Browsing Category
Breaking News
ଓଡ଼ିଶାରୁ ଆଜି ୭୪୫ ପଜିଟିଭ୍ ଚିହ୍ନଟ, ୧୧୯ ଶିଶୁ ସଂକ୍ରମିତ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…
ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର୨୦୨୧ରେ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଲେ ଦୁଇ ଭାରତୀୟ
ନୂଆଦିଲ୍ଲୀ: ୧୦ ଲକ୍ଷ ଡଲାର୍(୭ କୋଟି ୩୫ ଲକ୍ଷଟଙ୍କା)ର ଗ୍ଲୋବାଲ୍ ଶିକ୍ଷକ ପୁରସ୍କାର ୨୦୨୧ ପାଇଁ ଗୁରୁବାର ଘୋଷଣା ହୋଇଥିବା ଶୀର୍ଷ ୫୦ ଶିକ୍ଷକଙ୍କ ମଧ୍ୟରେ ଦୁଇ ଜଣ ଭାରତୀୟ ନାମ ସାମିଲ ରହିଛି । ତାଲିକାରେ ବିହାରର…
ନୂଆ ତାଲିବାନ ସରକାରକୁ ଆମେରିକାର ନାପସନ୍ଦ
ନୂଆଦିଲ୍ଲୀ: ମଧ୍ୟବର୍ତ୍ତୀକାଳୀନ ତାଲିବାନ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆମେରିକା । ଯାହା ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଆଶା କରିଥିଲେ ତାହା ପୂରଣ ହୋଇନି । ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ବ୍ୟକ୍ତିଙ୍କ…
ଦେଶର ପ୍ରଥମ ପରମାଣୁ ମିସାଇଲ୍ ଟ୍ରାକିଂ ଜାହାଜ INS ‘ଧ୍ରୁବ’ ଆଜି ହେବ ଲଞ୍ଚ, ଶତ୍ରୁଙ୍କ ପ୍ରତିଟି ଚାଲ୍ ଉପରେ ରଖିବ ନଜର
ନୂଆଦିଲ୍ଲୀ: ଭାରତ ଆଜି ଏପରି ଏକ ଅସ୍ତ୍ର ପାଇବାକୁ ଯାଉଛି ଯାହାଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବ। ଶତ୍ରୁଙ୍କ ପରମାଣୁ କ୍ଷେପଣାସ୍ତ୍ର ଉପରେ ନଜର ରଖିବା ପାଇଁ ଭାରତର ପ୍ରଥମ ଟ୍ରାକ୍ କରିପାରୁଥିବା…
କ୍ରେଡିଟ୍ କାର୍ଡ ବନ୍ଦ କରିବା ପୂର୍ବରୁ ଏହି ୫ଟି କଥାର ଧ୍ୟାନ ରଖନ୍ତୁ, ନଚେତ୍ ସହିବାକୁ ପଡ଼ିବ କ୍ଷତି
ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡ ଅଛି ତେବେ ସେସବୁକୁ ମ୍ୟାନେଜ୍ କରିବାରେ ଅସୁବିଧା ହେଉଥିବ ନିଶ୍ଚୟ । ବିଲ୍ ର ତାରିଖ ମନେ ରଖିବା, ସମୟାନୁସାରେ ପୈଠ କରିବା, ପଏଣ୍ଟ ରିଡିମ୍…
ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ କାହିଁକି ହୋଇଥାଏ? ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ ଆସୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ବେଳେବେଳେ ଏହା ଅଧିକ ବିପଜ୍ଜନକ ମଧ୍ୟ ହୋଇଥାଏ । ସ୍ପେନରେ ଏହାକୁ ନେଇ ଏକ ରିସର୍ଚ୍ଚ ହୋଇଥିଲା, ଯେଉଁଥିରେ…
ମହିଳାଙ୍କ କାମ କେବଳ ପିଲା ଜନ୍ମ କରିବା, ମନ୍ତ୍ରୀ କେବେ ବି ହୋଇପାରିବେ ନାହିଁ: ତାଲିବାନ୍
କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ଶାସନ କ୍ଷମତାକୁ ଆସିବା ପରେ ସରକାରରେ ମହିଳାଙ୍କ ଅଂଶଗ୍ରହଣକୁ ନେଇ ପ୍ରଦର୍ଶନ ଚାଲିଛି । କିନ୍ତୁ ତାଲିବାନର ମୁଖପାତ୍ର ଏହି ମାମଲାରେ କହିଛନ୍ତି ଯେ, ‘କୌଣସି ମହିଳାଙ୍କୁ ଏଠାରେ…
ଟିକସଦାତାଙ୍କୁ ଅଧିକ ମହଲତ: ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି
ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣସ ଦାଖଲ ସମୟ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏବେ ଲୋକମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କ ଆୟକର ରିଟର୍ଣ୍ଣସ ଦାଖଲ କରିପାରିବେ । ସାଧାରଣତଃ ଜୁଲାଇ ମାସ…
କରୋନା ସଂକ୍ରମଣ ଆତଙ୍କ: ଆଶଙ୍କାରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ
ଲଣ୍ଡନ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ କରୋନା ଆତଙ୍କ ସୃଷ୍ଟି କରିଛି । କାରଣ ମୁଖ୍ୟ କୋଚ ରବି ଶାସ୍ତ୍ରୀ ,ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନାରେ ସଂକ୍ରମିତ ହେବା…
ଅକ୍ଟୋବର ୪ରେ ରାଜ୍ୟସଭାର ୭ ଆସନ ପାଇଁ ଉପନିର୍ବାଚନ
ନୂଆଦିଲ୍ଲୀ : ରାଜ୍ୟସଭାରେ ଖାଲି ପଡ଼ିଥିବା ୭ ଆସନ ପାଇଁ ଆସନ୍ତା ମାସ ୪ ତାରିଖରେ ଉପନିର୍ବାଚନ ହେବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାମିଲନାଡୁର ୨, ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର…