fbpx
Browsing Category

Breaking News

ବ୍ରିଜ ତଳୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ: ପୋଲିସର ତଦନ୍ତ ଜାରି

ଭଞ୍ଜନଗର: ବଡ଼ଗଡ଼ ଥାନା କଳାଖାଡ଼ି ଗାଁ ନିକଟରେ ଏକ ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ କୃଷିମିତ୍ର ଭାବରେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିବା ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ…

୪୪.୪ଂ ରେ ଭାଜି ହେଲା ସୋନପୁର: କାଳବୈଶାଖୀ ନେଇ ସତର୍କ କଲେ ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ପରିସ୍ଥିତି ଏପରି ହୋଇଛି ଯେ ଦିନରେ ଘରୁ…

କିଏ ଏହି ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାର ? ଯିଏ ମିଲିଟାରୀ ଅପରେସନର ନିର୍ଦ୍ଦେଶକ ପଦ ସମ୍ଭାଳିବେ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ କୁମାର କଟିୟାରଙ୍କୁ ମିଲିଟାରୀ ଅପରେସନର ପରବର୍ତ୍ତୀ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କଟିୟାର ମେ ୧ରେ ନିଜର କାର୍ଯ୍ୟଭାର ଗ୍ରହଣ କରିବେ। ନ୍ୟାସନାଲ ଡିଫେନ୍ସ…

‘କେମ୍ ଛୋ ମଜା ମା’… ‘ହୁ’ ମୁଖ୍ୟଙ୍କ ଭିଡିଓ ହେଉଛି ଭାଇରାଲ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୁଜରାଟ ଜାମନଗରରେ ‘ହୁ’ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ‘ହୁ’ ମୁଖ୍ୟ ଟେଡ୍ରୋସ ଅଧନମ ଘେବ୍ରେୟସ ଶିଳାନ୍ୟାସ କରିଛନ୍ତି…

ମାଆ ରକ୍ତରେ ରଙ୍ଗୀନ ହେଲା ହତଭାଗା ପୁଅ: ବ୍ଲେଡରେ ତଣ୍ଟି କାଟି ନୃଶଂସ ଭାବେ କଲା ହତ୍ୟ।

ବରଗଡ: ବରଗଡ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଆ ଏବଂ ପୁଅର ସମ୍ପର୍କରେ ଲାଗିଛି ରକ୍ତର ନାଲି ଛିଟା । ବ୍ଲେଡରେ ମାଆଙ୍କ ତଣ୍ଟି କାଟି ହତ୍ୟା କରିଛି ହତଭାଗା ପୁଅ । ଘରୋଇ କଳିରୁ ଘଟଣା ବୃଦ୍ଧି ପାଇ ଏମିତି…

ସ୍କୁଲ ନିକଟରେ ସିରିଜ୍ ବିସ୍ଫୋରଣ: ଅନେକ ଛାତ୍ରଙ୍କ ମୃତ୍ୟୁ ଆଶଙ୍କା

ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଗୋଟିଏ ପରେ ଗୋଟିଏ ତିନି ବିସ୍ଫୋରଣ ଘଟିଛି । ରିପୋର୍ଟ ଅନୁଯାୟୀ ଏହି ବିସ୍ଫାରଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି । ପ୍ରଥମ…

ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଆହତ, ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

ସୁନ୍ଦରଗଡ଼: ଯାତ୍ରୀବାହୀ ବସ୍ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛି । ଲହୁଣିପଡ଼ା ବରସୁଆଁ ଠାରେ ଘରୋଇ ଯାତ୍ରୀବାହୀ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁର୍ଘଟଣାରେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।…

ବଡ଼ଗଡ଼ ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତ କରୁଥିବା ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିବାଦ ମଧ୍ୟରେ ବଡ଼ଗଡ଼ ଥାନା ହାଜତ ମୃତ୍ୟୁ ମାମଲା । ବଡ଼ଗଡ଼ ଥାନାରେ ଦେବେନ୍ଦ୍ର ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହି ମାମଲାକୁ ନେଇ ଏବେ ଚର୍ଚ୍ଚା । ଏହାରି ମଧ୍ୟରେ ମାମଲାର…

ବଢ଼ିଲା କଏଦୀଙ୍କ ଦୈନିକ ଖାଦ୍ୟ ଖର୍ଚ୍ଚ, ଜେଲ୍ ହସ୍ପିଟାଲରେ ଲାଗୁ ହେଲା ନିରାମୟ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦରବୃଦ୍ଧିର ପ୍ରଭାବ କେବଳ ଆମର ହାଣ୍ଡିଶାଳରେ ସୀମିତ ରହିନାହିଁ, ଜେଲରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଜେଲ ଅନ୍ତେବାସୀଙ୍କ ଦୈନିକ ଖାଇବା ଖର୍ଚ୍ଚ ବଢ଼ିଛି । ଅନ୍ତେବାସୀଙ୍କ ଦୈନିକ ଖାଇବା…

ଆସନ୍ତାବର୍ଷ ଛାତ୍ରଛାତ୍ରୀମାନେ ଦୁଇଥର ଦେବେ CUET ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ଦୁଇଥର ଆୟୋଜନ କରାଯିବ । ସିୟୁଇଟି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ଓ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୟୁଜି…