Browsing Category

ଦେଶ

ବିଶ୍ୱ ବ୍ୟାଙ୍କରେ ଅବସ୍ଥାପିତ ହେଲେ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ବିଜେତା ରଞ୍ଜିତସିନ୍ ଜିଜେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱସ୍ତରରେ ପୁଣି ଜଣେ ଭାରତୀୟ ବଡ଼ ପଦବୀରେ ଅସ୍ଥାପିତ ହୋଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ରଞ୍ଜିତସିନ୍ ଡିଜେଲ୍। ସେ ପୂର୍ବରୁ ଗ୍ଲୋବାଲ୍ ଟିଚର୍ ଆୱାର୍ଡ ପାଇ ଭାରତ ପାଇଁ…

ସମୁଦ୍ରରେ ବଢିବ ଭାରତର ତାକତ୍: ୬ ବୁଡ଼ାଜାହାଡ ପାଇଁ ୫୦ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ: ଗତ କିଛି ମାସ ଧରି ପୂର୍ବ ଲଦାଖରେ ଚୀନ ସହ ଚାଲିଥିବା ବିବାଦ ଓ ଜମ୍ମୁ-କାଶ୍ମୀରରେ ପାକିସ୍ତାନୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତ ନିଜ ସେନାର ଶକ୍ତି ବଢାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସମୁଦ୍ରରେ…

‘ସାର୍ ମୋତେ ରାତିରେ ରୁମକୁ ଡାକୁଥିଲେ ଆଉ….’ ମହିଳା ଫୁଡ୍ ଇନ୍ସପେକ୍ଟରଙ୍କ ଗୁରୁତର ଅଭିଯୋଗ ପରେ ପଦରୁ ହଟିଲେ ଏସଡିଏମ୍

ଭୋପାଳ: ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ ଜଣେ ମହିଳା ଫୁଡ ଇନ୍ସପେକ୍ଟର ଏସଡିଏମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏସଡିଏମ ସନ୍ତୋଷ ତିୱାରୀ ମହିଳାଙ୍କ ପ୍ରତି ଅଶ୍ଲୀଳ ଆଚରଣ କରିଥିବା ଅଭିଯୋଗ ହୋଇଛନ୍ତି ।…

ନବୀନଙ୍କ ସମର୍ଥନରେ ବାହାରିଲେ ବିଜୟନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଡେଲ ଟିକା ନୀତି ପ୍ରସ୍ତାବକୁ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ସମର୍ଥନ କରିଛନ୍ତି । ଏହି ଅବସରରେ ଶ୍ରୀ ବିଜୟନ ନବୀନଙ୍କ ନିକଟକୁ ଏକ ଚିଠି…

ପିଏମ ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ବ୍ୟକ୍ତିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । କୁହାଯାଉଛି ଯେ, ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ପିଏମ…

ନା ଜିନ୍ସ, ନା ଟି-ସାର୍ଟ, ନା ସ୍ପୋର୍ଟ୍ସ ଜୋତା… ଏବେ କେବଳ ସାଦା ପୋଷାକ ପିନ୍ଧିବେ ସିବିଆଇ ଅଫିସର

ନୂଆଦିଲ୍ଲୀ : ଏବେ ସିବିଆଇ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଜିନ୍ସ, ଟି-ସାର୍ଟ ଏବଂ ସ୍ପୋର୍ଟ୍ସ ଜୋତା ପିନ୍ଧିବା ମନା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନୂତନ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ପଦ…

ଦିଲ୍ଲୀ ୟୁନିଭର୍ସିଟି ଆରମ୍ଭ କରିବ ଅଣ୍ଡର୍ ଗ୍ରାଜୁଏଟ୍ ପାଇଁ ପଞ୍ଜୀକରଣ, ଜାଣନ୍ତୁ କେବେଠାରୁ…

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ରେ ଖୁବ୍ ଶୀଘ୍ର ଅଣ୍ଡର୍ ଗ୍ରାଜୁଏଟ୍ ଆଡମିସନ୍ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ ହେବ । ବିଭାଗୀୟ ଚେୟାରମ୍ୟାନ୍ ରାଜୀବ ଗୁପ୍ତା କହିଛନ୍ତି ଯେ ଜୁଲାଇ ୧୫ ସୁଦ୍ଧା…

ଆରମ୍ଭ ହେଲା କି କରୋନାର ତୃତୀୟ ଲହର! ୨ ରାଜ୍ୟରେ ୯୦ ହଜାର ଶିଶୁ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ସୁଦ୍ଧା ଥମିନଥିବା ବେଳେ ତୃତୀୟ ଲହର ହଇଚଇ ସୃଷ୍ଟି କରିଛି । ତୃତୀୟ ଲହରକୁ ନେଇ ପ୍ରଥମରୁ ଚେତାବନୀ ଦିଆସରିଛି କି, ଏହା ଶିଶୁଙ୍କ ପାଇଁ ଅଧିକ…

ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପ୍ରୟାସ ବୃଥା, ଖାଲି ହାତରେ ଡୋମିନିକାରୁ ଉଡାଣ ଭରିଲା ଭାରତୀୟ ବିମାନ !

ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି । କିନ୍ତୁ ଚୋକସିକୁ ଆଣିବା ପାଇଁ ଗତ ସପ୍ତାହରେ ଦସ୍ତାବିଜ ସହ ଡୋମିନିକା ଯାଇଥିବା ଭାରତର…

ଗୁଗଲ୍ ସର୍ଚ୍ଚରେ କନ୍ନଡ ‘ସବୁଠୁ କଦର୍ଯ୍ୟ ଭାଷା’, ତେଜିଲା ବିବାଦ

ବେଙ୍ଗାଲୁରୁ(ଓଡ଼ିଶା ଭାସ୍କର): ଭାରତର ସବୁଠୁ କଦର୍ଯ୍ୟ ଭାଷା କଣ? ଏହାର ଉତ୍ତରରେ ଗୁଗଲ୍ କହୁଥିଲା ‘କନ୍ନଡ଼’ । ସେଇଠୁ ଆରମ୍ଭ ହେଲା ବିବାଦ । ସାରା କର୍ଣ୍ଣାଟକରୁ ଗୁଗଲ୍ ବିରୋଧରେ ଶୁଭିଲା ଗର୍ଜନ । ବିଶ୍ୱର ଏହି ପ୍ରମୁଖ…