
Browsing Category
Breaking News
TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ଼ଙ୍କ ଉପରେ ଆକ୍ରମଣ, ମୁଖ୍ୟ ସୁରକ୍ଷା ଅଧିକାରୀ ଆହତ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଉପରେ ଆକ୍ରମଣ ହୋଇଛି । ରାଜ୍ୟର ଏନଟିଆର ଜିଲ୍ଲାର ନନ୍ଦୀଗାମାରେ ଏକ ରୋଡ଼ ଶୋ’ରେ ଯାଉଥିବା…
ଅଧିନାୟକ ପଦରୁ ଇସ୍ତଫା ଦେଲେ ମହମ୍ମଦ ନବୀ: କିଏ ପିନ୍ଧିବେ ନୂଆ କ୍ୟାପଟେନର ମୁକୁଟ?
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନର ଖରାପ ପ୍ରଦର୍ଶନ ଜାରି ରହିଛି । ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ଲକ୍ଷ୍ୟର ଖୁବ ପାଖକୁ ଯାଇ ମଧ୍ୟ ଦଳ ଖାଲି ହାତରେ ଫେରିଛି । ଏହାପରେ ଦଳର ଅଧିନାୟକ ମହମ୍ମଦ ନବୀ…
Video: ମେଡିକାଲରୁ ଇମ୍ରାନ୍ ଖାନ୍ଙ୍କ ସାମ୍ବାଦୀକ ସମ୍ମିଳନୀ: କହିଲେ- ‘ମୋତେ ଆକ୍ରମଣ କରାଯିବ ପୂର୍ବରୁ ଜଣା ପଡିଥିଲା’
ନୁଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ବଡ଼ ଖୁଲାସା କରିଛନ୍ତି । ଗୁଳିମାଡ଼ ପରେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଇମ୍ରାନ୍ ଆକ୍ରମଣ ପରେ ମୁହଁ ଖୋଲିଛନ୍ତି…
Estrogen Hormone କ’ଣ: ଏହାର ଅଭାବରେ ମହିଳାଙ୍କ ଠାରେ ଚର୍ମ ଶୁଷ୍କ, ହାଡ଼ ଦୁର୍ବଳ, ଡିପ୍ରେସନ, ହାର୍ଟ ସମସ୍ୟା ଦେଖାଦିଏ
ହରମୋନ ଆମର ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ହରମୋନର ଅଭାବ କାରଣରୁ ଅନେକ ସମସ୍ୟା ଦେଖାଦେଇଥାଏ । ମହିଳାଙ୍କର ରିପ୍ରଡକ୍ଟିଭ ସିଷ୍ଟମକୁ ସୁରକ୍ଷିତ ରଖିବା…
T-20 World Cup: କେଉଁ ଦୁଇଟି ଟିମ୍ ଖେଳିବେ ସେମି, ୬ ତାରିଖର ମ୍ୟାଚ କରିବ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା ବେଶ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ତିନୋଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ ଜିତି ନିସ୍ତେଜ ହୋଇ ରହିଥିବା ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇ…
ଭାରତରେ ଛଟେଇ ଆରମ୍ଭ କଲେ ଏଲନ ମସ୍କ, ଇମେଲ ମାଧ୍ୟମରେ କର୍ମଚାରୀଙ୍କୁ ମିଳୁଛି ସୂଚନା
ନୂଆଦିଲ୍ଲୀ: ଟ୍ୱିଟର ସମଗ୍ର ବିଶ୍ୱରେ ଏହାର କର୍ମଚାରୀ ହ୍ରାସ କରିବା ଆଧାରରେ ଭାରତରେ ଛେଟଇ ଆରମ୍ଭ କରିଛି। ବିଶ୍ୱର ସବୁଠୁ ଧନୀ ବ୍ୟକ୍ତ ଏଲନ ମସ୍କ ଗତ ସପ୍ତାହରେ ଟ୍ୱିଟର ଅଧିଗ୍ରହଣ କରିବା ପରେ ଏହାର ସିଇଓ ପରାଗ…
ପୃଥିବୀ ଆଡ଼କୁ ମାଡି ଆସୁଛି ଚାଇନା ରକେଟ, ଭୟରେ ଏୟାରପୋର୍ଟ ବନ୍ଦ କଲା ଏହି ଦେଶ
ନୂଆଦିଲ୍ଲୀ: ଚୀନ ମହାକାଶ ସଂସ୍ଥା ରକେଟ୍ ଲଞ୍ଚରେ ବିଫଳ ହେବା ଏବେ କେତେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ସରକାର ଦେଶରେ ଏନେକ ଏୟାରପୋର୍ଟକୁ ବନ୍ଦ କରି…
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପେନସନ ଫଣ୍ଡରେ ସାମିଲ ପାଇଁ ମାସିକ ୧୫ ହଜାର ବେତନ ସୀମା ରଦ୍ଦ ହେଲା
ନୂଆଦିଲ୍ଲୀ: ୨୦୧୪ ବର୍ଷର କର୍ମଚାରୀ ପେନସନ (ସଂଶୋଧନ) ଯୋଜନାର ବୈଧତାକୁ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି । ଏଥିସହିତ ପେନସନ ଫଣ୍ଡରେ ସାମିଲ ହେବା ପାଇଁ ମାସିକ ୧୫ ହଜାର ଟଙ୍କାର ବେତନ ସୀମାକୁ କୋର୍ଟ ରଦ୍ଦ…
ବହୁଭାଷୀ ଶିକ୍ଷକଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର, ଏଣିକି ଏତିକି ମିଳିବ ଦରମା
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସରକାର ଯେତିକି ସରକାରୀ କ୍ଷେତ୍ରରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ସରକାରୀ ଚାକିରିଆଙ୍କ ଉପରେ ମଧ୍ୟ ସେତିକି କୃପା ବୃଷ୍ଟି କରୁଛନ୍ତି। କିଛି ଦିନ ତଳେ ରାଜ୍ୟ ସରକାର…
MCD ନିର୍ବାଚନ ପାଇଁ ବାଜିଲା ବିଗୁଲ୍: ଡିସେମ୍ବରେ ୪ରେ ଭୋଟିଂ, ୭ରେ ରେଜଲ୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ମାସ ୪ ତାରିଖରେ ଭୋଟ ହେବ ଓ ୭ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ । ଏମସିଡିରେ ମୋଟ…