fbpx
Browsing Category

ଦେଶ

ଚରିତ୍ର ଉପରେ ସନ୍ଦେହ କରି ପତ୍ନୀର ନାକ କାଟିଲା ସ୍ୱାମୀ

ସନ୍ଦେହ ଯୋଗୁଁ ଉଜୁଡିଗଲା ସୁନାର ସଂସାର । ପତ୍ନୀର ଚରିତ୍ର ଉପରେ ସନ୍ଦେହ କରି ନାକ କାଟିଲା ସ୍ୱାମୀ । ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏହି ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ପୋଲିସର କହିବା ମୁତାବକ,…

ବିଷାକ୍ତ ମଦ ପିଇ ଚାଲିଗଲା ୮ ଜୀବନ

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଅବୈଧ ଭାବେ ବିଷାକ୍ତ ମଦ ପିଇବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨ ଜଣଙ୍କର ଅବସ୍ଥା ଗୁରୁତର ଅଛି । ପୋଲିସର କହିବା ମୁତାବକ, ଶନିବାର ଓ ରବିବାର ଦିନ ଏହି ଲୋକମାନେ ବିଷାକ୍ତ ମଦ…

ଚିନ୍ତାରେ ସେଲୁନବାଲା,ଦେଢ଼ମାସ କଇଁଚୀ ଖୂର ନବାଜି ଚୁଟିଦାଢ଼ି ଜଟ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): ଲକ ଡାଉନକୁ ପୁରିଲା ୪୫ ଦିନ । ଆଜିଠୁ ଲକଡାଉନ ୩.୦ ଆରମ୍ଭ ହେଲା । ହେଲେ ଏହି ତୃତୀୟ ପର୍ଯ୍ୟାୟରେ କିଛି କ୍ଷେତ୍ରକୁ କୋହଳ କରିଛନ୍ତି ସରକାର । ମଦ ଦୋକାନ ସହ,ପାନ ଓ ସେଲୁନ ଦୋକାନ…

ରାଜ୍ୟ ବାହାରେ ଫସିଥିବା ପ୍ରବାସୀଙ୍କ ରାଜ୍ୟ ଫେରନ୍ତା ଖର୍ଚ୍ଚ ଉଠାଇବ କଂଗ୍ରେସ

ନୂଆଦିଲ୍ଲୀ, ୪ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଅନେକ ପ୍ରବାସୀ ବାହାର ରାଜ୍ୟରେ ଫସି ରହିଛନ୍ତି । ଏନେଇ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଗସ୍ତ…

ହନ୍ଦୱାଡାରେ ସହୀଦକଣ୍ଣେଲଙ୍କ ସ୍ତ୍ରୀଙ୍କୁ ଫୋନ କରି ଆତଙ୍କବାଦୀ କହିଲା ସଲାମ ୱାଲେକୁମ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର):ଜମ୍ମୁକାଶ୍ମୀର ହନ୍ଦୱାଡାରେ ଗତ ଶନିବାର ଆତଙ୍କବାଦୀ ଓ ସେନା ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଯାହା ରବିବାର ଯାଏ ଚାଲିଥିଲା ।ଅପରେସନରେ ସମସ୍ତ ଆତଙ୍କବାଦୀ ପ୍ରାଣ ହରାଇଲେ ।…

ପାଇଖନାରେ କ୍ୱାରେଣ୍ଟିନ ହେଲେ ଶ୍ରମିକ ସ୍ୱାମୀ ସ୍ତ୍ରୀ,ଖାଇବା ବି ସେଇଠି ଖାଇଲେ

ଭୁବନେଶ୍ୱର:୪ ।୫(ଓଡିଶା ଭାସ୍କର): କ୍ୱାରେଣ୍ଟିନରେ ରଖିବାକୁ ଯାଗା ମିଳିଲାନି । ଶୈାଚାଳୟରେ ରଖିଲେ । ଖାଦ୍ୟ ବି ସେଠି ପରଷାଗଲା । ଆଉ ବାଧ୍ୟରେ ଖାଇଲେ ଶ୍ରମିକ ଦମ୍ପତ୍ତି । ଏଭଳି ଚାଂଚଲ୍ୟକର ଖବର ଆସିଛି…