Browsing Category
ଖେଳ
ଧୋନୀଙ୍କ ସହ ପନ୍ତଙ୍କୁ ତୁଳନା କରିବା ଭୁଲ: ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କୁ ମିଳିଲା ବିସିସିଆଇ ଅଧ୍ୟକ୍ଷଙ୍କ ସପୋର୍ଟ
ନୂଆଦିଲ୍ଲୀ: ଚଳିତ IPL ସିଜନରେ ନିରାଶ କରିଛନ୍ତି ଭାରତୀୟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ବ୍ୟାଟରେ ଫେଲ ମାରିଥିବା ପନ୍ତ ଅଧିନାୟକତ୍ୱରେ ମଧ୍ୟ ସେତେଟା ପ୍ରଭାବ ପକାଇ ପାରିନାହାନ୍ତି । ତେବେ ତାଙ୍କୁ…
ବଟଲରଙ୍କ ଆଉ ଏକ ଧୂଆଁଧାର ପାଳି: ଫାଇନାଲ ମ୍ୟାଚରୁ ୧୮୯ ରନ ଦୂରରେ ଗୁଜୁରାଟ ଟାଇଟନ୍ସ
କୋଲକାତା: କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଉଛି ଚଳିତ ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଟାଇଟନ୍ସକୁ ୧୮୯ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ ରୋୟଲ୍ସ ।…
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଟିମରୁ ଶିଖର ଧୱନଙ୍କୁ ବାହାର କରିବା ପାଇଁ କିଏ ନେଲେ ନିଷ୍ପତ୍ତି?: ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ୨୦୨୨ରେ ପୁଣି ଗର୍ଜିଛି ଶିଖର ଧୱନଙ୍କ ବ୍ୟାଟ । କିନ୍ତୁ ଖୋଲିଲାନି ଭାଗ୍ୟ । ଦମଦାର ପ୍ରଦର୍ଶନ ପରେ ମଧ୍ୟ ଦଳରେ ସ୍ଥାନ ପାଇ ପାରିଲେ ନି ଗବର । ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଶିଖର ଧୱନଙ୍କୁ…
କୋଲକାତାରେ କଳା ବାଦଲ: ବର୍ଷା ପାଇଁ ମ୍ୟାଚ ନ ହେଲେ କିଏ ପାଇବ ଫାଇନାଲର ଟିକେଟ?
କୋଲକାତା: ଚଳିତ IPL ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ ଆଜି ଗୁଜୁରାଟ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯିବ । ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଏଠାରେ ଆଜି ପ୍ରବଳ ବର୍ଷା…
ଶିଖର ଧାଓ୍ଵନଙ୍କୁ ଫୋନ କରିଥିଲେ ରାହୁଲ ଦ୍ରାବିଡ, ଜଣାଇଲେ କ’ଣ ପାଇଁ ଟି-୨୦ ଦଳରେ ଚୟନ କରାଗଲା ନାହିଁ !
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ ଜୁନ ୯ରୁ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଦଳ…
ଆଜି ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଫୋକସ୍ରେ ୨୦୨୪ ପ୍ୟାରିସ ଅଲମ୍ପିକ୍ସ ପ୍ରସ୍ତୁତି
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ତେବେ ଚୀନ୍ ଓ ଜାପାନ ପରି ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବା ପାଇଁ ସ୍କୁଲ ସ୍ତରରୁ…
‘ଯଦି ମୁଁ IPL ଖେଳିଥାନ୍ତି……….’: ଟିମ ଇଣ୍ଡିଆରେ କମବ୍ୟାକ ପରେ ଏମିତି କହିଲେ ଚେତେଶ୍ୱର ପୂଜାରା
ନୂଆଦିଲ୍ଲୀ: କାଉଣ୍ଟି କ୍ରିକେଟରେ ଦମଦାର ପ୍ରଦର୍ଶନ ପରେ ପୁଣି ଥରେ ଟିମ ଇଣ୍ଡିଆରେ କମବ୍ୟାକ କରିଛନ୍ତି ଚେତେଶ୍ୱର ପୂଜାରା । ଗତବର୍ଷ ଇଂଲଣ୍ଡ ବିପକ୍ଷରେ ବାକି ଥିବା ଏକ ଟେଷ୍ଟ ମ୍ୟାଚ ପାଇଁ ପୂଜାରା ପୁଣିଥରେ ଦଳରେ…
ଜାଣନ୍ତୁ ପ୍ଲେଅଫରେ ୪ ଦଳର କଣ ହୋଇପାରେ ସୁପରହିଟ ପ୍ଲେଇଙ୍ଗ ୧୧: କିଏ ହେବେ ଅଧିନାୟକ
ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ର ୧୫ତମ ସିଜନ । ଆଉ ହାତରେ ମାତ୍ର ୪ଟି ମ୍ୟାଚ ବାକି । ଅର୍ଥାତ ପ୍ଲେଅଫ ପାଇଁ ପ୍ରସ୍ତୁତ ସିଜନର ୪ଟି ଶକ୍ତିଶାଳୀ ଦଳ । ଗୁଜୁରାଟ ଟାଇଟନ୍ସ, ରାଜସ୍ଥାନ ରୋୟଲ୍ସ, ଲକ୍ଷ୍ନୌ ସୁପର…
ଏହି ଖେଳାଳିଙ୍କୁ ଚୟନ କରିବା ଉଚିତ ଥିଲା: ବିସିସିଆଇର ଚୟନ କମିଟି ଉପରେ ରାଗିଗଲେ ସେହୱାଗ ଓ ହରଭଜନ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ ଅନେକ ନୂଆ ଚେହେରା ପଦାର୍ପଣ କରୁଥିବା ବେଳେ ଅନେକ ଖେଳାଳି ଦଳକୁ କମବ୍ୟାକ କରୁଛନ୍ତି । ତେବେ ଏମିତି ଜଣେ…
ଆସନ୍ତା ବର୍ଷ ବିସିସିଆଇ ଆୟୋଜନ କରିବ ‘ମହିଳା ଆଇପିଏଲ’, ଭାଗନେବେ ୬ଟି ଟିମ୍
ନୂଆଦିଲ୍ଲୀ: କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ପୁରୁଷଙ୍କ ପରି ଏବେ ମହିଳାଙ୍କ ପାଇଁ ଆୟୋଜନ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) । ଗତ ୨୦୧୮ରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)…