ଆକାଶରେ ଥିବା ବାଦଲକୁ ଛୁଇଁଲା ସମୁଦ୍ର ଲହର; ବିଶ୍ୱାସ ହେଉନଥିଲେ ଦେଖନ୍ତୁ Video

ପ୍ରଦିଦିନ ସୋସିଆଲ ମିଡିଆରେ କିଛି ନା କିଛି ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ୟୁଜର୍ସମାନେ ସେମାନଙ୍କ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ, କାଲି ଲଘୁଚାପ କ୍ଷେତ୍ର: ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଏହା ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ…

ବଢ଼ିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଅବଧି ବଢ଼ିଯାଇଛି । ଜାମିନ ଅବଧି ଆଉ ୭ ଦିନ ବଢ଼ାଇଛନ୍ତି କୋର୍ଟ । ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ପିଟିସନ ଦାଖଲ ହୋଇଥିଲା ।…

ଆଜି ପୁଣି ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ବିବାହ ଋତୁରେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର । ବୁଲିଅନ୍ ବଜାରରେ ଆଜି ସୁନା-ରୂପା ଦାମ୍ ଶସ୍ତା ହୋଇଛି । ତେବେ ବିବାହ ଋତୁରେ ସୁନା-ରୂପା ମୂଲ୍ୟ ଲଗାତାର ହ୍ରାସ ପାଉଛି ।…

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ତାଜା ଅପଡେଟ୍: ଜାଣନ୍ତୁ କ’ଣ କହିଲେ IMD ଡିଜି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ଓ ବାତ୍ୟାରେ…

କାରରେ ବସି ଏପରି ରାପ୍ ଗାଇଲେ ପୋଲିସକର୍ମୀ, ପ୍ରଶଂସାରେ ପୋତି ପକାଇଲେ ଲୋକ

ନୂଆଦିଲ୍ଲୀ:ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ । ସୋସିଆଲ ମିଡିଆର ଯୁଗ ଆସିବା ପରେ ଅନେକ ଲୋକଙ୍କ ଭାଗ୍ୟ ଚମକିଯାଇଛି । ଲୋକମାନେ ନିଜ ନିଜର ଭିଡିଓ ପ୍ରସ୍ତୁତ କରି ଦୁନିଆ ଆଗରେ ରଖୁଛନ୍ତି । ଏପରି ପରିସ୍ଥିତିରେ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ଅନେକ ଅପେକ୍ଷା ପରେ ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି ।…

୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେବେ କେନ୍ଦ୍ର ସରକାର, ଜାଣନ୍ତୁ କ’ଣ ରହିଛି ମାମଲା?

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସରକାରୀ ଯୋଜନା ପରିଚାଳିତ ହେଉଛି, ଯାହା ଅଧୀନରେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି,…

ପୁଣି ମାଡ଼ିଲା ସଂକ୍ରମଣ: ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ମାମଲା ଚିହ୍ନଟ, ୩୧ ମୃତ

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ କୋଭିଡ ମାମଲା ପୁଣି ବଢ଼ିଯାଇଛି । ମଙ୍ଗଳବାର ଦିନ ୨୫୬୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ସଂକ୍ରମଣ ମାମଲା ୩ ହଜାର ପାର୍ କରିଛି । ଦେଶରେ ଗତ ୨୪ ଘଣ୍ଟାରେ ୩୨୦୫ ନୂଆ…

ଏହି ୨ଗୁଣ ମଣିଷକୁ କରିଥାଏ ସଫଳ ଓ ମହାନ୍, ଜୀବନରେ ମିଳିଥାଏ ଭରପୂର ସମ୍ମାନ

ଚାଣକ୍ୟ ନୀତି ହିସାବରେ, ଜଣେ ବ୍ୟକ୍ତି ନିଜ ଗୁଣ ଦ୍ୱାରା ପରିଚିତ ହୋଇଥାଏ । ଗୁଣ ଥିବା ବ୍ୟକ୍ତିଙ୍କୁ ସମସ୍ତେ ଭଲ ପାଆନ୍ତି । ଏପରି ଲୋକମାନେ ଜୀବନରେ ସଫଳତା ପାଆନ୍ତି । ଲୋକଙ୍କୁ ଜୀବନରେ ମାନ ସମ୍ମାନର କୌଣସି ଅଭାବ…