Browsing Category
Breaking News
WhatsApp ନୂଆ ଫିଚର, ଷ୍ଟାଟସରେ ଯୋଡି ହେବାକୁ ଯାଉଛି ଭଏସ୍ ନୋଟ୍
ନୂଆଦିଲ୍ଲୀ:ହ୍ୱାଟସ୍ ଆପ୍ ଏହାର ଉପଭୋକ୍ତାମାନଙ୍କ ପାଇଁ ନୂତନ ବୈଶିଷ୍ଟ୍ୟ ଆଣିବାରେ ଲାଗିଛି । କେତେକ ବୈଶିଷ୍ଟ୍ୟଗୁଡିକ ରିଲିଜ୍ ହୋଇଛି ଏବଂ କେତେକ ବିଟା ପରୀକ୍ଷକମାନଙ୍କ ସହିତ ଉପଲବ୍ଧ, ଯାହା ପରେ ଆରମ୍ଭ ହୋଇଛି ।…
SBI ଗ୍ରାହକଙ୍କୁ ବଡ଼ ଝଟକା, ବ୍ୟାଙ୍କ ବଦଳାଇଲା ଏହି ନିୟମ: ଏବେ ଆକାଉଣ୍ଟରୁ ଆପେ ଆପେ କଟିଯାଉଛି ଟଙ୍କା !
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣଙ୍କର ଏହି ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ କୌଣସି କାରବାର ବିନା ଆପଣଙ୍କ ଆକାଉଣ୍ଟରୁ ଟଙ୍କା…
ଅନୈତିକ ସମ୍ପର୍କ ପାଇଁ ଏହି ଆପକୁ ପାଗଳ ପରି ଡାଉନଲୋଡ୍ କରୁଛନ୍ତି ଭାରତୀୟ: ମହିଳା ଓ ପୁରୁଷଙ୍କ ପାଇଁ ଏଥିରେ କ’ଣ ରହିଛି ଖାସ୍
ନୂଆଦିଲ୍ଲୀ: କ’ଣ ଭାରତରେ ମୋନୋଗେମି ଅର୍ଥାତ୍ ଜଣେ ସାଥୀ ସହ ସାରା ଜୀବନ ରହିବାର ପରମ୍ପରା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ? ବାହାଘର ପରେ ଅନୈତିକ ସମ୍ପର୍କ ପାଇଁ ପ୍ରସ୍ତୁତ ଡେଟିଂ ଆପ୍ Gleeden ଅନୁଯାୟୀ ଏହା…
PM Modi Rozgar Mela:ଆଜି ଦେଶର ୭୧ ହଜାର ଯୁବକଙ୍କୁ ମୋଦୀ ଦେବେ ଉପହାର
ନୂଆଦିଲ୍ଲୀ: ଆଜି ଦେଶର ୭୧ ହଜାର ଯୁବକଙ୍କ ସ୍ୱପ୍ନ ହେବ ସାକାର, କାରଣ ଆଜି ସେମାନେ ଆନୁଷ୍ଠାନିକ ଭାବେ ନିଯୁକ୍ତି ମେଳା ଅଧୀନରେ ମିଳିବ ଅଫର ଲେଟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ ଲକ୍ଷ କର୍ମଚାରୀଙ୍କ ପାଇଁ…
ଭାରତରେ ନୂଆ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଲିମୋଜିନର ଶୁଭାରମ୍ଭ
ନୂଆଦିଲ୍ଲୀ: ବିଏମଡବ୍ଲୁ ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ନୂଆ ବିଏମଡବ୍ଲୁ ୩ ସିରିଜ୍ ଗ୍ରାନ୍ ଲିମୋଜିନର ବଜାର ପ୍ରବେଶ କରାଯାଇଛି । ସ୍ଥାନୀୟ ରୂପେ ବିଏମଡବ୍ଲୁ ଗ୍ରୁପ୍ ପ୍ଲାଂଟ୍ ଚେନ୍ନାଇରେ ଉତ୍ପାଦିତ ଏହି କାର୍ ଉଭୟ…
(Video)ବ୍ୟକ୍ତି ଜଣକ ସାପ ସହିତ କରୁଥିଲେ ଫ୍ଲର୍ଟିଂ, ଆଉ ସାପ ମାରିଦେଲା ଓଠରେ ଚୋଟ;ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଅତ୍ୟନ୍ତ ବିପଜ୍ଜନକ ମଧ୍ୟ ଅଟେ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଯୁବକଟିର ଜୀବନ ଅସୁବିଧାରେ ପଡିଥିବାର…
ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି: ଗ୍ରାମାଞ୍ଚଳରେ ୯୮.୪% ପିଲା ସ୍କୁଲ ଯାଉଛନ୍ତି
ନୂଆଦିଲ୍ଲୀ: ଦେଶର ଗ୍ରାମୀଣ ଇଲାକାରେ ଶିକ୍ଷାର ନୂଆ ଚିତ୍ର ସାମ୍ନାକୁ ଆସିଛି । ଗ୍ରାମାଞ୍ଚଳରେ ଏବେ ୯୮.୪ ପ୍ରତିଶତ ପିଲା ସ୍କୁଲ ଯାଉଛନ୍ତି । ପ୍ରଥମଥର ପାଇଁ ଏହି ସଂଖ୍ୟା ୯୮ ପ୍ରତିଶତ ଉପରକୁ ଉଠିଛି । ୨୦୧୮ ମସିହାରେ…
ଆଜି ସାରା ବିଶ୍ୱ ଭାରତର ସଂକଳ୍ପ ଉପରେ ବିଶ୍ୱାସ ରଖିଛି: ମୋଦୀ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବାଲାସାହେବ ଠାକରେଙ୍କ ନାମରେ ଏକ ଡାକ୍ତରଖାନା ସମେତ ମୁମ୍ବାଇରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ ଆଜି ସାରା ବିଶ୍ୱ ଭାରତର…
ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ମାମଲା : ସ୍ୱତନ୍ତ୍ର ଅଡିଟ୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ
କଟକ: ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଣ୍ଠି ସମ୍ପର୍କିତ ମାମଲାରେ ସ୍ୱତନ୍ତ୍ର ଅଡିଟ୍ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡ.…
ପୁଣି ବଢ଼ିବ କର୍ମଚାରୀଙ୍କ ମହଙ୍ଗା ଭତ୍ତା! ୧୦ରୁ ୨୧ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଦରମା
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀମାନେ ପୁଣି ପାଇବାକୁ ଯାଉଛନ୍ତି ଏକ ବଡ଼ ଖୁସି ଖବର । ପୁଣି ବଢ଼ିପାରେ ମହଙ୍ଗା ଭତ୍ତା (ଡିଏ) । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୮ ପ୍ରତିଶତ ଡିଏ ପାଉଥିବା ବେଳେ ଆଉ ୩ ପ୍ରତିଶତ ଡିଏ…