Browsing Category

ରାଜ୍ୟ

ବଢିଲା ବସ୍ ଭଡା

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଆଜିଠାରୁ ବଢିଲା ବସ୍ ଭଡା । ସାଧାରଣ ଓ ଏକ୍ସପ୍ରେସ ବସ୍ କି.ମି ପିଛା ୧ ପଇସା ବଢାଯାଇଛି । ସେହିପରି ଡିଲକ୍ସ ଓ ଏସି କି.ମି ପିଛା ୨ ପଇସା ବଢିଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ…

ପୁଣି ବର୍ଷା ହେବାର ସମ୍ଭାବନା, ବଢ଼ିବ ଶୀତ

ଭୁବନେଶ୍ୱର, ୬ା୧(ଓଡ଼ିଶା ଭାସ୍କର): ୮ରୁ ଉତ୍ତର ଓଡ଼ିଆ ଓ ଅନ୍ୟ ୪ଜିଲ୍ଲାରେ ପୁଣି ବର୍ଷା ସମ୍ଭାବନା ରହିଛି । ୪ଟି ଜିଲ୍ଲାଗୁଡ଼ିକ ହେଉଛି ନୂଆପଡ଼ା, ରାୟଗଡ଼ା, ଝାରସୁଗୁଡ଼ା ଓ ଦେବଗଡ଼ ।ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ…

ସ୍ୱାସ୍ଥ୍ୟ ବିଭାଗର ଆୟୁଷ୍ମାନ ସର୍ତ୍ତ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଯୋଜନା ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ସର୍ତ୍ତ ରଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସର୍ତ୍ତ ମଧ୍ୟରେ ସରକାରୀ ମେଡିକାଲରେ ପରିଚୟ ପତ୍ର…

ବିଜେପିର ବିଶାଳ ଜନଜାଗରଣ ଶୋଭାଯାତ୍ରା

କଟକ, ୬ା୧(ଓଡ଼ିଶା ଭାସ୍କର): ନାଗରିକତା ସଂଶୋଧନ ଆଇନକୁ ନେଇ କଟକରେ ବିଜେପି ବିଶାଳ ଶୋଭାଯାତ୍ରା କରିଛି । ସେହି ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସହ ବହୁ…

ପରଲୋକରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ମିନତି ମିଶ୍ର

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ମିନତି ମିଶ୍ରଙ୍କର ଆଜି ପରଲୋକ ଘଟିଛି । ୯୧ ବର୍ଷ ବୟସରେ ସ୍ୱିଜରଲ୍ୟାଣ୍ଡରେ ମିନତିଙ୍କ ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା…

ଭୁବନେଶ୍ୱରରେ ହେବ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଏମଏସଏମଇ ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର । ପ୍ରର୍ଦଶନୀ ପଡିଆରେ ଆସନ୍ତା ୮ରୁ ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ ଏହି ଟ୍ରେଡ ଫେୟାର ।…

୨୩ କୋଟିର ଜିଏସଟି ଠକେଇ, ୨ ଗିରଫ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ମେସ୍କୋ ଷ୍ଟିଲରେ ୨୩ କୋଟି ଟଙ୍କାର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ମୈଥାନ ଇସ୍ପାତ ଲିମିଟେଡର ୨ ଅଧିକାରୀ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଧିକାରୀ…

ରାସ୍ତାରୁ ଟିଫିନ୍ ବୋମା ଉଦ୍ଧାର

ନବରଙ୍ଗପୁର,୬ ।୧(ଓଡିଶା ଭାସ୍କର) : ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ସରଗୁଲି ଗାଁର ରାସ୍ତାରୁ ଟିଫିନ୍ ବୋମା ଉଦ୍ଧାର ହୋଇଛି । ସେହି ଗ୍ରାମର ଯୁବକ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୁଲିସ ଓ ବିଏସଏଫ୍ ଯବାନ…

ଚିଲିକାରେ ବଢିଲେ ୫୭ ହଜାର ପକ୍ଷୀ

ଚିଲିକା,୬ ।୧(ଓଡିଶା ଭାସ୍କର): ଚିଲିକାର ୨୦୧୯-୨୦ ପକ୍ଷୀ ଗଣନା ରିପୋର୍ଟ ପ୍ରକାଶ ପାଇଛି । ଗତବର୍ଷ ଅପେକ୍ଷା ଚିଲିକାରେ ୫୭ ହଜାର ପକ୍ଷୀ ବଢିଛନ୍ତି । ୨୦୧୯-୨୦ରେ ଚିଲିକାରେ ୧୮୪ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି…

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ ଜରିଆରେ ନିଜର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ…