Browsing Category
Breaking News
ୟୁକ୍ରେନରେ ଝିଅଙ୍କ ରେପ୍ କରିବା ସହ କୁକୁର ମାରି ଖାଉଛନ୍ତି ରୁଷ ସୈନିକ: ସିକ୍ୟୁରିଟି ଏଜେନ୍ସିର ଆଶ୍ଚର୍ଯ୍ୟକର ଖୁଲାସା
କିଭ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମରିଯାଇଛି ସବୁ ମାନବିକତା । ରୁଷ ସୈନିକମାନେ ୟୁକ୍ରେନ ଯୁବତୀଙ୍କର ରେପ୍ କରିବା ସହ କୁକୁର ହତ୍ୟା କରି ଖାଉଛନ୍ତି । ୟୁକ୍ରେନିୟନ ସିକ୍ୟୁରିଟି ସର୍ଭିସ (ୟୁଏସଏସ) ରୁଷ…
ଓଡ଼ିଆ ପୁଅ ହେବେ କି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି, ବିଶ୍ୱଭୂଷଣଙ୍କୁ ନେଇ ଦିଲ୍ଲୀ ଦରବାରରେ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।…
ଝିଅର ମୃତ୍ୟୁ ପରେ ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର: କୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଗୁରୁବାର ଦିନ ସମ୍ପତ୍ତି ବିବାଦରେ ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାବକ, ଝିଅର ମୃତ୍ୟୁ ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ରହିବ ।…
ଆଜିଠାରୁ ଘର ତିଆରି ହେବ ମହଙ୍ଗା! ହୋମ୍ ଲୋନ୍ ଉପରେ ମିଳିବନି ଏହି ଅତିରିକ୍ତ ରିହାତି
ନୂଆଦିଲ୍ଲୀ: ଦେଶରେ ଆଜିକାଲି ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିିଛି । ଏପରି ପରିସ୍ଥିତିରେ ଘର କିଣିବା ଆହୁରି ମହଙ୍ଗା ହୋଇପଡିଛି । ପ୍ରଥମ ଥର ପାଇଁ ଗୃହ ନିର୍ମାଣକାରୀମାନେ ଯେଉଁମାନେ ହୋମ୍ ଲୋନ ପରିଶୋଧ ଉପରେ ୩.୫୦ ଲକ୍ଷ…
ଏହି ସ୍ଥାନରେ ରହିଛି ବିଶ୍ୱର ସବୁଠାରୁ ମହଙ୍ଗା ସ୍କୁଲ: ଜାଣନ୍ତୁ ସେଠାରେ ପଢ଼ିବାକୁ ହେଲେ ବାର୍ଷିକ କେତେ ଫିସ୍ ନିଆଯାଏ
ନୂଆଦିଲ୍ଲୀ: ଆଜିକାଲି ପିଲାମାନଙ୍କୁ ଭଲ ସ୍କୁଲରେ ପାଠ ପଢ଼ାଇବା ବହୁତ କଷ୍ଟକର ବ୍ୟାପାର । କାରଣ ପ୍ରାଇଭେଟ ସ୍କୁଲମାନଙ୍କରେ ଦିନକୁ ଦିନ କୋର୍ସ ଫି’ ବଢ଼ିବାରେ ଲାଗିଛି । ଆପଣମାନେ ନିଜ ଅଞ୍ଚଳର ସ୍କୁଲମାନଙ୍କର ଫିସ୍…
କେରଳରୁ ଆସିଲା ଲଜ୍ଜାଜନକ ଘଟଣା: ଗର୍ଭବତୀ ଛେଳିକୁ ବଳାତ୍କାର କରି ହତ୍ୟା
ନୂଆଦିଲ୍ଲୀ: କେରଳ କାସରଗୋଡ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ୪ ମାସର ଗର୍ଭବତୀ ଛେଳୀକୁ କଳାକ୍ରାର କରିବା ସହ ହତ୍ୟା କରାଯାଇଛି । ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିସାରିଛି ।…
ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ: ଏହା ହତ୍ୟା ନା ସାଧାରଣ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ…
ଭାରତକୁ ନିଜ ପକ୍ଷରୁ ନେବାକୁ ରୁଷ-ଆମେରିକା ମଧ୍ୟରେ ପ୍ରତିଯୋଗିତା: ଆମେରିକାର ଧମକ ପରେ କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆଜି କଠିନ ପଶାପାଲିରେ ପଡ଼ିଯାଇଛି ଭାରତ । ରୁଷର ଆକ୍ରମଣ ବିରୋଧରେ ପୂର୍ବରୁ ମିଳିତ ଜାତିସଂଘରେ ଉଠିଥିବା ପ୍ରସ୍ତାବର ଭୋଟିଂରୁ ଭାରତ ଏକାଧିକ ବାର ବିରତ ରହିଥିଲା । ଭାରତର ଉକ୍ତ…
ରାଜ୍ୟରେ ଆଉ ୬ ମାସ ମିଳିବ ଅତିରିକ୍ତ ମାଗଣା ଚାଉଳ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…
ମାନସ ହତ୍ୟା ମାମଲା: ଚାନ୍ଦବାଲିରେ ଡେମୋ ଦେଖାଇଲେ ଶର୍ମିଷ୍ଠା, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଅଳ୍ପ ସମୟରେ ସିନ୍ ରିକ୍ରିଏସନ୍ ସାରି ଫେରିଆସିଛି…