Browsing Category
Breaking News
E Shram Cardରେ ଗରିବ ଲୋକଙ୍କୁ କ’ଣ ସବୁ ବେନିଫିଟ୍ ମିଳେ: ସରିଲାଣି ୨୮ କୋଟି ପଞ୍ଜିକରଣ
ନୂଆଦିଲ୍ଲୀ: ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଏହି ସ୍କିମରେ ସାମିଲ ହେଲେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅନେକ…
ନଡ୍ଡାଙ୍କ ପରେ କିଏ ହେବ BJPର ପରବର୍ତ୍ତୀ ଅଧ୍ୟକ୍ଷ: ଆଗରେ ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କ ନାମ
ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ୩ ବର୍ଷିଆ କାର୍ଯ୍ୟକାଳ ସମାପ୍ତ ହେବ । ଏପରି ସ୍ଥିତିରେ ନଡ୍ଡାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରାଯିବ ନା ଜଣେ ନୂଆ…
ବୁଧ ପ୍ରଦୋଷ ବ୍ରତ ଆଜି: ୧୦ଟି ଭୁଲ୍ ଜମା କରନ୍ତୁନି, ପଡ଼ିପାରେ ମହାଦେବଙ୍କ କୋପଦୃଷ୍ଟି
ଆଜି ହେଉଛି ବର୍ଷର ପ୍ରଥମ ବୁଧ ପ୍ରଦୋଷ ବ୍ରତ । ଏହି ଦିବସରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ । ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଓ ପରେ ପ୍ରଦୋଷ ବ୍ରତ ପୂଜା କରାଯାଇଥାଏ । ପ୍ରଥା ଅନୁସାରେ, ଯେଉଁ ଭକ୍ତମାନେ…
ମୃତ ଋଷୀୟ ନାଗରିକଙ୍କ ପୋଷ୍ଟ ମର୍ଟମ ଆଜି: ରିପୋର୍ଟ କହିବ ମୃତ୍ୟୁ ପଛର କାରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୃତ ଋଷୀୟ ନାଗରିକ ଚିଫ୍ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇଙ୍କର ଆଜି ହେବ ପୋର୍ଟ ମର୍ଟମ । ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ପାରାଦୀପ ପୋର୍ଟର ଆଙ୍କରେଜରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ…
ଆଜିଠୁ ବନ୍ଦ ରହିବ ଜାତୀୟ ଉଦ୍ୟାନ ଭିତରକନିକା
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତର କନିକା ଜାତୀୟ ଉଦ୍ୟାନ ଭିତରକନିକା ଆଜିଠାରୁ ବନ୍ଦ ରହିବ । ଏଥିପାଇଁ ପର୍ଯ୍ୟଟକ ମାନଙ୍କ ପରିଭ୍ରମଣକୁ ବନ୍ଦ କରି ଦିଆଯାଇଛି । ଏହି ସମୟରେ ଜାତୀୟ…
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ଗଣନା କାର୍ଯ୍ୟରେ ସାମିଲ
ଖୋର୍ଦ୍ଧା: ସକାଳୁ ସକାଳୁ ଆଜି ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲିବ । ବାଲୁଗାଁ ବନଖଣ୍ଡ ଅଧିନରେ ୫ଟି ରେଞ୍ଜରେ ପକ୍ଷୀ ଗଣନା ଚାଲିଛି ।…
OSSC ପକ୍ଷରୁ ବାହାରିଲା ୧୯୭ଟି ପଦବୀ: ୧୧ ପ୍ରକାରର ପଦରେ ମିଳିବ ନିଯୁକ୍ତି
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୧୯୭ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଷ୍ଟାଫ ନର୍ସ, ଫାର୍ମାସିଷ୍ଟ, ଜୁନିୟର…
ଭାରତ-ଶ୍ରୀଲଙ୍କା ପ୍ରଥମ T-20: ଶେଷ ବଲରେ ଜିତିଲା ଭାରତ
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ରୋମାଞ୍ଚକର ଭାବେ ବିଜୟ ହାସଲ କରିଛି । ୧୬୩ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଟିମ୍ ମାତ୍ର ୨ ରନ୍ ପାଇଁ ବିଜୟ ଲକ୍ଷ୍ୟରୁ ବଞ୍ଚିତ ହୋଇଥିଲା । ଏହି…
(Video) ଜୟମାଳା ସମୟରେ ବେଶି ଉତ୍ସାହିତ ହୋଇଗଲା ବର: କନ୍ୟାକୁ କୋଳରେ ଉଠାଇବାକୁ ଯାଇ ତଳେ…କ’ଣ ହେଲା ଦେଖନ୍ତୁ
ଆଜିକାଲି ବାହାଘର ଋତୁ ଚାଲିଛି, ଯାହାଫଳରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ନିକଟରେ ବାହାଘରର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ଦେଖି ୟୁଜର୍ସଙ୍କ ମୁହଁରେ ହସ ଫୁଠିଥିବା ଦେଖିବାକୁ…
ଖୁସିଖବର: ସରକାରୀ ଚାଉଳ ପାଇଁ ଆଉ ଦେବାକୁ ପଡ଼ିବନି ପଇସା, ମାଗଣା ହେଲା ଟଙ୍କିକିଆ ଚାଉଳ
ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଇଁ ଆଉ ଦେବାକୁ ପଡ଼ିବ ନାହିଁ ଟଙ୍କା । ଟଙ୍କିକିଆ ଚାଉଳକୁ ମାଗଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏନଏଫଏସଏରେ ୩ କୋଟି ୨୬ ଲକ୍ଷଙ୍କୁ ମିଳୁଥିଲା…