ନୀତିଶ ବାଣ୍ଟିବେ ବିରୋଧୀଙ୍କୁ ବିଜୟର ମନ୍ତ୍ର, ୨୦୨୪ରେ ଧରାଶାୟୀ ହେବ ବିଜେପି ?
ନୂଆଦିଲ୍ଲୀ:ଆଗକୁ ହେବାକୁ ଥିବା ୨୦୨୪ ନିର୍ବାଚନ ପାଇଁ ଏବେ ସବୁ ଦଳ ପ୍ରସ୍ତୁତ । ତେବେ ଏହା ଭିତରେ ମଧ୍ୟ ଦଳ ଦଳ ମଧ୍ୟରେ ବାକ ଯୁଦ୍ଧ ହେବା ଆରମ୍ଭ ହୋଇ ଗଲାଣି। କିଛି ସଭା ସମିତିରେ ଯୋଗ ଦେଉଥିବା ନେତା ମାନେ ଅନ୍ୟ…