Browsing Category

Breaking News

ଦରବୃଦ୍ଧି ଚିନ୍ତା: ଧାର୍ଯ୍ୟ ସମୟ ପୂର୍ବରୁ ମୁଦ୍ରା ନୀତି କମିଟିର ବୈଠକ ଡାକିଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି କମିଟି(ଏମପିସି)ର ସ୍ୱତନ୍ତ୍ର ବୈଠକ ଆସନ୍ତା ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ। ଏମପିସି ସମିତିର ଏହି ଅତିରିକ୍ତ ବୈଠକ ସମୟ ସମୟରେ ଅନୁଷ୍ଠିତ ହୋଇଥାଏ। ନିୟମିତ…

ଘୃଣା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜାମ ଖାନଙ୍କୁ ତିନି ବର୍ଷ ସଜା, ଯାଇପାରେ ବିଧାୟକ ପଦ

ନୂଆଦିଲ୍ଲୀ: ଘୃଣା ସୃଷ୍ଟି କରୁଥିବା ଭାଷଣ ମାମଲାରେ ଦୋଷି ସାବ୍ୟସ୍ତ ହୋଇଛନ୍ତି ସମାଜବାଦୀ ପାର୍ଟୀ ବିଧାୟକ ଆଜାମ ଖାନ୍। କୋର୍ଟ ଏହି ମାମଲାରେ ତାଙ୍କୁ ତିନି ବର୍ଷ ସଜା ଶୁଣାଇଛନ୍ତି। ବର୍ତ୍ତମାନ ତାଙ୍କର ବିଧାୟକ ପଦ…

ବେଆଇନ ଟଙ୍କା କାରବାରର ପର୍ଦ୍ଧାଫାସ୍‌ କରିବ ଇଡି, FIR କପି ହସ୍ତାନ୍ତର କଲା କମିଶନରେଟ ପୋଲିସ

ଭୁବନେଶ୍ୱର: ବ୍ଲାକମେଲିଂ ଓ ହତ୍ୟା ଧମକ ମାମଲାରେ ଗତକାଲି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। ତେବେ ଆଜି ତାଙ୍କ ପାଇଁ ସମସ୍ୟା ଆହୁରି ବଢିଯାଇଛି। ଅର୍ଚ୍ଚନା ନାଗ ବେଆଇନ ଟଙ୍କା କାରବାରର ହେବ…

‘ଛଡ଼ାଇ ଆଣିବୁ POK, ଗିଲଗିତ-ବେଲୁଚିସ୍ତାନ ବିନା ଅଧୁରା ରହିବ ଜାମ୍ମୁ-କାଶ୍ମୀର ବିକାଶ’: ରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ରକ୍ଷାମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ପାକିସ୍ତାନକୁ ଅଲ୍ଟିମେଟମ୍ ଦେଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କାଶ୍ମୀର ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରୁଛି ଏବଂ ଏହାର…

ନେଦରଲାଣ୍ଡକୁ ମାତ ଦେଲା ଟିମ ଇଣ୍ଡିଆ: ସେମିଫାଇନାଲ ପାଇଁ ବଢାଇଲା ଆଉ ଏକ ପାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ନେଦରଲାଣ୍ଡକୁ ମାତ ଦେଇଛି ଟିମ ଇଣ୍ଡିଆ । ପାକିସ୍ତାନ ପରେ ଏବେ ନେଦରଲାଣ୍ଡକୁ ହରାଇ ସେମିଫାଇନାଲ ଆଡକୁ ଆଉ ଏକ ପାଦ ପକାଇଛି ରୋହିତ ସେନା । ଭାରତୀୟ ବୋଲରଙ୍କ ଦମଦାର ବୋଲିଂକୁ ସାମନା…

ଡ୍ୟୁଟିରେ ଅବହେଳା କଲେ, ଖରାପ ଆଚରଣ କଲେ ବନ୍ଦ ହୋଇଯିବ Pension-Gratuity: ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି । ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଡବଲ୍ ବେନିଫିଟ୍ ଦେଇଥିଲେ । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବା ସହ ଦଶହରା ଓ ଦିପାବଳୀ…

ବିଜ୍ଞାନର ଚମତ୍କାର: ୧୯୯୬ ମସିହାରେ ସ୍ପର୍ମକୁ ରଖାଗଲା ସଂରକ୍ଷିତ, ୨୦୨୨ରେ ପୁରୁଣା ସ୍ପର୍ମରୁ ଜନ୍ମ ନେଲା ଛୁଆ

ନୂଆଦିଲ୍ଲୀ: ବର୍ଷ ବର୍ଷର ପୁରୁଣା ସ୍ପର୍ମ ଦ୍ୱାରା ଛୁଆ ଜନ୍ମ ନେବା ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ, ମାତ୍ର କଥାଟି ସମ୍ପୂର୍ଣ୍ଣ ସତ । ଜଣେ ଯୁବକ ତାଙ୍କର ସ୍ପର୍ମକୁ ୨୬ ବର୍ଷ ପୂର୍ବରୁ ସଂରକ୍ଷିତ କରି…

T-20 World Cup: ରୋହିତ, ବିରାଟ, ସୂର୍ଯ୍ୟଙ୍କ ଶାନଦାର ବ୍ୟାଟିଂ, ୧୮୦ ରନର ପିଛା କରିବ ନେଦରଲ୍ୟାଣ୍ଡସ୍

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱପର ସୁପର-୧୨ ପର୍ଯ୍ୟାୟରେ ଆଜି ଭାରତ-ନେଦରଲ୍ୟାଣ୍ଡସ୍ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପ୍ରଥମ…

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ,ଆକାଶ ମାର୍ଗରେ ବିମାନ ସହ ଧକ୍କା ହେଲା ପକ୍ଷୀ

ନୂଆଦିଲ୍ଲୀ : ଅହମ୍ମଦାବାଦରୁ ଦିଲ୍ଲୀକୁ ଆସୁଥିବା ଆକାସ ଏୟାରଲାଇନ୍ସର ବିମାନ ଗୁରୁବାର ଦୁର୍ଘଟଣାରୁ ବଞ୍ଚିଛି। କୁହାଯାଉଛି ଯେ ଏହି ବିମାନ ସହିତ ପକ୍ଷୀ ମୁହାଁମୁହିଁ ହୋଇଥିଲେ, ଏହା ପରେ ଶୀଘ୍ର ଦିଲ୍ଲୀ ବିମାନ…

BCCI Big Announcement : ସବୁ କ୍ରିକେଟର ମାନଙ୍କୁ ମିଳିବ ସମାନ ଦରମା

ନୂଆଦିଲ୍ଲୀ : ବିସିସିଆଇ ର ବଡ ନିଷ୍ପତ୍ତି । ଏଣିକି ସବୁ କ୍ରିକେଟର ମାନଙ୍କୁ ମିଳିବ ସମାନ ଦରମା । ବିସିସିଆଇ କ୍ରିକେଟ୍ ରେ ସାଧାରଣ ସମାନତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଘୋଷଣା କରିଛି ଏବଂ ମହିଳା କ୍ରିକେଟ୍ ଦଳର…