Browsing Category

Breaking News

ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ: ମିଲରଙ୍କ ଶତକୀୟ ଇନିଂସ, ଅଷ୍ଟ୍ରେଲିଆ ଆଗରେ ୨୧୩ ରନର ଟାର୍ଗେଟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିସାରିଛି । ତେବେ ଆଜି ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ…

ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ୨୦୨୦ରେ ଯାଜପୁର ଜିଲ୍ଲାରେ ଘଟିଥିଲା ଏକ ଲୋମହର୍ଷକ ଘଟଣା । ଏଠାରେ ଗୁଣିଗାରେଡି ସନ୍ଦେହରେ ଏକ ଦମ୍ପତିଙ୍କୁ ପୋଡି ମାରି ଦିଆଯାଇଥିଲା । ଏହି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରାୟ ଶୁଣାଇଛନ୍ତି…

ନନ୍ଦନକାନନରେ ପୁଣି ରୋପୱେ ମଜା ନେବେ ପର୍ଯ୍ୟଟକ: ନଭେମ୍ବର ୧୭ରେ ଉଦଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଥରେ ଆରମ୍ଭ ହେବ ରୋପୱେ…

NMCର ନୂଆ ଗାଇଡଲାଇନ୍ସ: ରୋଗୀଙ୍କ ସହ ଭଲ ବ୍ୟବହାର କଲେ MBBS ଛାତ୍ରଛାତ୍ରୀଙ୍କୁ ମିଳିବ ମାର୍କ

ନୂଆଦିଲ୍ଲୀ: ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ଭଲ ବ୍ୟବହାର ପାଇଁ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ । ରୋଗୀଙ୍କ ସହିତ ଭଲ ବ୍ୟବହାର କଲେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିବ । ୪ଟି…

ଯାଜପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ

ଓଡିଶା ଭାସ୍କର(ଯାଜପୁର); ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ କିରାଣୀ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର…

ରବିବାର ଏପରି ରହିବ ଭାରତୀୟ କ୍ରିକେଟ ଟିମ୍‌ର ଭାଗ୍ୟ, ଏହି ୩ ରାଶି ଫାଇନାଲରେ କରିବେ ଧମାକା

ନୂଆଦିଲ୍ଲୀ:ଆଇସିସି ୱାନ ଡେ’ ବିଶ୍ୱକପ୍ ୨୦୨୩ର ସେମିଫାଇନାଲରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଜବରଦସ୍ତ ବିଜୟ ହାସଲ କରି ଏବେ ଫାଇନାଲରେ ପହଞ୍ଚିଛି । ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ…

ଅଷ୍ଟ୍ରେଲିଆ ଫାଇନାଲକୁ ଗଲେ ଭାରତ ଚାମ୍ପିୟନ ହେବାର ସମ୍ଭାବନା ଅଧିକ: ୧୯୮୩ରୁ ୨୦୨୩ ମଧ୍ୟରେ ଆସୁଛି ୩ଟି ବିରଳ ସଂଯୋଗ

ନୂଆଦିଲ୍ଲୀ: ଘରୋଇ ମାଟିରେ ଚାଲିଥିବା ଦିନିକିଆ ବିଶ୍ୱକପରେ ପ୍ରଥମ ଦଳ ଭାବେ ଭାରତ ସେମିଫାଇନାଲରେ ପ୍ରବେଶ କରିବା ପରେ ଏବେ ପ୍ରଥମ ଦଳ ଭାବେ ଫାଇନାଲରେ ମଧ୍ୟ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ…

ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ଖାଲି: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆସିଛି ନିଯୁକ୍ତି ସୁଯୋଗ, ଆବେଦନ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ନଭେମ୍ବର ମାସ ୨ ତାରିଖରୁ…

ସ୍ୱପ୍ନରେ ଏହି ୫ଟି ଜିନିଷ ଦେଖୁଛନ୍ତି କି? ତାହେଲେ ବୁଝିଯାଆନ୍ତୁ ଯେ, ମା’ ଲକ୍ଷ୍ମୀ ଆପଣଙ୍କ ପାଖକୁ ଆସୁଛନ୍ତି

ଓଡିଶା ଭାସ୍କର; ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ, ଯିଏ ଦେବୀ ଲକ୍ଷ୍ମୀଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଏ, ତାଙ୍କ ଘରେ କେବେବି ଟଙ୍କା ଏବଂ ଧନର ଅଭାବ ନଥାଏ । ଜ୍ୟୋତିଷ…

ସାହାରା ଜମାକାରୀଙ୍କୁ କେବେ ମିଳିବ ନିବେଶ ଅର୍ଥ: ସୁବ୍ରତ ରୟଙ୍କ ବିୟୋଗ ପରେ ଆସିଲା SEBI ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗତ ୧୪ ତାରିଖ ଦିନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସୁବ୍ରତଙ୍କ ପରି ଜଣେ ବିଶିଷ୍ଟ ଶିଳ୍ପପତିଙ୍କ ବିୟୋଗରେ ଦେଶର…