେ ଏବେ ଭାରତରେ ଉପଲବ୍ଧ ହେବ ମଡ଼ର୍ଣ୍ଣା କରୋନା ଟିକା । ଆମେରିକାର ଏହି ଟିକାର ଆମଦାନୀ ପାଇଁ ସି୍ଲାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ…

ଆଇସିୟୁରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଚିକିତ୍ସା ଜାରି ରଖିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌

ଢେଙ୍କାନାଳ,(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଜ କଙଋର ଯାଦୁଗରୀରେ ଅଗଣିତ ଫ୍ୟାନ୍‌ ସୃଷ୍ଟି କରିଥିବା କଙଋଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି । ଲିଭର…

କୋଭିଡ ଯୁଦ୍ଧରେ ହାରିଗଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧା, ଆୟୁଷ ଡାକ୍ତର ସ୍ନେହାଶୀଷ ଗିରିଙ୍କ ପରଲୋକ

ଫୁଲବାଣୀ(ଓଡ଼ିଶା ଭାସ୍କର) : କୋଭିଡ ଯୁଦ୍ଧରେ ଆଖିବୁଜିଲେ ଆଉ ଜଣେ ସମ୍ମୁଖ କରୋନା ଯୋଦ୍ଧାର। ଗତକାଲି ଜକନ୍ଧମାଳ ଜିଲ୍ଲା ଖଜୁରୀପଡାଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି କଟକ ଏସ୍ସିବି ମେଡିକାଲରେ ଶେଷ…

ରାଶିଫଳ (ବୁଧବାର ,୩୦ ଜୁନ ,୨୦୨୧)

ମେଷ: ସାମାଜିକ ସମ୍ପର୍କ ସୁଦୃଢ ହେବ । ବନ୍ଧୁମାନଙ୍କ ସହ ଖୁବ୍‌ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତା ମିଳିବ । ମନ ପ୍ରଫୁଲ ରହିବ। ବୃଷ: କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ…

ଅଦିତି ଅଶୋକଙ୍କୁ ଟୋକିଓ ଟିକେଟ୍

ବେଙ୍ଗାଲୁରୁ: ମହିଳା ଗଲ୍ଫର ଅଦିତି ଅଶୋକଙ୍କୁ ମିଳିଛି ଟୋକିଓଚ ଟିକେଟ୍ । ଟୋକିଓ ଅଲିମ୍ପିକ୍ସକୁ ଏକ ମାସରୁ କମ୍ ସମୟ ବାକି ରହିଥିବା ବେଳେ ମଙ୍ଗଳବାର ୨୩ ବର୍ଷୀୟ ଅଦିତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ।…

ଏହି ୧୧ ଜିଲ୍ଳାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ରାଜ୍ୟର ୧୧ଟି ଜିଲ୍ଲାରେ ବୁଧବାର ଟିକାକରଣ ବନ୍ଦ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ନିକଟରେ ଆବଶ୍ୟକ ପରିମାଣରେ ଟିକା ମହଜୁଦ ନଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଉତ୍କଳ ଗ୍ରନ୍ଥାଗାର ସଂଘ ପକ୍ଷରୁ କୃତଜ୍ଞତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛି ଉତ୍କଳ ଗ୍ରନ୍ଥାଗାର ସଂଘ । ଜୁନ୍ ୪, ୨୦୨୧ରେ ରାଜ୍ୟରେ ରହିଥିବା ସରକାରୀ ମହାବିଦ୍ୟାଳୟରେ…

ମହିଳା ଦିନିକିଆ ରାଙ୍କିଙ୍ଗ: ଟପ୍-୫ରେ ମିଥାଲି

ଦୁବାଇ: ଭାରତୀୟ ମହିଳା ଦିନିକିଆୂ ଦଳର ଅଧିନାୟିକା ମିଥାଲି ରାଜ ସଦ୍ୟ ପ୍ରକାଶିତ ଦିନିକିଆ ରାଙ୍କିଙ୍ଗରେ ଟପ୍-୫ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମିଥାଲି ୭୬ ରନର ଇନିଂସ ଖେଳିବା ସହିତ…

ବହୁ ରୋଗର ମହୌଷଧି ଜାମୁ କୋଳି…ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନଶକ୍ତିକୁ ମଜଭୁତ୍‌ କରେ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସବୁ ଫଳରେ କିଛି ନା କିଛି ଔଷଧୀୟ ଗୁଣ ଭରି ରହିଛି । ଏଭଳି ଫଳଗୁଡ଼ିକ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ହିତକର ହୋଇଥାଏ । ସେହିଭଳି ଔଷଧୀୟ ଗୁଣରେ ଭରପୂର ଏକ ଫଳ ହେଉଛି ଜାମୁକୋଳି…

କରୋନା ଔଷଧ ମାମଲାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ସୋନୁ ସୁଦ୍; କଣ କହିଲେ ଜାଣନ୍ତୁ

ମୁମ୍ବାଇ : କରୋନା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ଘରେ ପହଞ୍ଚାଇ ବେଶ୍ ପ୍ରଶଂସା ସାଉଁଟିଥିଲେ ସୋନୁ ସୁଦ୍ । ତେବେ ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ ନିକଟରେ କରୋନା ଔଷଧ ପହଞ୍ଚାଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ…