Browsing Category

Breaking News

ଆଉ ନାହାନ୍ତି ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ, ‘ସାଥ ନିଭାନା ସାଥିୟା’ରୁ ପାଇଥିଲେ ପ୍ରତିଷ୍ଠା

ମୁମ୍ବାଇ: ଟେଲି ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଖବର ମିଳିଛି କି ଟେଲି ଶୋ ‘ସାଥ ନିଭାନା ସାଥିୟା’ରେ ଜାନକୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ଅପର୍ଣ୍ଣା କାଣେକର ଆଉ ଏ…

ହ୍ୟାକ୍ ହୋଇଛି କି ଆପଣଙ୍କ ଫୋନ୍ ? ଏହି ଉପାୟରେ ମାତ୍ର ୩୦ ସେକେଣ୍ଡରେ ଜାଣିପାରିବେ, ଦେଖନ୍ତୁ Video

ଆଜିର ଯୁଗ ଡିଜିଟାଲ୍ ହୋଇଗଲାଣି । ଟେକ୍ନୋଲୋଜି ଯୋଗୁଁ ଆମ ଜୀବନ ସହଜ ହୋଇଯାଇଛି କିନ୍ତୁ ଏହା ସହିତ ସାଇବର ଆଟାକ୍ ଏବଂ ସାଇବର ଅପରାଧର ଘଟଣା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାଇବର ଅପରାଧୀ ଏବଂ ହ୍ୟାକରମାନେ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଦଳିବ ଭାରତର Playing-11? ଚମ୍ପିଆନଙ୍କୁ ସାମିଲ କରିପାରନ୍ତି ରୋହିତ

କୋଲକାତା: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ । ଉଭୟ ଦଳ ସେମି ଫାଇନାଳରେ ପ୍ରବେଶ କରି ସାରିଥିବା ବେଳେ ଟେବୁଲର ଶୀର୍ଷ ସ୍ତାନ ପାଇଁ ହେବ ଏହି ମହାଲଢେଇ । ଭାରତ ୭ଟି ବିଜୟ ସହ…

୧୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ପ୍ରାଇମେରୀ ସ୍କୁଲ, ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ପିଲାଙ୍କ ପାଇଁ ଖୁସି ଖବର। ୧୦ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରାଇମେରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କଲେ ଶିକ୍ଷାମନ୍ତ୍ରୀ। ଦିଲ୍ଲୀରେ ଵାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଏପରି ନିଷ୍ପତ୍ତି…

(Video) ରେଳ ଷ୍ଟେସନରେ ମହାଭାରତ ! ସ୍ୱାମୀଙ୍କୁ ଉଠାଇ ତଳେ କଚାଡ଼ି ଦେଲେ ପତ୍ନୀ, ଆଉ ତା’ ରେ ଖୁବ୍ ପିଟିଲେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଝଗଡା ଭିଡିଓ ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଭିଡିଓ ଏପରି ଥାଏ, ଯାହାକୁ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ…

ଏମିତି ଏକ ଗ୍ରହ, ଯେଉଁଠି କେବେ ପହଞ୍ଚି ପାରିବନି ମଣିଷ: NASA କାହିଁକି ଦେଲା ଏଭଳି ବୟାନ?

ନୂଆଦିଲ୍ଲୀ: ଭାରତର ମୁନ୍ ମିଶନ୍ ଚନ୍ଦ୍ରଯାନ-୩ର ସଫଳତା ପରେ ଅନ୍ତରୀକ୍ଷ ଯାତ୍ରା ଏବେ ସହଜ ମନେ ହେଉଛି । ବିଜ୍ଞାନ ବଳରେ ଏବେ ଯେକୌଣସି ଗ୍ରହରେ ପାଦ ଥାପିବା ପାଇଁ ଭାରତ ସମେତ ଅନ୍ୟ ଦେଶ ମଧ୍ୟ ପ୍ରସ୍ତୁତି ଆରମ୍ଭ…

(Video) କୋହଲିଙ୍କ ଜନ୍ମଦିନ ପାଇଁ ‘ବିରାଟ’ ପ୍ରସ୍ତୁତି: ଇଡେନ୍ ଗାର୍ଡେନ୍ସରେ ହେବ Grand Celebration

କୋଲକାତା: ଆଜି ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ଟେବୁଲର ପ୍ରଥମ ସ୍ଥାନ ପୋଇଁ ଏହି ଲଢେଇ ହେବାକୁ ଯାଉଛି, ତେଣୁ ଆଜିର ମ୍ୟାଚ ଖୁବ…

ଗାଜା କ୍ୟାମ୍ପ ଉପରେ ଆକ୍ରମଣ କଲା ଇସ୍ରାଏଲ, ୩୦ ମୃତ

ନୂଆଦିଲ୍ଲୀ: ହାମାସ ସହ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରି ୩୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ଇସ୍ରାଏଲ୍ ସେନା ଏବଂ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମହା ଲଢେଇ: ଟେବୁଲ ଟପ୍ପର ରହିବା ଆଶାରେ ରୋହିତ ସେନା

କୋଲକାତା: ଆଜି ବିଶ୍ୱକପରେ ହେବାକୁ ଯାଉଛି ଏକ ମହାଲଢେଇ । ଟୁର୍ଣ୍ଣାମେଣ୍ଟର ୨ ସଫଳ ଦଳ ମଧ୍ୟରେ ହେବ ମହା ମୁକାବିଲା । କୋଲକାତାର ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଚଳିତ ବିଶ୍ୱକପର ବାଘ ଏବଂ ସିଂହ କୁହାଯାଉଥିବା…

ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ, ଟ୍ରକ୍ ଓଲଟି ୧୪ ଗୋରୁ ମୃତ

ତେଲକୋଇ: ଗୋରୁ ବୋଝେଇ ଟ୍ରକ୍ ଓଲଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୧୪ ଗୋରୁଙ୍କର ମୃତ୍ୟୁ ଘଟିଛି । ତେଲକୋଇ ନିକଟରେ ଥିବା ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏହି ଟ୍ରକଟି ଓଲଟିପଡିଛି । ବେଆଇନ ଭାବେ…