fbpx
Browsing Category

Breaking News

ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ବିସିସିଆଇ କ୍ଷୁବ୍ଧ: T-20 ଓ ଦିନିକିଆରୁ ବିଦାହେବେ କୋହଲି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଯୋଗୁଁ ଦଳ ସେମି ଫାଇନାଲରେ ପହଞ୍ଚିବାକୁ ସଂଘର୍ଷ କରୁଛି । ଦଳ ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରିବା ପରେ ଆଗାମୀ ୩ଟି ମ୍ୟାଚ ଖେଳିବାକୁ ବାକି…

ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଲା ପକାଇଲେ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଇ ହଟହଟା ହୋଇଛନ୍ତି ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । କୁଚିଣ୍ଡାରେ ମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି…

ଯୁବକଙ୍କୁ ବୋମାମାଡ ଘଟଣା: ୩ ଜୀବନ୍ତ ବୋମା ଜବତ, ୩ ଗିରଫ

ଭଞ୍ଜନଗର (ଭାସ୍କର ନ୍ୟୁଜ): ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ଯୁବକକୁ ବୋମାମାଡ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୩ ଟି ଜୀବନ୍ତ ବୋମା ମଧ୍ୟ ଜବତ କରିଛି ଗାଙ୍ଗପୁର ଥାନା…

ବେଆଇନ ବାଣ ଗୋଦାମରେ ଚଢଉ: ୬ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଗିରଫ

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌) : ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.କେ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅର୍ନ୍ତଗତ ଗୋଡି ପୁଟମାଟିଆପଡା ପଂଚାୟତର ମାନପୁର ଗ୍ରାମରେ ଥିବା ଏକ…

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ, ଟିମ୍ ଇଣ୍ଡିଆ ପାଇଁ ଶେଷ ସୁଯୋଗ

ଆବୁଧାବି : ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ। ଉଭୟ ଟିମ୍ ବିଜୟ ଲକ୍ଷ୍ୟରେ ଅପରାହ୍ନ ୭ଟା ୩୦ରେ ମଇଦାନକୁ ଓହ୍ଳାଇବେ। ସେମି…

ପଶ୍ଚିମବଙ୍ଗରେ ପୁଣି ଦିଦିଙ୍କ ଯାଦୁ: ୪ଟି ବିଧାନସଭା ଆସନକୁ ପୋଛିନେଲା TMC, ଅମାନତ ହରାଇଲା BJP

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି ଦିଦିଙ୍କ ଯାଦୁ । ନିକଟରେ ଶେଷ ହୋଇଥିବା ୪ଟି ବିଧାନସଭା ନିର୍ବାଚନର ଫଳାଫଳ ଆସିଯାଇଛି । ତେବେ ଏଥିରେ ଦିଦି ୪ଟି ଆସନକୁ ମୂଳପୋଛ କରିଦେଇଥିବା ବେଳେ ବିଜେପି ୩ଟି…

ନଭେମ୍ବର ୫ରେ କେଦାରନାଥ ଯିବେ ମୋଦି, ୨୫୦ କୋଟିର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ : ଆସନ୍ତା ୫ ତାରିଖରେ ଉତ୍ତରାଖଣ୍ଡର କେଦାରନାଥ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେଦାରନାରେ ସେ ପୂଜାର୍ଚ୍ଚନା କରିବା ସହ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେଦାରପୁରୀ ପୁନର୍ଗଠନ…

ରେଲୱେରେ ନିଯୁକ୍ତି ପାଇଁ ବଡ ସୁଯୋଗ, ୧୬୬୪ଟି ଆପ୍ରେଣ୍ଟିସି୍‌ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ସେଲ୍‌ (ଆର୍‌ଆରସି), ପ୍ରୟାଗରାଜ ଆଗ୍ରା, ଝାନସୀ ଏବଂ ଝାନସୀ କର୍ମଶାଳାରେ ୧୬୬୪ଟି ଆପ୍ରେଣ୍ଟିସି୍‌ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଆର୍‌ଆର୍‌ସି ଦ୍ୱାରା ବିଜ୍ଞାପିତ…

୪ ଦିନିଆ ରିମାଣ୍ଡରେ ଗଲେ ଅନୀଲ ଦେଶମୁଖ୍‌, ଇଡ଼ି ଉଗାରିବ ମନି ଲଣ୍ଡ୍ରିଂର ଅନେକ ଗୁମର

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିବା ବେଳେ ମଙ୍ଗଳବାର କୋର୍ଟରେ ହାଜର କରାଇଥିଲା । ଏହାପରେ କୋର୍ଟଙ୍କ ଅନୁମତି କ୍ରମେ ଅନୀଲ୍‌ଙ୍କୁ ୪…

ଭିଜିଲାନ୍ସ ଚଢ଼ାଉ ପରେ କୋଟିପତି SI ଗିରଫ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ ମହାବିରୋଡ଼ ଫାଣ୍ଡି ଅଧିକାରୀ ବା କୋଟିପତି ଏସଆଇ ସମରେନ୍ଦ୍ର ସାମଲ ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରାଯାଇଛି । କୋଟିପତି ଏସଆଇ…