Browsing Category

ଦେଶ

ଲଦାଖରେ ଭାରତୀୟ ସେନାର ତୋପବର୍ଷଣକାରୀ ‘କେ-୯’ ବଜ୍ର ସଜାଗ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ୨୦୨୦ରେ ଚୀନ ସହ ହୋଇଥିବା ବିବାଦ ପରଠାରୁ ଭାରତୀୟ ସେନା ପୂରା ସତର୍କ ରହିଛି । ସମ୍ପ୍ରତି ଭାରତୀୟ ସେନା ଲଦାଖରେ ଚୀନ ତରଫରୁ କୌଣସି ସମ୍ଭାବ୍ୟ…

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବଡ ନିଷ୍ପତ୍ତି: ରଦ୍ଦ ହେଲା CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଦେଶବ୍ୟାପୀ ବାତିଲ ହୋଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । କୋଭିଡ ସ୍ଥିତିକୁ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା କାଳରେ…

ଅନଲାଇନ୍‌ କ୍ଲାସରେ ସହ ହୋମୱାର୍କର ଚାପ; ବିରକ୍ତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ଭିଡିଓ ସୋସିଆଲ ମିଡ଼ିଆରେ…

ନୂଆଦିଳ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କରୋନା ଦ୍ବିତୀୟ ଲହରୀ ଆତଙ୍କ ଖେଳାଇଛି। ଭୟର ବାତାବରଣ ମଧ୍ୟରେ ଦେଶବାସୀ ଗୃହବନ୍ଦୀ ଜୀବନ ବିତାଉଛନ୍ତି। ଏଥି ମଧ୍ୟରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ସଟ୍‌ଡାଉନ୍  ଓ ନାଇଟ୍…

କାଳ ହେଲା ମେ’ ମାସ: ହୋଇଛି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରରେ ମୃତ୍ୟୁହାର ସବୁଠାରୁ ଅଧିକ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ମୃତ୍ୟୁହାରରେ ଲଗାମ ଲାଗି ପାରୁନାହିଁ । ହଁ ଏହା ସତ ଯେ ନୁତନ ସଂକ୍ରମଣ ମାମଲା…

ନକ୍ସଲ କମାଣ୍ଡରରୁ କଂଗ୍ରେସ ବିଧାୟିକା ପର୍ଯ୍ୟନ୍ତ ସାଥୀକ୍କାଙ୍କ ଯାତ୍ରା, ଜାଣନ୍ତୁ ଗରିବଙ୍କ ଦୁଃଖ ଦୂର କରିବାକୁ କିପରି ଥିଲା ତାଙ୍କ ସଂଘର୍ଷ

ତେଲେଙ୍ଗାନା: ନକ୍ସଲ କମାଣ୍ଡରରୁ କଂଗ୍ରେସ ନେତା ସାଜିଥିବା ଦନସାରୀ ଅନୁସୂୟା ତଥା ସାଥୀକ୍କା ଆଜି ସାରା ଦେଶର ନାଗରିକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦିନ ଥିଲା ସେ ମାଓ ବୋର୍ଡରରେ ଜଣେ ନକ୍ସଲ କମାଣ୍ଡର ହିସାବରେ…

କରୋନା ପଜିଟିଭ ମା’ କୋଳରୁ ଜନ୍ମ ନେଇ ମୃତ୍ୟୁକୁ ହରାଇଲା ନବଜାତ ଶିଶୁ, କିନ୍ତୁ…

ଗୁଜରାଟ: ଦେଶରେ କରୋନାର ଦ୍ୱିତୀୟ ଲହର କମିବାରେ ଲାଗିଥିବା ବେଳେ ଏଭଳି କିଛି ମାମଲା ସାମ୍ନାକୁ ଆସୁଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । କରୋନାରେ ବୟସ୍କ ଓ ଯୁବପିଢିମାନଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା…

ମାତ୍ର ୨୨ ଦିନରେ ଗୋଟିଏ ପରିବାରର ୬ ଜଣଙ୍କ ମୁଣ୍ଡନେଲା କରୋନା

ନୂଆଦିଲ୍ଲୀ: ଦୁଇବର୍ଷ ହେଲା ବିଶ୍ୱରେ ନିଜର କାୟା ମେଲାଇ ଚାଲିଛି ମହାମାରୀ କରୋନା । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ କରୋନା ଭାଇରସ୍ କବଳରେ ଛଟପଟ ହେଉଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ପ୍ରାଣ ନେଲାଣି…

କୋଭିଡର ଆର୍ଥିକ ପ୍ରଭାବ: ରୋଜଗାର ହରାଇଲେ ଏକ କୋଟି ଲୋକ, ୯୭ % ପରିବାରଙ୍କ ଆୟ ହ୍ରାସ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଦେଶକୁ ତଳିତଳାନ୍ତ କରିବା ସହ ଲୋକଙ୍କ ରୋଜଗାର ଉପରେ ଜୋରଦାର ପ୍ରହାର କରିଛି । ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି…

ସାଗର ହତ୍ୟା ମାମଲାରେ ବଢିବାରେ ଲାଗିଛି ସୁଶୀଲଙ୍କ ଅଡୁଆ, ବନ୍ଧୁକ ଲାଇସେନ୍ସ ରଦ୍ଦ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ସାଗର ରାଣା ହତ୍ୟା ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । ଏବେ…

୧୭ ବର୍ଷର ଛାତ୍ର ସହ ଛୁ’ ମାରିଲେ ଶିକ୍ଷୟିତ୍ରୀ, ଟ୍ୟୁସନ୍ ବାହାନାରେ ଚାଲିଥିଲା ଲୁଚା-ଛପା ପ୍ରେମ

ପାନୀପତ: ଆଧୁନିକ ଯୁଗରେ ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କ କଳୁଷିତ ହେବାରେ ଲାଗିଛି । ସେହିପରି ଏକ ଘଟଣା ହରିୟାଣାର ପାନିପତ ସହରରୁ ଆସିଛି , ଯେଉଁଠି ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଜର ୧୭ ବର୍ଷର ଛାତ୍ରଙ୍କୁ ପ୍ରେମ…