fbpx
Browsing Category

ଦେଶ

ପଶ୍ଚିମବଙ୍ଗରେ ବିକ୍ଷୋଭ ଯୋଗୁଁ ଟ୍ରେନ ବାତିଲ

ପଶ୍ଚିମବଙ୍ଗ, ୧୪ା୧୨: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି । ବିଭିନ୍ନ ରେଳ ଷ୍ଟେସନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଅବରୋଧ ହୋଇଥିବା…

ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରି ଦେଇଛନ୍ତି : ରାହୁଲ ଗାନ୍ଧି

ନୂଆଦିଲ୍ଲୀ, ୧୪ା୧୨: ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ରାଲି କରାଯାଇଛି । ସେହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି ରାହୁଲ ଗାନ୍ଧି । କୃଷକ ଓ…

ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ପ୍ରତି ଘରୁ ଆସିବ ଗୋଟିଏ ଇଟା ଓ ୧୧ ଟଙ୍କା: ଯୋଗୀ

ଲକ୍ଷ୍ନୌ,୧୪ ।୧୨: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର କରିବା ପାଇଁ ପ୍ରତି ପରିବାର ଗୋଟିଏ ଇଟା ଓ ୧୧ଟଙ୍କା ଦେବାକୁ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଝାରଖଣ୍ଡର ଗିରିଡିହ ନିର୍ବାଚନୀ ରାଲି କରିବା…

ଆସାମରେ କର୍ଫ୍ୟୁ କୋହଳ, କିନ୍ତୁ ଇଣ୍ଟରନେଟ୍ ଏବେବି ବନ୍ଦ

ଗୁଆହାଟୀ,୧୪ ।୧୨: ନାଗରିକତା ସଂଶୋଧନ ବିଲ୍ ବିରୋଧରେ ଆସାମ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆସାମ, ତ୍ରିପୁରାରେ ସେନା ଛାଉଣି ହୋଇ ରହିବା ସହିତ କର୍ଫ୍ୟୁ ବି ଲାଗୁ ହୋଇଛି ।…

ଅମତି ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ, ୧୩ା୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି । ଆସନ୍ତା ରବିବାର ଓ ସୋମବାରର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ସିଲଂରେ ନର୍ଥ…

ନାଗରିକତା ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ପୋଡ଼ିଲେ ରେଲୱେ ଷ୍ଟେସନ

ପଶ୍ଚିମବଙ୍ଗ, ୧୩ା୧୨: ନାଗରିକତା ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନକାରୀ ପୋଡ଼ାଜଳା କରିଥିବା ସୂଚନା ମିଳିଛି । ମୂର୍ଶିଦାବାଦର ଏକ ରେଲୱେ ଷ୍ଟେସନରେ ନିଆଁ ଲଗାଇଛନ୍ତି…

ଅର୍ଥ ବ୍ୟବସ୍ଥାରେ ସୁଧାର ଦେଖାଯାଉଛି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, ୧୩ା୧୨: ଅର୍ଥ ବ୍ୟବସ୍ଥା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଦେଶର ଅର୍ଥବ୍ୟବସ୍ଥା ସୁଧାର ପାଇଁ ଅନେକ ପଦକ୍ଷେପ ନେଇଛୁ । ନିବେଶ ବଢ଼ାଇବାକୁ କର୍ପୋରେଟ…

ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୩ା୧୨: ନାଗରିକତା ସଂଶୋଧନ ବିଲ୍ ଲାଗୁ କରିବାକୁ ସବୁ ରାଜ୍ୟ ବାଧ୍ୟ । କେନ୍ଦ୍ରୀୟ ଆଇନ ଲାଗୁ ନ କରିବାର ଅଧିକାର କୌଣସି ରାଜ୍ୟର ନାହିଁ । ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ…

ବାତିଲ ହେଲା ଭାରତ-ଜାପାନ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, ୧୩ା୧୨: ଭାରତ ଓ ଜାପାନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀ ଆଜି ବାତିଲ ହୋଇଥିବା ସୂଚନା ମିଳିଛି । ଗୁଆହାଟିରେ ଭାରତ-ଜାପାନ ଶିଖର ସମ୍ମିଳନୀ ହୋଇଥାନ୍ତା । ନାଗରିକତା ସଂଶୋଧନ ବିଲ ନେଇ ଗୁଆହାଟିରେ…

ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୩ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଆଜି ଲୋକସଭାରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ରାହୁଲଙ୍କ ଏହି ବିବାଦୀୟ ବୟାନ ବିରୋଧରେ ଗୃହରେ ହୋହଲ୍ଲା କରିଥିଲେ…