CHARIDHAM
Browsing Category

Breaking News

BJP ଛାଡ଼ିଲେ ଫିଲ୍ମ ଅଭିନେତା ରାମସିଂମହନ ଅବୁବକର: ୨୦୨୧ରେ ଇସଲାମ ଧର୍ମ ତ୍ୟାଗ କରିଥିଲେ

ନୂଆଦିଲ୍ଲୀ: ରାଜନୀତି ଜଗତରୁ ଆସିଛି ଏକ ବଡ଼ ଖବର । ଜଣାଶୁଣା ମାଲୟାଲମ୍ ଫିଲ୍ମ ନିର୍ମାତା ତଥା ରାଜନେତା ରାମସିମହନ ଅବୁବକର ବିଜେପି ଛାଡ଼ିଛନ୍ତି । ଏକ ଫେସବୁକ ପୋଷ୍ଟ ଶେୟାର କରି ରାମସିମହନ ଏନେଇ ସୂଚନା ଦେଇଛନ୍ତି ।…

ୱେଷ୍ଟଇଣ୍ଡିଜ ସିରିଜରେ ଦୁଇ ଜଣ ହେବେ ଅଧିନାୟକ: ବିସିସିଆଇ ନେଉଛି କଡା ପଦକ୍ଷେପ!

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପରାସ୍ତ ପରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଆଗାମୀ ୱେଷ୍ଟଇଣ୍ଡିଜ ସିରିଜରେ ଏକ ବଡ ପଦକ୍ଷେପ ନେଇପାରେ ଭାରତୀୟ କ୍ରିକେଟ…

‘ଏ ପାନ ବାଲା ବାବୁ…’ ଗୀତର ଗାୟକ ଆଉ ନାହାନ୍ତି: ପ୍ରତିଷ୍ଠିତ କଳାକାର ଅନୀଲ ହରିପାଲଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଙ୍ଗୀତ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ରାଜ୍ୟରେ ଜଣେ ଜଣାଶୁଣା ଗାୟକଙ୍କର ପରଲୋକ ଘଟିଛି । ‘ଏ ପାନ ବାଲା ବାବୁ...’ ଗୀତ ଗାଇ ରାଜ୍ୟର ଶ୍ରୋତାଙ୍କ ମନକୁ ଜୟ କରିଥିବା ଗାୟକ ଆଉ…

ଦେଶର ୧୦ଟି ରାଜ୍ୟରେ ପ୍ରବେଶ କରିପାରିବନି CBI: ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ଜରୁରୀ, କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ନିକଟରେ ତାମିଲନାଡ଼ୁ ସରକାର ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ)କୁ ଦିଆଯାଉଥିବା ‘ସାଧାରଣ ସହମତି’କୁ ପ୍ରତ୍ୟାହାର କରିନେଇଛନ୍ତି । ଏହାଫଳଳରେ ଏଣିକି ତାମିଲନାଡ଼ୁରେ କୌଣସି ମାମଲାର ଯାଞ୍ଚ…

ନୀଳଚକ୍ର କଲ୍‌ଚରାଲ୍ ଆସୋସିଏସନ ପକ୍ଷରୁ ପାଳିତ ହେଉଛି ରଜ ମହୋତ୍ସବ, ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ପାହାଳ ଉତ୍କଳ ହାଇଟ ସ୍ଥିତ ନୀଳଚକ୍ର କଲ୍‌ଚରାଲ୍ ଅସୋସିଏସନ ପକ୍ଷରୁରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହା ୩ ଦିନ ଧରି ଚାଲିବ। ମହୋତ୍ସବର ପ୍ରଥମ ଦିନର ପ୍ରାରମ୍ଭରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ…

୪୪ ଟପିଲା ଭୁବନେଶ୍ୱରର ତାପମାତ୍ରା: ଆହୁରି ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: କେରଳରେ ମୌସୂମୀ ପାଦ ଥାପି ସାରିଛି । ସେପଟେ ଆସନ୍ତା ୨/୪ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୋøସୂମୀ । ଏହାପରେ ବି ଓଡିଶାରେ ଜାରି ରହିଛି ପ୍ରଚଣ୍ଡ ଖରାର ତାଣ୍ଡବ । ଆଜି ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ…

ମହିଳା IPS ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାମିଲନାଡୁର ପୂର୍ବତନ DGP, ମିଳିଲା ୩ ବର୍ଷର ଦଣ୍ଡ

ତାମିଲନାଡୁ : ମହିଳା IPS ଅଫିସର ଯୌନ ନିର୍ଯାତନା ମାମଲାରେ ତାମିଲନାଡୁର ପୂର୍ବ DGP ରାଜେଶ ଦାସଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାର ଆଦେଶ ହୋଇଛି । ଭିଲୁପୁରମର କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି । ସୂଚନା…

ବ୍ୟାଙ୍କ ଲକରକୁ ନେଇ ନିୟମ ବଦଳାଇଲା SBI : ଜାଣନ୍ତୁ ଏବେ କେତେ ଦେବାକୁ ପଡ଼ିବ ଚାର୍ଜ ?

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛିି । ଯଦି ଆପଣଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏକ ନୂଆ ଅପଡେଟ ଆସିଛି । ବ୍ୟାଙ୍କ ଲକର ସମ୍ବନ୍ଧୀୟ ନିୟମକୁ…

ନୂଆ ସରକାର ନୂଆ ନିଷ୍ପତ୍ତି: ୧୦ IAS ଅଧିକାରୀ ବଦଳିଲେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନୂଆ ସରକାର ଗଠନ ହେବା ପରେ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ସମସ୍ତ ପୂର୍ବ ପ୍ରତିଶ୍ରୁତି ପୂରଣ କରୁଛି । ପୂର୍ବରୁ ବିଜେପି ସରକାର ଲାଗୁ କରିଥିବା ‘ରୂପାନ୍ତର ବିରୋଧୀ ଆଇନ’କୁ କଂଗ୍ରେସ…

(Video) ଶେଷରେ ଭଗବାନଙ୍କ ଅବଢା ବି ଆସିଲା ନକଲି: ପୁରୀରେ ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ: ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା…