fbpx
Browsing Category

Breaking News

ଦେଶରେ କିଏ କିଣୁଛି ସବୁଠାରୁ ଅଧିକ ସୁନା? ଏହି ରିପୋର୍ଟରୁ ହେଲା ଖୁଲାସା

ମୁମ୍ବାଇ: ଦେଶରେ ସବୁଠାରୁ ଅଧିକ ସୁନା କିଏ କିଣୁଛି, ସେନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ସୋମବାର ଦିନ ପ୍ରକାଶିତ ଇଣ୍ଡିଆ ଗୋଲ୍ଡ ପଲିସି ସେଣ୍ଟର (ଆଇଜିପିସି) ର ସୁନା ଏବଂ ସ୍ୱର୍ଣ୍ଣ ମାର୍କେଟ -୨୦୨୨ ରିପୋର୍ଟରେ…

ରିଲେସନସିପ୍ ଏଣ୍ଡ କହିବାରୁ ହୋଇଗଲା ଲାଇଫ୍ ଏଣ୍ଡ: ପରକୀୟା ପ୍ରୀତି ନେଲା ମହିଳାଙ୍କ ଜୀବନ

ନୂଆଦିଲ୍ଲୀ: ଦିନକୁ ଆମ ସମାଜରେ ପ୍ରେମଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି । ଏପରି ଏକ ପରକୀୟା ପ୍ରୀତି ପାଇଁ ପ୍ରେମିକାଙ୍କୁ ଜଣେ ପ୍ରେମିକ ଛୁରାମାଡ଼ କରି ହତ୍ୟା କରିଛନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ…

ରୋପୱେ ଦୁର୍ଘଟଣା: ଉଦ୍ଧାର ଚାଲିଥିବା ବେଳେ ଖସିଗଲା ଯୁବକଙ୍କ ହାତ, ସାମ୍ନାକୁ ଆସିଲା ମୃତ୍ୟୁର Video

ପାଟନା: ଝାଡ଼ଖଣ୍ଡ ଦେୱଘର ଜିଲ୍ଲାର ବାବା ବୈଦ୍ୟନାଥ ମନ୍ଦିର ନିକଟରେ ତ୍ରିକୂଟ ପାହାଡ଼ରେ ଅଚାନକ୍ ହୋଇଥିବା ସମସ୍ୟା ଯୋଗୁଁ ଅନେକ ପର୍ଯ୍ୟଟକ ମଝି ଆକାଶରେ ଫସିଥିଲେ । ଭୂମିରୁ ପ୍ରାୟ ୫୦୦ ଫୁଟ ଉପରେ ଝୁଲିଥିବା…

ଖୋଲିଲା ଗୁମର: ପୂର୍ବ ଶତ୍ରୁତା କାରଣରୁ ହୋଇଥିଲା ପିଏମଜି ହତ୍ୟାକାଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ତାରିଖ ବିଳମ୍ବିତ ରାତ୍ରିରେ ରାଜଧାନୀ ଭୁବନେଶ୍ୱରର ପିଏମଜିରେ ଘଟିଥିବା ହତ୍ୟା ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ସନ୍ଦେହରେ ପୋଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।…

ଆନ୍ଧ୍ରରେ ଟ୍ରେନ୍ ଦୁର୍ଘଟଣା: ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ସୂଚନା

ଅମରାବତୀ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲାମ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ କୋଣାର୍କ ଏକ୍ସପ୍ରେସ ଦୁର୍ଘଟଣାରେ ୬ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟରାର ମୃତକଙ୍କ ମଧ୍ୟରୁ ୩ ଜଣଙ୍କର ପରିଚୟ ମିଳିଛି ବୋଲି…

ଭାରତରେ XE ଭାରିଆଣ୍ଟ ଆଣିପାରେ ଚତୁର୍ଥ ଲହର! ଏହି ଲକ୍ଷଣକୁ କରନ୍ତୁ ଚିହ୍ନଟ

ନୂଆଦିଲ୍ଲୀ: ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ XE ହଇଚଇ ସୃଷ୍ଟି କରିଛି । ଏବେ ଏହି ଭାରିଆଣ୍ଟର ରୋଗୀ ଆମ ଦେଶର ଗୁଜରାଟ ଓ ମୁମ୍ବାଇରେ ବି ଦେଖିବାକୁ ମିଳିଛି । କାହିଁକି ନା ମୁମ୍ବାଇରେ ପୁଣିଥରେ XE ଭାରିଆଣ୍ଟରେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

୨୦୧୪ରେ ପେଟ୍ରୋଲ ଲିଟର ୭୨ ଓ ଡିଜେଲ ଲିଟର ୫୫ ଟଙ୍କା ଥିଲା: ୨୦୨୨ରେ ପେଟ୍ରୋଲ ଲିଟର ୧୦୫ ଓ ଡିଜେଲ ଲିଟର ୯୬ ଟଙ୍କା

ନୂଆଦିଲ୍ଲୀ: ୨୦୦୯ରେ ଅମିର ଖାନଙ୍କ ଫିଲ୍ମ ଥ୍ରି ଇଡିଅଟସ୍ ପରଦାକୁ ଆସିଥିଲା । ଉକ୍ତ ଫିଲ୍ମରେ ଶରମନ ଯୋଶୀଙ୍କ ମାଆଙ୍କର ଏକ ଡାଇଲଗ୍ ଥିଲା- ‘ପନୀର ତୋ ଏକ ଦିନ ସୁନାର କୀ ଦୁକାନ ପର ଇତ୍ତି ସୀ ଥୈଲୀ ମେଁ ମିଲା କରେଗା’…

ଦେଶରେ ପ୍ରଥମ ଘଟଣା: ବିଚ୍ ରାସ୍ତାରେ ୨୦ଟି ଇଲେକ୍ଟ୍ରିକ ସ୍କୁଟିରେ ଲାଗିଲା ନିଆଁ

ନାସିକ: ଦେଶରେ ଆଜିକାଳି ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ଲୋକମାନେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଏଥିରେ ଇଲେକ୍ଟ୍ରିକ ସ୍କୁଟି ବି ସାମିଲ ରହିଛି ।…

ରୁଷରୁ ତୈଳ ଆମଦାନୀ ପ୍ରସଙ୍ଗ: ନରମିଲା ଆମେରିକା, କଠୋର ହେଲା ଭାରତ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଦ୍ୱିପାକ୍ଷିକ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ରୁଷରୁ ତୈଳ ଆମଦାନୀ କରିବାକୁ ନେଇ କିଛିଦିନ ଧରି ଆମେରିକା ଭାରତକୁ ଏକ…