Browsing Category
ରାଜ୍ୟ
ଖୁସି ଖବର: ଓଡ଼ିଶାରୁ ଆଜି ୧୧,୩୪୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଜି ଆଉ ୧୧ ହଜାର ୩୪୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନାରୁ ସୁସ୍ଥ…
ସ୍ୱତନ୍ତ ଡ୍ରାଇଭରେ ସାମ୍ବାଦିକଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ ଟିକା, ୩ ଦିନ ଧରି ଚାଲିବ ଟିକାକରଣ
ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଭୁବନେଶ୍ୱରରେ ସ୍ୱତନ୍ତ ଡ୍ରାଇଭରେ ସାମ୍ବାଦିକଙ୍କୁ ଟିକାକରଣ ହେବ। ୟୁନିଟ-୬ ବାଳିକା ବିଦ୍ୟାଳୟରେ ସାମ୍ବାଦିକଙ୍କୁ ଟିକାକରଣ କରାଯିବ। ସ୍ୱାସ୍ଥ୍ୟବୀମା କାର୍ଡ଼ଧାରୀ କାର୍ଯ୍ୟରତ…
୯ରେ ଟିକା ଟେଣ୍ଡର ପ୍ରାଇସ୍ ବିଡ୍
ଭୁବନେଶ୍ୱର(ଓଡିଶା ଭାସ୍କର): ଟିକା ଅଭାବକୁ ଦୃଷ୍ଟିରେ ରଖି ଟିକା କିଣିବା ନେଇ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଆରମ୍ଭ କରିଛନ୍ତି । ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ପ୍ରାଇସ୍ ବିଡ ପାଇଁ ଦିନ ଘୁଞ୍ଚାଇଛି…
ଭୁବନେଶ୍ୱରରୁ ଆଜି ୭୫୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୭୫୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
କାଲି ସକାଳ ସୁଦ୍ଧା ୧୨ ଜିଲ୍ଲା ସାବଧାନ୍! ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ସୁଦ୍ଧା ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି -…
ବାରାହାଗଡିଆ ଛକ ନିକଟରେ ସିରିଜ ଦୁର୍ଘଟଣା: ଘଟଣାସ୍ଥଳରେ ଆଖିବୁଜିଲେ କକା-ପୁତୁରା, ଡ଼ମ୍ଫର ଡ୍ରାଇଭରର ହାତ ଗୋଡ଼ ବାନ୍ଧି ଅଟକ ରଖିଲେ…
ଜଳେଶ୍ୱର (ଓଡ଼ିଶା ଭାସ୍କର) : ଜଳେଶ୍ଵର ଥାନା ୫୭ ନମ୍ବର ରାଜ୍ୟ ରାଜପଥ ବାରାହାଗଡିଆ ଛକ ନିକଟରେ ସିରିଜ ଦୁର୍ଘଟଣା।ଏକ ଡ଼ମ୍ଫର ଓ ଧାନ ବୋଝେଇ ଟାଟା ଏସିଇ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଚନ୍ଦନେଶ୍ୱର ପଟୁ…
ମହାନଦୀକୁ ଡେଇଁ ପଡିଲେ ସ୍ୱାମୀ, ସ୍ତ୍ରୀ
କଟକ: ଯୋବ୍ରା ବ୍ୟାରେଜରେ ମହାନଦୀକୁ ଡେଇଁ ପଡ଼ିଲେ ଦମ୍ପତି । ପତି ପତ୍ନୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ…
ନିଜ ମଥାର ସିନ୍ଦୂର ନିଜେ ପୋଛିଦେଲା ସ୍ତ୍ରୀ : ସ୍ୱାମୀର ତଣ୍ଟି ଚିିପି ନିର୍ମମ ଭାବେ କଲା ହତ୍ୟା, ପତ୍ନୀ ଓ ଶଳାକୁ ଗିରଫ କରି କୋର୍ଟଚାଲାଣ କଲା…
ବାମ୍ରା (ଓଡ଼ିଶା ଭାସ୍କର): ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ପାରିବାରିକ କଳି ଅସହ୍ୟ ହେବାରୁ ସମ୍ପର୍କୀୟ ଭାଇ(ଶଳା) ସହ ମିଶି ସ୍ୱାମୀର ତଣ୍ଟି ଚିିପି ହତ୍ୟା କରିଲେ ମଞ୍ଜରୀ। ଏଭଳି ଅଭାବନୀୟ ଘଟଣା …
ଓଡିଶାର ୧୨ ଅନାଥ ପିଲାଙ୍କୁ ମିଳିବ କରୋନା ଭତ୍ତା
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । କରୋନାରେ ବାପା, ମାଆଙ୍କୁ ହରାଉଥିବା ପିଲାଙ୍କୁ ସହାୟତା ଯୋଗାଇବାକୁ ଅଣ୍ଟା ଭିିଡିଛନ୍ତି ସରକାର…
ଟିକା ଟେଣ୍ଡରରେ ମିଳିଲା ଦୁଇଟି ବିଡ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକା ଅଭାବକୁ ଦୃଷ୍ଟିରେ ରଖି ଟିକା କିଣିବା ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଛନ୍ତି । ଗ୍ଲୋବାଲ୍ ଟେଣ୍ଡରରେ ୨ଟି ଆବେଦନ ମିଳିଥିବା ସୂଚନା ମିଳିଛି । ଆଜି ଦୁଇଟି ବିଡ୍…