fbpx
Browsing Category

Breaking News

ସରିଲା ସର୍ବଦଳୀୟ ବୈଠକ, ମଦମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ଭୋଟ୍ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ସର୍ବଦଳୀୟ ବୈଠକରେ ୪ଟି ଦାବି ହୋଇଛି । ମଦମୁକ୍ତ ନିର୍ବାଚନ ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ନିର୍ବାଚନର…

ଯଦି ନ୍ୟୁଜିଲାଣ୍ଡଠାରୁ ଆଫଗାନିସ୍ତାନ ପରାସ୍ତ ହୁଏ, ତେବେ କ’ଣ ହେବ ଟିମ୍ ଇଣ୍ଡିଆର ଅବସ୍ଥା?

ନୂଆଦିଲ୍ଲୀ: ଭାରତ ଚଳିତ ଟି-୨୦ ବିଶ୍ୱକପରେ ଲଗାତର ଦୁଇଟି ମ୍ୟାଚରେ ପରାଜୟବରଣ କରିବା ପରେ ଦୁଇଟିରେ ବିଜୟଲାଭ କରି ତା’ର ଟ୍ରାକକୁ ଫେରିଛି । ବର୍ତ୍ତମାନ ଭାରତ ସେମିଫାଇାନାଲରେ ପହଞ୍ଚିବାକୁ ହେଲେ ଆଫଗାନିସ୍ତାନ ଉପରେ…

ଜଳବାୟୁ ପରିବର୍ତ୍ତନ କାରଣରୁ ୯ ବର୍ଷ ମଧ୍ୟରେ ଜଳମଗ୍ନ ହୋଇଯିବ ଭାରତର ଏହିସବୁ ସହର

ୱାସିଂଟନ୍‌/ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ଫଳରେ ଗ୍ଳାସିୟର ତରଳୁଛି । ୨୦୨୧ ମସିହାରେ ଜଳବାୟୁ ପରିବର୍ତ୍ତନ ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ସ୍ଥିତିରେ ପହଂଚି…

DRDO ଗୁପ୍ତଚରୀରେ ମିଳିଲା ବଡ଼ ସୁରାକ୍! ମାମଲାରେ ରହିଛି ମୁମ୍ବାଇ ଲିଙ୍କ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ଗୁପ୍ତଚରୀରେ ୫ ଜଣ ଗିରଫ ହେବା ମାମଲାରେ ବଡ଼ ଖୁଲାସା ହୋଇଛି । ଡିଆରଡିଓ ଗୁପ୍ତଚରୀରେ ମୁମ୍ବାଇ ଲିଙ୍କ ନେଇ ବଡ଼ ସୁରାକ୍ ମିଳିଛି । ଗିରଫ ୫ ଅଭିଯୁକ୍ତଙ୍କ…

ଆଜି ରାଜ୍ୟରେ ୨୦୮ ପଜିଟିଭ୍, ୪ ଜଣଙ୍କର ପ୍ରାଣ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଶନିଙ୍କ ସ୍ଥିତି ପରିବର୍ତ୍ତନ ଯୋଗୁଁ ଏହି ଲୋକଙ୍କ ଉପରେ ପଡ଼ିବ ପ୍ରଭାବ, ଜାଣନ୍ତୁ କେଉଁ କେଉଁ ରାଶି

ଶନି ଦେଢ଼ବର୍ଷରେ ରାଶି ପରିବର୍ତ୍ତନ କରିଥାନ୍ତି ଓ ଏହାର ପ୍ରଭାବ ପ୍ରାୟ ୫ ରାଶିର ଜାତକଙ୍କ ଉପରେ ପଡିଥାଏ । ଏହାରି ମଧ୍ୟରେ ପୁଣିଥରେ ଶନି ନିଜର ରାଶି ପରିବର୍ତ୍ତନ କରିବେ ଓ ଏହାର ପ୍ରଭାବ ଏକାସାଙ୍ଗରେ ୮ ରାଶିର…

ସେମିଫାଇନାଲର ସବୁ କଣ୍ଟା ସଫା କଲା ବିରାଟ ବାହିନୀ: ଆଉ ମାତ୍ର ଗୋଟିଏ ଲଢ଼େଇ ହିଁ ସ୍ଥିର କରିବ ଟିମ୍ ଇଣ୍ଡିଆର ଭବିଷ୍ୟତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ଲଗାତର ଦ୍ୱିତୀୟ ବିଜୟ ସହ ସେମିଫାଇନାଲର ସମସ୍ତ କଣ୍ଟାକୁ ସଫା କରିବାରେ ସଫଳ ହୋଇଛି । କେବଳ ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ହିଁ ନିର୍ଣ୍ଣୟ କରିବ ଭାରତର ଭବିଷ୍ୟତ । ଭାରତ…

ନିଜ ଭୁଲ୍ ପାଇଁ ସୁପ୍ରିମକୋର୍ଟକୁ କ୍ଷମା ମାଗିଲା ହାଇକୋର୍ଟ, ଜାଣନ୍ତୁ କଣ ରହିଛି ପୂରା ମାମଲା

ନୂଆଦିଲ୍ଲୀ: ମଦ୍ରାସ୍ ଉଚ୍ଚ ନ୍ୟାୟାଳୟ ଜଣେ ଆଇପିଏସ୍ ଅଧିକାରୀଙ୍କ ଦ୍ୱାରା ଆର୍ଥକ ଅପରାଧରେ ସାମିଲ ଥିବା ,କ ମହିଳାଙ୍କ ଠାରୁ ତିନି କୋଟି ଟଙ୍କା ଜୋର ଜବରଦସ୍ତି ହଡ଼ପ କରାଯାଇଥିବା ଅଭିଯୋଗକୁ ସମାଧାନ କରିବା ପାଇଁ ୬…

ରାଜ୍ୟର ଚିକିତ୍ସା କ୍ଷେତ୍ରର ବିକାଶ ପାଇଁ ଆଗକୁ ଆସିଲା TCS, ପ୍ରଦାନ କଲା ୧୦ଟି ଭେଣ୍ଟିଲେଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚିକିତ୍ସା କ୍ଷେତ୍ରକୁ ମଜବୁତ କରିବା ନେଇ ହାତ ବଢ଼ାଇଛି ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) । ଗରିବ ଶ୍ରେଣୀର ଲୋକଙ୍କ ଚିକିତ୍ସା ପାଇଁ ଟିସିଏସ୍ ପ୍ରଦାନ କରିଛି ୧୦ଟି…

୧୨ କୋଟି ଲୋକ ପୁଣି ହେବେ ମାଲାମାଲ୍; ଖାତାକୁ ଆସିବ ଏତିକି ହଜାର ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ପିଏମ କିଷାନ ନିଧି ସହ ଜଡ଼ିତ ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ସରକାର ବର୍ତ୍ତମାନ ସୁଦ୍ଧା ୧୧.୩୭ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧.୫୮ ଲକ୍ଷ କୋଟି ଟଙ୍କା ପଠାଇ ସାରିଛନ୍ତି । ଏବେ କେନ୍ଦ୍ର ସରକାର…