Browsing Category

ଦେଶ

ସୋମବାର ଠାରୁ ଆରମ୍ଭ ହେବ ଅନ୍‌ଲକ୍‌ ପ୍ରକ୍ରିୟା, ନିର୍ମାଣକାର୍ଯ୍ୟ ଏବଂ କଳକାରଖାନା ଖେଲିବାକୁ ମିଳିବ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରକୋପ ରାଜଧାନୀରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏଥିାଇଁ ଦିଲ୍ଲୀରେ ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଘୋଷଣା କରିଛନ୍ତି…

୪୩ତମ ଜିଏସ୍‌ଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି, କୋଭିଡ୍‌ ଓ ବ୍ଲାକ୍‌ ଫଙ୍ଗସ୍‌ ସହ ଜଡ଼ିତ ସାମଗ୍ରୀର ଆମଦାନୀରେ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ/ ଭୁବନେଶ୍ୱର (ଓଡ଼ିଶା ଭାସ୍କର ): ଶୁକ୍ରବାର ଅନୁଷ୍ଠିତ ୪୩ତମ ଜିଏସ୍‌ଟି ପରିଷଦ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦେଶରେ କରୋନା ମହାମାରୀ ସ୍ଥିତିକୁ ଆଖି ଆଗରେ ରଖି ବିଦେଶରୁ…

୨୦୨୧ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ଦିଆଯିବ ଟିକା : କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) କରୋନା ବିରୋଧୀ ଲଢ଼େଇକୁ ଆହୁରି ଜୋରଦାର କରାଯିବ । ଟିକାକରଣ ହିଁ କରୋନା ଭାଇରସ ବିରୋଧରେ ଏକମାତ୍ର ଅସ୍ତ୍ର ହୋଇଥିବାରୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ…

ଡିସେମ୍ବର ସୁଦ୍ଧା ୨୦୦ କୋଟି କରୋନା ଟିକା ଡୋଜ ପ୍ରସ୍ତୁତ ହେବ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତଙ୍କୁ କରୋନା ଟିକା ଦିଆଯିବା ନେଇ କେନ୍ଦ୍ର ମନ୍ତ୍ରୀ ଦାବି କରିଛନ୍ତି। ସେ କହିଛନ୍ତି ଟିକା ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି। ବର୍ଷ ଶେଷ ସୁଦ୍ଧା ଦେଶରେ…

୯୯୦ ଟଙ୍କାରେ ମିଳିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଔଷଧ ୨-ଡିଜି

ନୂଆଦିଲ୍ଲୀ:  ଦେଶରେ କରେନା ଭାଇରସ ସହ ଲଢେଇ ପାଇଁ ଟିକାକରଣକୁ ବ୍ୟାପକ କରାଯାଉଛି । ଏବେବି ଅନେକ ରାଜ୍ୟରେ କରୋନା ସ୍ଥିତି ଜଟିଳ ରହିଛି  । କରୋନ ରୋଗୀଙ୍କୁ ସୁସ୍ଥ ହେବା ପାଇଁ ଫାବିଫିରାଭିର, ରେମଡେସିଭିର ଭଳି ଔଷଧ…

ଭାରତୀୟ ହକି ତାରକା ଧ୍ୟାନ୍‌ଚାନ୍ଦ୍‌ଙ୍କ ଜୀବନୀ ଉପରେ ପ୍ରସ୍ତୁତ ହେବ ବାୟୋପିକ୍ , ଧ୍ୟାନ୍‌ଚାନ୍ଦ୍‌ଙ୍କ ଭୂମିକାରେ ନଜର ଆସିବେ ବରୁନ

ମୁମ୍ବାଇ (ଓଡ଼ିଶା ଭାସ୍କର): ବିଶ୍ବବିଖ୍ୟାତ ଭାରତୀୟ ହକି ତାରକା ଧ୍ୟାନଚାନ୍ଦଙ୍କ ଆତ୍ମଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର । ଏଥିରେ ଧ୍ୟାନଚାନ୍ଦ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତା ବରୁନ ଧାୱନ…

ଜାପାନ ଡାକ୍ତରଙ୍କ ସତର୍କବାଣୀ: ବଡ଼ ବିପଦକୁ ଟାଣି ଆଣିବ ଟୋକିଓ ଅଲିମ୍ପିକ୍ସ , କରୋନା ସଂକ୍ରମଣ ଆଉ ଏକ ନୂଆ ଷ୍ଟ୍ରେନ ସୃଷ୍ଟି ହେବା ଆଶଙ୍କା…

ଟୋକିଓ  : ଜାପାନ ସରକାର କରୋନା ଆତଙ୍କକୁ ବେଖାତିର କରି ଆସନ୍ତା ଜୁଲାଇ ମାସରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନ କରିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଦେଶର ବହୁ ସଂଖ୍ୟକ ସଚେତନଶୀଳ ବ୍ୟକ୍ତି ବିଶେଷ ଓ…

କରୋନା ପାଇଁ ଏହି ରାଜ୍ୟରେ ଲାଗୁ ହେଲା ଏସମା ଆଇନ୍‌, ୬ ମାସ ପର୍ଯ୍ୟନ୍ତ ଧର୍ମଘଟ କରିପାରିବେନି ସରକାରୀ କର୍ମଚାର

ଲକ୍ଷ୍ନୌ (ଓଡ଼ିଶା ଭାସ୍କର): କରୋନା ମହାମାରୀ ମଧ୍ୟରେ, ଉତ୍ତରପ୍ରଦେଶରେ ଥିବା କିଛି ସରକାରୀ କର୍ମଚାରୀଙ୍କ ୟୁନିୟନ ସେମାନଙ୍କ ଦାବି ଉପରେ ଧର୍ମଘଟ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଉ ଏ ବାବଦରେ ଜାଣିବାପଡିବା ପରେ…

ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଳୀ: ଗୋଟିଏପଟେ ଦିଲ୍ଲୀରେ କରୋନା ସଂକ୍ରମଣରେ ହ୍ରାସ ହେବାପରେ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ତେବେ ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ରହିଛି । ଦିଲ୍ଲୀରେ ଶୁକ୍ରବାର କରୋନା…