Browsing Category

Breaking News

ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ,ଜାହାଜରୁ ମିଳିଲା ମୃତ ଦେହ

ଭୁବନେଶ୍ୱର:ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ ।ଋଷୀୟ ଚିପ ଇଞ୍ଜିନିୟର ମିଲ ୟାକୁବ ସର୍ଜଇ ବୋଲି ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇ ନାହିଁ…

ଦିଲ୍ଲୀ ଘଟଣାରେ ନୂଆ ଟ୍ୱିଷ୍ଟ: ଦୁର୍ଘଟଣା ସମୟରେ ସ୍କୁଟିରେ ଥିଲେ ଦୁଇ ଜଣେ ଯୁବତୀ, ପୋଲିସକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ଗତମାସ ୩୧ ତାରିଖ ରାତିରେ ଦିଲ୍ଲୀର ସୁଲତାନପୁରୀ ରାସ୍ତାରେ ଘଟିଥିବା ଲୋମହର୍ଷଣକାରୀ ଘଟଣାକୁ ନେଇ ଆଜି ସାରା ଦେଶ ପଡ଼ୁଛି ଉଠୁଛି । ରାତି ୩ଟା ସମୟରେ ଯୁବତୀ ଅଞ୍ଜଳି ସିଂହ ଘରକୁ ଫେରୁଥିବା ସମୟରେ ଏକ କାର…

ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର

ଭୁବନେଶ୍ୱର:ବିଗୁଡିଛି ସାଂସଦ ପ୍ରତାପ ଷଢ଼ଙ୍ଗୀଙ୍କ ସ୍ୱାସ୍ଥ୍ୟବସ୍ଥା । ଯାହା ପାଇଁ ଆଜି ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ରେଫର କରାଯାଇଛି । ସୂଚନାମୁତାବକ ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଥିବା କଥା କାଲି…

ଭାରତ-ଶ୍ରୀଲଙ୍କା ପ୍ରଥମ T-20 ଆଜି: ବିଜୟରୁ ମିଶନ-୨୦୨୩ ଆରମ୍ଭ କରିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ: ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଭାରତର ଅଗ୍ନିପରୀକ୍ଷା ହେବ । ନୂଆ ବର୍ଷରେ…

ରେଳମନ୍ତ୍ରୀଙ୍କ ବଡ ଘୋଷଣା, ବଦଳିବ ଏହି ପ୍ରସିଦ୍ଧ ଟ୍ରେନର ନାମ

ନୂଆଦିଲ୍ଲୀ :ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦେଶର ଏକ ପ୍ରସିଦ୍ଧ ଟ୍ରେନର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅହମ୍ମଦାବାଦ ମଧ୍ୟରେ ଦିଲ୍ଲୀ ମଧ୍ୟରେ ଚାଲୁଥିବା ସମ୍ପର୍କ…

ଆଜିଠୁ ଆରମ୍ଭ ହେବ କଳା ଉତ୍ସବ ୨୦୨୨, ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ୩ରୁ ୭ ଜାନୁୟାରୀ ୨୦୨୩…

ବିମୁଦ୍ରୀକରଣ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାଗତ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଯଥାର୍ଥ ବୋଲି…

ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ, ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଗତକାଲି ଠାରୁ ବନ୍ଦ ରହିଛି ମହାପ୍ରଭୁ ଲଙ୍ଗରାଜଙ୍କ ନୀତିକାନ୍ତି। ଗତକାଲି ୧୦ଟା ସମୟରେ ଭୋଗ ସମୟରେ ଜଣେ ମଲିଆ ସେବାୟତ ବା ଅଣ ସେବାୟତ ଭୋଗ ଛୁଇଁଥିବାରୁ ଭୋଗ ମାରା ହୋଇଥିଲା ଆଉ ଏହାକୁ ଘୋର ବିରୋଧ…

(Video)ବାଇକ ଚଲାଉଥିବା ବେଳେ ପ୍ରେମିକାକୁ ଟାଙ୍କିରେ ବସାଇଲା ଯୁବକ: ପୋଲିଓ ଛଡ଼ାଇଦେଲା ଷ୍ଟାଇଲ୍

ଆଜିକାଲି ଯୁବପିଢ଼ିମାନେ ରିଲେସନସିପରେ ଆସି ଏପରି କିଛି କାମ କରୁଛନ୍ତି, ଯାହାକୁ ଦେଖି ଲୋକମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଯେଉଁଠାରେ କିଛି କପଲ୍ ପାର୍କରେ କ୍ୱାଲିଟି ଟାଇମ୍ ବିତାନ୍ତି ନଚେତ୍ ମଲରେ ସପିଂ…

ଜୋମାଟୋକୁ ଆଉ ଏକ ଝଟକା, ଇସ୍ତଫା ଦେଲେ ଆଉ ଜଣେ ସହ-ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋରେ ପୁଣି ହଇଚଇ ସୃଷ୍ଟି। ହୋଇଛି ଲିମିଟେଡ୍ ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଗୁଞ୍ଜନ ପାଟିଦାର ସୋମବାର ଏହି ପଦରୁ ଇସ୍ତଫା ଦେଇଛନ୍ତି।…