Browsing Category

Breaking News

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ପରେ, PSO ଫେରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ୱର:ପିଏସଓ ଫେରାଇଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଲେ ମୋର ଆଉ ପୋଲିସ ଅଫିସରଙ୍କ ଉପରେ ଭରଷା ନାହିଁ । ଯାହା ପାଇଁ ମୁଁ ମୋର ପିଏସଓ ଫେରାଉଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ…

BBC ଡକ୍ୟୁମେଣ୍ଟାରୀ ବିବାଦର ଶୁଣାଣି: କେନ୍ଦ୍ରକୁ ଏପରି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବିସି ଡକ୍ୟୁମେଣ୍ଟାରୀ ବ୍ୟାନ୍ କରିବାକୁ କେନ୍ଦ୍ର ନେଇଥିବା ନିଷ୍ପତ୍ତିର ଯାଞ୍ଚ କରିବେ ସୁପ୍ରିମକୋର୍ଟ । ଏଥିପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ପରବର୍ତ୍ତୀ…

ଭାରତକୁ ଟି-୨୦ବିଶ୍ୱକପ ଜିତାଇଥିବା ଖେଳାଳି ଯୋଗୀନ୍ଦର ଶର୍ମା ନେଲେ କ୍ରିକେଟ ରୁ ଅବସର,କହିଲେ

ନୂଆଦିଲ୍ଲୀ: ୨୦୦୭ ମସିହାରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ ଜିତିଥିଲା। ସେହି ବିଶ୍ୱକପରେ ଫାଇନାଲର ହିରୋ ଥିବା ଯୋଗୀନ୍ଦର ଶର୍ମାଙ୍କୁ ସମସ୍ତେ ମନେ ରଖିଛନ୍ତି। ଯୋଗୀନ୍ଦର ଶର୍ମା…

ସିଏନ୍‌ଜି ଗ୍ୟାସରେ ଶବଦାହ, ୧୫ ଦିନ ମଧ୍ୟରେ କଟକରେ କାର୍ଯ୍ୟକ୍ଷମ ହେବ ଅତ୍ୟାଧୁନିକ ଶବଦାହ ଗୃହ

କଟକ: ଖୁବଶୀଘ୍ର କାର୍ଯ୍ୟକରୀ ହେବ କଟକର ଖାନନଗର ଠାରେ ୩.୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ଶବଦାହ ଗୃହ। ଏହାର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଆସନ୍ତା ୧୫ ଦିନ ମଧ୍ୟରେ…

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ମାମଲା ରୁଜୁ, ପୂର୍ବରୁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ

ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୋମାଲିକାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହୋଇଥିବା ନେଇ ଜଗତସିଂହପୁର ଏସଡିପିଓ…

Tripura Election 2023:ତ୍ରିପୁରା ଗଢ଼ିବ କି ବିଜେପି ସରକାର? ଆଜି ଦୁଇ ଦୁଇଟି ରାଲି ଦ୍ୱାରା ଶକ୍ତି ପ୍ରଦର୍ଶନ କରିବେ ନଡ୍ଡା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଆଜି ତ୍ରିପୁରା ଗସ୍ତରେ ଆସିଛନ୍ତି । ଯେଉଁଠାରେ ସେ ଦୁଇଟି ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବେ। ତ୍ରିପୁରାର ଗଣମାଧ୍ୟମ ଦାୟିତ୍ୱରେ ଥିବା ପ୍ରଭାରୀ ସୂଚନା…

୭ ବର୍ଷ ପରେ UPSC ସିଭିଲ ସର୍ଭିସରେ ବମ୍ପର ନିଯୁକ୍ତି: ଏପରି ଭାବରେ ଶୀଘ୍ର କରନ୍ତୁ ରେଜିଷ୍ଟ୍ରେସନ୍

ନୂଆଦିଲ୍ଲୀ: ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ପରୀକ୍ଷା (୨୦୨୩) ଏବଂ ଭାରତୀୟ ବନ ସେବା (ପ୍ରାରମ୍ଭିକ) ପରୀକ୍ଷା ୨୦୨୩ ପାଇଁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ବିଜ୍ଞପ୍ତି ପ୍ରକାଶ କରିଛି । ଚଳିତ ବର୍ଷ ଯୋଗ୍ୟ…

Video: ପକେଟରେ ୧୫ପୃଷ୍ଠା ଜାଣିପାରିଲାନି ପୋଲିସ, ଟାଙ୍କି ଭିତରେ କାଗଜ ହୋଇଥିଲା ଲାମିନେସନ!

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ନେଇଥିବା ବେଳେ ପ୍ରତିଦିନ କିଛିନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ…

(Video)ଦେଖନ୍ତୁ କିପରି ଦ୍ରୁତ ଗତିରେ ଆସୁଥିବା କାରଟି ବାଇକକୁ ଧକ୍କା ଦେଲା ଆଉ ତାପରେ ୪ କିଲୋମିଟର ଟାଣି ନେଲା

ନୂଆଦିଲ୍ଲୀ:ଗୁରୁଗ୍ରାମରେ ରୋଡ଼ ରେଜ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦୁଇଜଣ ବାଇକ୍ ଆରୋହୀଙ୍କ ଜୀବନ ଅଳ୍ପକେ ବଞ୍ଚି ଥିବାର କୁହାଯାଉଛି।…

୫୩୦୦୦ ପଦବୀପାଇଁ ବାହାରିଲା ନିଯୁକ୍ତିର ସୁଯୋଗ ,ଅଷ୍ଟମ ପାସ କରିପାରିବେ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ମହିଳାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୫୩୦୦୦ ପଦବୀ ପାଇଁ ନିଯୁକ୍ତିର ସୁଯୋଗ ବାହାରିଛି । ଅଷ୍ଟମ…