Browsing Category
ରାଜ୍ୟ
ଓଡିଶାରେ ପହଞ୍ଚିଲେ ଜଷ୍ଟିସ୍ ମହମ୍ମଦ ରଫିକ୍
ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଓଡିଶାରେ ପହଞ୍ଚିଛନ୍ତି ଜଷ୍ଟିସ୍ ମହମ୍ମଦ ରଫିକ୍ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଆସନ୍ତାକାଲି ଶପଥ ନେବେ । ଭୁବନେଶ୍ୱର ବିମାନବନ୍ଦରରେ ଜଷ୍ଟିସ୍ ରଫିକଙ୍କୁ…
ଅଖିମୁଠି ଅନୁକୂଳ କଲେ ଅରୁଣ ସାହୁ
ନୟାଗଡ,୨୬ ।୪(ଓଡିଶା ଭାସ୍କର): ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିର ଆଜିର ଦିନରେ କୃଷକମାନେ ସେମାନଙ୍କ ଜମିରେ ଅଖିୁମଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି ।…
ରାଉରକେଲାର ନାଲା ସହ ଦଶରଥପୁରର ୪ ଗାଁ ହେଲା କଣ୍ଟେନମେଣ୍ଟ ଜୋନ୍
ରାଉରକେଲା,୨୬ ।୪(ଓଡିଶା ଭାସ୍କର): କରୋନା ପାଇଁ ରାଉରକେଲାରର ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ । ନାଲା ରୋଡକୁ ସଂଯୋଗ…
ଭଦ୍ରକର ଫେରିଘାଟ ସମ୍ପୂର୍ଣ୍ଣ ସଟ୍-ଡାଉନ୍
ଭଦ୍ରକ,୨୬ ।୪(ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟର ୩ଟି ଜିଲ୍ଲା ଯଥା-ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଲାଗୁ ହୋଇଥିବା ୬୦ ଘଣ୍ଟିଆ ସଟ୍-ଡାଉନ୍ ଆଜି ହଟାଯାଇଛି । କିନ୍ତୁ ଏହାରି ମଧ୍ୟରେ ଭଦ୍ରକରେ ଥିବା ଫେରିଘାଟକୁ…
ବସରେ ସୁରକ୍ଷିତ ଭାବେ ଫେରିବେ ପ୍ରବାସୀ ଓଡିଆ ଶ୍ରମିକ
ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର) : ପ୍ରବାସୀ ଓଡିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିସାରିଛନ୍ତି । ଏହି…
ଡଙ୍ଗାରେ ଫେରିବା ଘଟଣାର ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଚେନ୍ନାଇ ଉପକୂଳରୁ ଡଙ୍ଗାରେ ଶ୍ରମିକମାନେ ଲୁଚି ଲୁଚି ଗଞ୍ଜାମ ଫେରିବା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।…
୩ ଜିଲ୍ଲାରୁ ହଟିଲା ସଟ୍-ଡାଉନ୍
ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟର ୩ଟି ଜିଲ୍ଲାରୁ ୬୦ ଘଣ୍ଟିଆ ସଟ୍-ଡାଉନକୁ ଆଜି ହଟାଯାଇଛି । ସେହି ୩ଟି ଜିଲ୍ଲା ହେଉଛି-ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୨୩…
ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ,ଆକ୍ରନ୍ତଙ୍କ ସଂଖ୍ୟା ୧୦୩ ଛୁଇଁଲା
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ରାଜ୍ୟରେ ଆଜି ଆଉ ୩ ଜଣ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ କାଲି ୧୦୦ ଛୁଇଁଥିବା କରୋନା ପଜେଟିଭଙ୍କ ସଂଖ୍ୟା ଏବେ ୧୦୩ ଛୁଇଁଛି । କିନ୍ତୁ ଚିନ୍ତାର କଥା ହେଉଛି କି…
ଚୁଟି ଦାଢ଼ି ବଢ଼ିଯାଉ ଯାଆନ୍ତୁନି ସେଲୁନ ,ସେଲୁନରେ ଚୁଟି କାଟି ୬ କରୋନା ସଂକ୍ରମିତ
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ସେଲୁନରେ ଚୁଟି କାଟି କରୋନା ସଂକ୍ରମିତ । ଏକାଥରକେ ୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଆହୁରି ୧୨ ଜଣ ଆକ୍ରାନ୍ତ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସମସ୍ତଙ୍କ ସ୍ୱାବ ଟେଷ୍ଟ…
ଆଜି ପବିତ୍ର ଅକ୍ଷୟ ତୃତୀୟା,ଶ୍ରୀମନ୍ଦିର ଭିତରେ ହେବ ରଥକାଠ ଅନୁକୂଳ,ସମାଜିକ ଦୂରତା ରଖି ଅଖିମୁଠି ଅନୁକୂଳ
ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର):ଅଜିପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନଠାରୁ ହିଁ ରଥପାଇଁ କାଠ ଅନୁକୂଳ କରାଯାଇଥାଏ । କିନ୍ତୁ ଏଥର କରୋନା କଟକଣା କୁ ନେଇ ଗଜପତି ମହାରାଜ,…